"ତପୁ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର ଓ ତଥ୍ୟ
ଟିକେNo edit summary
୧୪ କ ଧାଡ଼ି:
}}
 
'''ତପୁ ମିଶ୍ର''' ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] କଣ୍ଠଶିଳ୍ପୀ ଥିଲେ । ସେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଥିଲେ । ସେ ଓଡ଼ିଆ [[ଡିଡି ଓଡ଼ିଆ|ଦୂରଦର୍ଶନ]] କାର୍ଯ୍ୟକ୍ରମରେ ଜଣେ ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । [[ତରଙ୍ଗ ଟିଭି]]ରେ ପ୍ରସାରିତ କାର୍ଯ୍ୟକ୍ରମ "ଭଏସ୍ ଅଫ୍ ଓଡ଼ିଶାରେଓଡ଼ିଶା"ରେ [[ଗୁଡ୍‌ଲି ରଥ]] ଏବଂ [[ପମି]]ଙ୍କ ସହ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଆ ସମେତ ସେ [[ବଙ୍ଗଳା ଭାଷା|ବଙ୍ଗଳା]], [[ହିନ୍ଦୀ]] ଏବଂ ଅନ୍ୟାନ୍ୟ ଭାରତୀୟ ଆଞ୍ଚଳିକ ଭାଷାମାନଙ୍କରେ ମଧ୍ୟ ଗୀତ ଗାଇଥିଲେ । ଜଣେ ସ୍ୱାଧୀନ କଳାକାର ଭାବେ ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଥିଲେ ।<ref name="tnie">{{cite news |title=Eminent Ollywood singer Tapu Mishra passes away due to post COVID complications |url=https://www.newindianexpress.com/states/odisha/2021/jun/20/eminentollywood-singer-tapu-mishra-passes-away-due-to-post-covid-complications-2318915.html |accessdate=20 June 2021 |work=The New Indian Express |agency=The New Indian Express |publisher=The New Indian Express |date=20 June 2021}}</ref>
 
୨୦୨୧ ମସିହା ଜୁନ ୧୯ ତାରିଖରେ [[କରୋନାଭୂତାଣୁ|କରୋନା]]ରେ ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।<ref name="sambadenglish">{{cite news |title=Ollywood singer Tapu Mishra succumbs to Covid19 {{!}} Ollywood singer Tapu Mishra succumbs to Covid19 |url=https://sambadenglish.com/ollywood-singer-tapu-mishra-succumbs-to-covid19/ |accessdate=20 June 2021 |date=19 June 2021}}</ref><ref name="kalingatv">{{cite news |title=Noted Ollywood singer Tapu Mishra dies of Covid-19 |url=https://kalingatv.com/state/noted-ollywood-singer-tapu-mishra-dies-of-covid-19/ |accessdate=20 June 2021 |work=KalingaTV |date=19 June 2021}}</ref>