"ମହାପାତ୍ର ନୀଳମଣି ସାହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
+ଯୋଗସୂତ୍ର ପେଡ଼ି
ଟିକେ (+ଯୋଗସୂତ୍ର ପେଡ଼ି)
 
 
'''ମହାପାତ୍ର ନୀଳମଣି ସାହୁ''' (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ସାହିତ୍ୟିକ । ସେ ୧୯୮୪ ମସିହାରେ, [[ଅଭିଶପ୍ତ ଗନ୍ଧର୍ବ]] ପାଇଁ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]], ୧୯୭୮ରେ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] ଓ ୧୯୮୩ ମସିହାରେ [[ଶାରଳା ପୁରସ୍କାର]]ରେ ସମ୍ମାନୀତ ହୋଇଥିଲେ ।
 
୨୦୧୬ ମସିହା ଜୁନ ୨୫ ତାରିଖରେ ସାହୁଙ୍କର ଭୁବନେଶ୍ୱରଠାରେ ଦେହାନ୍ତ ହୋଇଥିଲା ।<ref>http://odishasuntimes.com/2016/06/25/eminent-odia-litterateur-mohapatra-nilamani-sahoo-no-more/</ref>
 
== ପ୍ରାରମ୍ଭିକ ଜୀବନ ==
== ବୃତ୍ତିଗତ ଜୀବନ ==
[[ସମ୍ବଲପୁର ବିଶ୍ୱବିଦ୍ୟାଳୟ]]ରେ ଜଣେ ଲାଇବ୍ରେରିଆନ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ପରେ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ସେ ଶିକ୍ଷାଦାନ କରି ବି.ଜେ.ବି ସାନ୍ଧ୍ୟ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଭାବରେ ୧୯୮୪ ମସିହାରେ ସେବାନିବୃତ ହୋଇଥିଲେ ।<ref>http://www.newindianexpress.com/states/odisha/Writer-Mohapatra-Nilamani-Sahu-passes-away/2016/06/26/article3500514.ece</ref>
 
୨୦୧୬ ମସିହା ଜୁନ ୨୫ ତାରିଖରେ ସାହୁଙ୍କର ଭୁବନେଶ୍ୱରଠାରେ ଦେହାନ୍ତ ହୋଇଥିଲା ।<ref>http://odishasuntimes.com/2016/06/25/eminent-odia-litterateur-mohapatra-nilamani-sahoo-no-more/</ref>
 
== ରଚନାବଳୀ ==
* ସାରଳା ସମ୍ମାନ, ୨୦୦୯<ref name="ସାରଳା୨୦୧୦">{{cite web |title=ମନୁଷ୍ୟ ହୃଦୟକୁ ଜିତିଛି ସାହିତ୍ୟ |url=https://www.dharitri.com/e-Paper/2010/110410/p7.htm |website=dharitri.com |accessdate=31 March 2021 |date=୧୧ ଅପ୍ରେଲ ୨୦୧୦}}</ref>
* ଭାରତୀୟ ଭାଷା ପରିଷଦ ସମ୍ମାନ, ୨୦୦୦
* ସାହିତ୍ୟ ଭାରତୀ ସମ୍ମାନ, ୨୦୦୫୨୦୦୬ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ ସମ୍ମାନ)
* ଉତ୍କଳ ରତ୍ନ, ୨୦୧୩ ([[ଉତ୍କଳ ସାହିତ୍ୟ ସମାଜ]] ପ୍ରଦତ୍ତ)
* ସିସୋର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦ <ref>[http://www.hindu.com/2010/08/22/stories/2010082257390200.htmMohapatra Nilamani Sahoo bags Seashore Sahitya Akademy Samman]. Aug 22, 2010</ref>
 
==ଅଧିକ ତଥ୍ୟ==
{{commons cat|Mohapatra Nilamani Sahoo|ମହାପାତ୍ର ନୀଳମଣି ସାହୁ}}
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା)}}
 
{{ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
୨୫,୪୫୯

ଗୋଟି ସମ୍ପାଦନା