"ଦେବାଶିଷ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
୮ କ ଧାଡ଼ି:
| birth_name =
| birth_date = {{Birth date |df=yes|1965|08|29}}<ref>{{cite web |title=Authorised Cadre Strength of the Indian Police Service (As on 01/01/2018) |url=https://ips.gov.in/Empanelment/Civillist_29082018.pdf |website=ips.gov.in |accessdate=26 December 2018}}</ref>
| birth_place = [[ବାଲେଶ୍ୱର ଜିଲ୍ଲା|ବାଲେଶ୍ୱର]]
| death_date = {{Death date and age|df=yes|2021|06|18|1965|08|29}}
| death_place = [[କଲିକତା]]
| death_cause = [[କରୋନାଭୂତାଣୁ ରୋଗ ୨୦୧୯]]
| body_discovered =
| resting_place =
୩୮ କ ଧାଡ଼ି:
| predecessor =
| successor =
| spouse = [[ଝୁମକି ରଥ]]
| partner =
| children = ୧ ପୁଅ, ୧ ଝିଅ
| parents =
| relatives =
୫୨ କ ଧାଡ଼ି:
}}
 
'''ଦେବାଶିଷ ପାଣିଗ୍ରାହୀ'''(୨୯ ଅଗଷ୍ଟ ୧୯୬୫ - ୧୮ ଜୁନ ୨୦୨୧)<ref>{{cite web |title=ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷଙ୍କ ପରଲୋକ |url=https://sambadepaper.com/epaperimages/19062021/19062021-md-hr-1/23432828.jpg |accessdate=19 June 2021 |archiveurl=https://web.archive.org/web/20210619014951/https://sambadepaper.com/epaperimages/19062021/19062021-md-hr-1/23432828.jpg |archivedate=19 June 2021 |pages=୧ |date=୧୯ ଜୁନ ୨୦୨୧}}</ref> ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଥିଲେ । ୨୦୦୨ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ତଥାକଥିତ" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/English/sahitya-award9.php |website=odishasahityaakademi.org |accessdate=24 December 2018}}</ref> ସେ ୧୯୯୧ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ ବର୍ତ୍ତମାନଜୀବନର ଶେଷ ସମୟ ବେଳକୁ ଭିଜିଲାନ୍ସ ନିର୍ଦେଶକ(୨୫ ଡିସେମ୍ବର ୨୦୧୬ରୁ) ଭାବରେ ଅବସ୍ଥାପିତ ଅଛନ୍ତିଥିଲେ ।<ref>{{cite web |title=Major Reshuffle in Odisha IPS Cadre: Debasis Panigrahi new Odisha Vigilance Director |url=http://pragativadi.com/major-reshuffle-odisha-ips-cadre-debasis-panigrahi-new-odisha-vigilance-director/ |website=pragativadi.com |accessdate=26 December 2018}}</ref> ତାଙ୍କ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା,ତେଲୁଗୁ ଓ କନ୍ନଡ଼ ଆଦି ଭାଷାକୁ ଅନୁବାଦିତ ହୋଇସାରିଛିହୋଇଛି ।<ref>{{cite web |title=Cop book at London fair |url=https://www.telegraphindia.com/states/odisha/cop-book-at-london-fair/cid/1397827 |website=telegraphindia.com |accessdate=26 December 2018}}</ref>
 
== ବ୍ୟକ୍ତିଗତ ଜୀବନ ==
ଦେବାଶିଷ ୧୯୬୫ ମସିହାରେ ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ସେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ [[ରାଜନୀତି ବିଜ୍ଞାନ]]ରେ ସ୍ନାତକ ଓ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ ସ୍ନାତକୋତ୍ତର ଓ [[ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ]], ଦିଲ୍ଲୀରୁ ଏମଫିଲ ଓ ପିଏଚଡ଼ି ଲାଭ କରିଥିଲେ । ସେ କଣ୍ଠଶିଳ୍ପୀ ଝୁମକି ରଥଙ୍କ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । [[କରୋନାଭୂତାଣୁ ରୋଗ ୨୦୧୯|କରୋନାରେ]] ପିଡ଼ିତ ହୋଇ ୨୦୨୧ ମସିହା ଜୁନ ୧୮ତାରିଖରେ ତାଙ୍କର ପରଲୋକ ଘଟିଥିଲା ।
 
== ପୁଲିସ ସେବା ==
୧୯୯୧ ମସିହାରେ ଦେବାଶିଷ ଭାରତୀୟ ପୁଲିସ ସେବାରେ ଯୋଗଦେଇଥିଲେ । ସେ [[କଟକ ଜିଲ୍ଲା|କଟକ]], [[ପୁରୀ ଜିଲ୍ଲା|ପୁରୀ]], [[ଖୋର୍ଦ୍ଧା ଜିଲ୍ଲା|ଖୋର୍ଦ୍ଧା]], [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]], [[କେନ୍ଦୁଝର ଜିଲ୍ଲା|କେନ୍ଦୁଝର]] ଆଦି ଜିଲ୍ଲାରେ ଏସପି ଭାବରେ କାର୍ଯ୍ୟ କରିଥିଲେ । ସେ ପୁଲିସ ପ୍ରଶାସନ ବିଭାଗର ଡିଆଇଜି, ମଡ଼ର୍ଣ୍ଣନାଇଜେସନ ଓ ପର୍ସନେଲ ବିଭାଗର ଆଇଜି ଭାବରେ କାର୍ଯ୍ୟ କରିଥିଲେ । ୨୦୧୬ ମସିହାରୁ ଶେଷ ସମୟ ପର୍ଯ୍ୟନ୍ତ ସେ ଭିଜିଲାନ୍ସ ବିଭାଗରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । ଉତ୍ତମ କାର୍ଯ୍ୟ ପାଇଁ ସେ ଅନେକ ପୁଲିସ ମେଡ଼ାଲ ହାସଲ କରିଥିଲେ ।<ref>{{cite web |title=ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ |url=http://www.prameyanews7.com/vigilance-director-debashis-panigrahi-passes-away/ |website=http://www.prameyanews7.com/ |publisher=ପ୍ରମେୟ |accessdate=19 June 2021}}</ref>
 
== ରଚନାବଳୀ ==