"ଦେବାଶିଷ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଟିକେ (ଉପଯୁକ୍ତ ଶ୍ରେଣୀକୁ ଘୁଞ୍ଚାଗଲା, replaced: ଶ୍ରେଣୀ:ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖ using AWB)
| caption =
| birth_name =
| birth_date = {{Birth date and age|df=yes|1965|08|29}}<ref>{{cite web |title=Authorised Cadre Strength of the Indian Police Service (As on 01/01/2018) |url=https://ips.gov.in/Empanelment/Civillist_29082018.pdf |website=ips.gov.in |accessdate=26 December 2018}}</ref>
| birth_place =
| death_date = {{Death date and age|df=yes|2021|06|18|1965|08|29}}
| death_place =
| death_cause =
| nationality = ଭାରତୀୟ
| other_names =
| citizenship = {{flag|ଭାରତୀୟ}}
| education = ଏମଫିଲ, ପିଏଚଡ଼ି
| alma_mater =
| signature_alt =
| signature_size =
| module =
| module2 =
| module3 =
| module4 =
| module5 =
| module6 =
| website =
| footnotes =
}}
 
'''ଦେବାଶିଷ ପାଣିଗ୍ରାହୀ'''(ଜନ୍ମ : ୨୯ ଅଗଷ୍ଟ ୧୯୬୫ - ୧୮ ଜୁନ ୨୦୨୧)<ref>{{cite web |title=ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷଙ୍କ ପରଲୋକ |url=https://sambadepaper.com/epaperimages/19062021/19062021-md-hr-1/23432828.jpg |accessdate=19 June 2021 |archiveurl=https://web.archive.org/web/20210619014951/https://sambadepaper.com/epaperimages/19062021/19062021-md-hr-1/23432828.jpg |archivedate=19 June 2021 |pages=୧ |date=୧୯ ଜୁନ ୨୦୨୧}}</ref> ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୨୦୦୨ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ତଥାକଥିତ" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/English/sahitya-award9.php |website=odishasahityaakademi.org |accessdate=24 December 2018}}</ref> ସେ ୧୯୯୧ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ ବର୍ତ୍ତମାନ ଭିଜିଲାନ୍ସ ନିର୍ଦେଶକ(୨୫ ଡିସେମ୍ବର ୨୦୧୬ରୁ) ଭାବରେ ଅବସ୍ଥାପିତ ଅଛନ୍ତି ।<ref>{{cite web |title=Major Reshuffle in Odisha IPS Cadre: Debasis Panigrahi new Odisha Vigilance Director |url=http://pragativadi.com/major-reshuffle-odisha-ips-cadre-debasis-panigrahi-new-odisha-vigilance-director/ |website=pragativadi.com |accessdate=26 December 2018}}</ref> ତାଙ୍କ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା,ତେଲୁଗୁ ଓ କନ୍ନଡ଼ ଆଦି ଭାଷାକୁ ଅନୁବାଦିତ ହୋଇସାରିଛି ।<ref>{{cite web |title=Cop book at London fair |url=https://www.telegraphindia.com/states/odisha/cop-book-at-london-fair/cid/1397827 |website=telegraphindia.com |accessdate=26 December 2018}}</ref>
 
== ରଚନାବଳୀ ==
* ତଥାକଥିତ - ୨୦୦୨(ଫ୍ରେଣ୍ଡସ୍ ପବ୍ଲିଶର୍ସ)
* ଅତିନ୍ଦ୍ରିୟ - ୨୦୦୪ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
* ଅଭିଭାବକ - ୨୦୧୦(ଅଗ୍ରଦୂତ ପ୍ରକାଶନୀ)
* ଆଗ ଧାଡ଼ିର ଲୋକ ଓ ପାହାଡ ପଛର ଜହ୍ନ - ୨୦୧୧(ଅଗ୍ରଦୂତ ପ୍ରକାଶନୀ)
* ଅନାମିକା - ୨୦୧୩ (ଅଗ୍ରଦୂତ ପ୍ରକାଶନୀ)
* ଅୟମାରମ୍ଭ - ୨୦୦୮(ଅଗ୍ରଦୂତ ପ୍ରକାଶନୀ)
* ଦ୍ରାଘିମା - ୨୦୧୩ (ପକ୍ଷୀଘର ପ୍ରକାଶନୀ)
* ପରିବ୍ରାଜକ - ୨୦୦୬ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
* ପତର ଫାଙ୍କର ସୂର୍ଯ୍ୟ - ୨୦୧୨(ପକ୍ଷୀଘର ପ୍ରକାଶନୀ)
* ତ୍ରିବିଧ - ୨୦୧୫ (ପକ୍ଷୀଘର ପ୍ରକାଶନୀ)<ref>{{cite web |url=http://opac.nationallibrary.gov.in/cgi-bin/gw/chameleon?sessionid=2018122611251123927&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&search=SCAN&function=INITREQ&sourcescreen=INITREQ&pos=1&rootsearch=3&elementcount=1&u1=4&t1=%E0%AC%A4%E0%AD%8D%E0%AC%B0%E0%AC%BF%E0%AC%AC%E0%AC%BF%E0%AC%A7%20%2f%20%E0%AC%A6%E0%AD%87%E0%AC%AC%E0%AC%B6%E0%AC%BF%E0%AC%B7%20%E0%AC%AA%E0%AC%BE%E0%AC%A3%E0%AC%BF%E0%AC%97%E0%AD%8D%E0%AC%B0%E0%AC%BE%E0%AC%B9%E0%AD%80&beginsrch=1 |website=opac.nationallibrary.gov.in |accessdate=26 December 2018}}</ref>
 
== ସମ୍ମାନ ଓ ପୁରସ୍କାର ==
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -]], ୨୦୦୨ (ତଥାକଥିତ ଗଳ୍ପ ସଂକଳନ ପାଇଁ)<ref>{{cite web |title=Orissa top cops turn over new leaf in writing |url=http://archive.indianexpress.com/news/orissa-top-cops-turn-over-new-leaf-in-writing/387025/ |website=indianexpress.com |accessdate=26 December 2018}}</ref>
* ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ୨୦୦୮ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
 
* ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ (ଉପନ୍ୟାସ), ୨୦୧୫ ([[ଫକୀରମୋହନ ସାହିତ୍ୟ ପରିଷଦ]] ପ୍ରଦତ୍ତ)
* ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୧୪ ([[ଉତ୍କଳ ସାହିତ୍ୟ ସମାଜ]] ପ୍ରଦତ୍ତ)
== ଆଧାର ==
{{ଆଧାରReflist|30em}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
{{ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ}}
{{Authority control}}
 
[[ଶ୍ରେଣୀ:୧୯୬୫ ଜନ୍ମ]]
[[ଶ୍ରେଣୀ:୨୦୨୧ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଆ ଗାଳ୍ପିକ]]
[[ଶ୍ରେଣୀ:ଓଡ଼ିଆ ଔପନ୍ୟାସିକ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:୧୯୬୫ଭାରତରେ ଜନ୍ମକୋଭିଡ-୧୯ ମହାମାରୀ ଯୋଗୁ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
୨୫,୪୫୯

ଗୋଟି ସମ୍ପାଦନା