"ରବି ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ +ଯୋଗସୂତ୍ର ପେଡ଼ି
୫୫ କ ଧାଡ଼ି:
== ଜୀବନୀ ==
ରବି ପଟ୍ଟନାୟକ, ୧୯୩୫ ମସିହା ଅକ୍ଟୋବର ମାସ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ଥିଲେ, [[ସତ୍ୟବାଦୀ ବନ ବିଦ୍ୟାଳୟ]]ରେ ଜଣେ ଶିକ୍ଷକ । ମାତଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ରବି ପଟ୍ଟନାୟକଙ୍କର ପାଞ୍ଚ ଭାଇ ଥିଲେ । ରବି ପଟ୍ଟନାୟକ [[ରାଇରଙ୍ଗପୁର]], [[ବାରିପଦା]] ଆଦି ସ୍ଥାନରୁ ଶିକ୍ଷାଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଭୂତତ୍ତ୍ୱରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ୧୯୬୦ ମସିହାରେ, ଭାରତ ସରକାରଙ୍କ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ୱବିଦ ଭାବରେ ଚାକିରି ଆରମ୍ଭ କରିଥିଲେ । ୧୯୯୧ ମସିହା ଜୁନ ୩ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟ ବେଳକୁ, ସେ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । <ref>{{cite news|title=ଅନନ୍ୟ ଗାଳ୍ପିକ ରବି ପଟ୍ଟନାୟକ|url=http://sambadepaper.com/Details.aspx?id=259515&boxid=22826448|accessdate=3 June 2016|newspaper=ସମ୍ବାଦ ୦୩/୦୬/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪}}</ref>
 
ଭୁବନେଶ୍ୱରରେ ପୁସ୍ତକ ମେଳା ଆରମ୍ଭ କରିବାରେ ରବି ପଟ୍ଟନାୟକଙ୍କର ଅବଦାନ ରହିଥିଲା । ତାଙ୍କରି ସ୍ମୃତିରେ "ଭୁବନେଶ୍ୱର ପୁସ୍ତକ ମେଳା କମିଟି" ପକ୍ଷରୁ ପ୍ରତିବର୍ଷ, "ରବି ପଟ୍ଟନାୟକ ସ୍ମୃତି ପୁରସ୍କାର" ପ୍ରଦାନ କରାଯାଇଥାଏ ।<ref>http://www.thehindu.com/todays-paper/tp-national/tp-otherstates/book-fair-panel-announces-annual-awards/article1457139.ece</ref>
 
== ରଚନାବଳୀ ==
Line ୮୧ ⟶ ୮୩:
 
== ପୁରସ୍କାର ଓ ସମ୍ମାନ ==
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨<ref>{{cite web |title=AKADEMI AWARDS (1955-2020) |url=http://sahitya-akademi.gov.in/awards/akademi%20samman_suchi.jsp#ODIA |publisher=କେନ୍ଦ୍ର ସାହିତ୍ୟ ଏକାଡେମୀ |accessdate=18June 2021}}</ref> <ref>ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (ସଂପାଦନା - ସତ୍ୟପ୍ରିୟ ମହାଳିକ)</ref>
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] - ୧୯୮୪ (ହିରଣ୍ୟଗର୍ଭ ପାଇଁ) - ୧୯୮୪<ref>http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୭ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)<ref>{{cite web |title=ଝଙ୍କାର ପୁରସ୍କାର ବିଜେତା |url=http://theprajatantra.org/Award%20Winner.pdf |publisher=ପ୍ରଜାତନ୍ତ୍ର ପ୍ରଚାର ସମିତି |accessdate=୨ ଜୁନ ୨୦୨୧ |archiveurl=https://web.archive.org/web/20201008054001/http://theprajatantra.org/Award%20Winner.pdf|archivedate=8 October 2020 |url-status=live}}</ref>
* [[ଶାରଳା ପୁରସ୍କାର]], ୧୯୯୧
* ବିଷୁବ ପୁରସ୍କାର
* ଧରିତ୍ରୀ ସମ୍ମାନ
 
ଭୁବନେଶ୍ୱରରେ ପୁସ୍ତକ ମେଳା ଆରମ୍ଭ କରିବାରେ ରବି ପଟ୍ଟନାୟକଙ୍କର ଅବଦାନ ରହିଥିଲା । ତାଙ୍କରି ସ୍ମୃତିରେ "ଭୁବନେଶ୍ୱର ପୁସ୍ତକ ମେଳା କମିଟି" ପକ୍ଷରୁ ପ୍ରତିବର୍ଷ, "ରବି ପଟ୍ଟନାୟକ ସ୍ମୃତି ପୁରସ୍କାର" ପ୍ରଦାନ କରାଯାଇଥାଏ ।<ref>http://www.thehindu.com/todays-paper/tp-national/tp-otherstates/book-fair-panel-announces-annual-awards/article1457139.ece</ref>
 
== ଆଧାର ==
{{Reflist|30em}}
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା)}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
{{ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ)}}