"ଗୁରୁଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
 
୮ କ ଧାଡ଼ି:
| pseudonym =
| birth_name =
| birth_date = {{Birth date|df=yes|19281914|09|29}}
| birth_place = ଚଣାହାଟ, ବାଲିପାଟଣା
| death_date = {{death date and age|2008|11|09|19171914|10|31|df=yes}}
| death_place = ଅନନ୍ତ-ଆଲୋକ, ଶଙ୍କରପୁର, [[କଟକ]]
| resting_place =
୪୦ କ ଧାଡ଼ି:
== ଜୀବନୀ ==
ଗୁରୁଚରଣ ୧୯୧୪ ମସିହାରେ ବାଲିପାଟଣା ଥାନା ଅନ୍ତର୍ଗତ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଡାକ ନାମ ଥିଲା 'ବାଉ' । ମାତ୍ର ୪ମାସ ବୟସରେ ସେ ଏକାଦିନରେ ଉଭୟ ବାପା ଓ ମାଙ୍କୁ ହରେଇଥିଲେ । ଅଗ୍ରଜ [[ଅନନ୍ତ ପଟ୍ଟନାୟକ]] ତାଙ୍କଠାରୁ ୪ବର୍ଷ ବଡ଼ । ଚଣାହାଟରେ ସେ ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ ଓ ପରେ [[କଟକ]]ରେ ପିଉସା-ପିଉସୀଙ୍କ ପାଖରେ ରହି ପାଠ ପଢୁଥିଲେ । ଅଳ୍ପବୟସରୁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ''ବାନରସେନା''ର ଅଂଶ ଥିଲେ । [[ନବକୃଷ୍ଣ ଚୌଧୁରୀ]] ଓ [[ଭଗବତୀ ଚରଣ ପାଣିଗ୍ରାହୀ]]ଙ୍କ ସହ ମିଶି ଗୁରୁଚରଣ [[ଓଡ଼ିଶା]]ରେ ''କଂଗ୍ରେସ ସୋସିଆଲିଷ୍ଟ ପାର୍ଟି''ର ପ୍ରତିଷ୍ଠା କରିଥିଲେ । ୧୯୩୬ ମସିହାରେ ସେ ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ଭାବେ କଲିକତାର ''ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଷ୍ଟ ପାର୍ଟି''ରେ ଯୋଗଦାନ କରିଥିଲେ । ତାଙ୍କ ପରେ ବଡ଼ଭାଇ ଅନନ୍ତ, ଭଗବତୀ ଚରଣ, [[ପ୍ରାଣନାଥ ପଟ୍ଟନାୟକ]]ଆଦି ସେହି ପାର୍ଟିରେ ଯୋଗ ଦେଇଥିଲେ । ସେ ନିଜ ଲେଖା ମାଧ୍ୟମରେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନକୁ ଆଗେଇ ନେଇଥିଲେ । [[ଭାରତୀୟ କମ୍ୟୁନିଷ୍ଟ ପାର୍ଟି]]ର ସାପ୍ତାହିକ ମୁଖପତ୍ର ନୂଆ ଦୁନିଆ ଆଦି ତାଙ୍କରି ସମ୍ପାଦନାରେ ପ୍ରକାଶ ପାଉଥିଲା । ନବଯୁଗ ସାହିତ୍ୟ ସଂସଦ, କୃଷକ ସଭା ଆଦି ପ୍ରଗତିଶୀଳ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ଗୁରୁଚରଣ ପଟ୍ଟନାୟକ ।<ref name="Pati2001">{{cite book|author=Biswamoy Pati|title=Situating Social History: Orissa, 1800-1997|url=https://books.google.com/books?id=uJtnQN3KueEC&pg=PA86|year=2001|publisher=Orient Blackswan|isbn=978-81-250-2007-3|pages=86–}}</ref> ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବାରୁ ସେ ୧୩ଥର କାରାବରଣ କରିଥିଲେ । <ref>https://www.mainstreamweekly.net/article1443.html</ref>
 
== ସମ୍ମାନ ଓ ପୁରସ୍କାର ==
* ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର - ୧୯୭୧
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୫(ଜୀବନବ୍ୟାପି ଅବଦାନ ପାଇଁ)
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪(ଜଗତ ଦର୍ଶନରେ ଜଗନ୍ନାଥ ପାଇଁ)<ref>http://sahitya-akademi.gov.in/sahitya-akademi/awards/akademi%20samman_suchi.jsp#ODIA</ref>
* ଉତ୍କଳ ରତ୍ନ - ୨୦୦୭ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ)
 
== ରଚନାବଳୀ ==
Line ୫୪ ⟶ ୪୮:
* ଓଡ଼ିଆ ସାହିତ୍ୟର ମତି ଓ ଗତି
* ସଂକଟରେ ସମାଜ<ref>{{cite news |title=ତିରୋଧାନ ଦିବସ |url=https://sambadepaper.com/imageview_196852_0461455_4_71_23-11-2020_6_i_1_sf.html |accessdate=23 November 2020 |issue=ସମ୍ବାଦ ୨୩/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ |publisher=ଇଷ୍ଟର୍ଣ୍ଣ ମିଡିଆ |archiveurl=https://web.archive.org/web/20201123053636/https://sambadepaper.com/imageview_196852_0461455_4_71_23-11-2020_6_i_1_sf.html |archivedate=23 November 2020 |page=୨}}</ref>
 
== ପୁରସ୍କାର ଓ ସମ୍ମାନ ==
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (ଜଗତ ଦର୍ଶନରେ ଜଗନ୍ନାଥ ପାଇଁ)<ref>{{cite web |title=AKADEMI AWARDS (1955-2020) |url=http://sahitya-akademi.gov.in/sahitya-akademi/awards/akademi%20samman_suchi.jsp#ODIA |publisher=କେନ୍ଦ୍ର ସାହିତ୍ୟ ଏକାଡେମୀ |accessdate=18June 2021}}</ref>
* ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର - ୧୯୭୧
* ଉତ୍କଳ ରତ୍ନ - ୨୦୦୭ ([[ଉତ୍କଳ ସାହିତ୍ୟ ସମାଜଦ୍ୱାରାସମାଜ]] ପ୍ରଦତ୍ତ)
 
== ଆଧାର ==
{{ଆଧାରReflist|30em}}
{{ଓଡ଼ିଆକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା)}}
{{ଉତ୍କଳ ରତ୍ନ}}
 
{{Authority control}}
[[ଶ୍ରେଣୀ:୧୯୧୭୧୯୧୪ ଜନ୍ମ]]
[[ଶ୍ରେଣୀ:୨୦୦୮ ମୃତ୍ୟୁ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:ଉତ୍କଳ ରତ୍ନ ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ]]