"ସତ୍ୟନାରାୟଣ ରାଜଗୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
 
୧ କ ଧାଡ଼ି:
{{ଛୋଟ|Satyanarayana Rajguru}}
{{Infobox person
|honorific_prefix = ପଦ୍ମଶ୍ରୀ ଡ.
| name = ଡ଼ଃ ସତ୍ୟନାରାୟଣ ରାଜଗୁରୁ
| image =
| imagesize =
| alt =
| caption =
| birth_name = ପାରଳାଖେମୁଣ୍ଡି ,ଚିତ୍ରକାର ସାହି
| birth_date = {{Birth date|df=y|1903|08|19}}
| birth_place = [[ପାରଳାଖେମୁଣ୍ଡି]], [[ଗଜପତି ଜିଲ୍ଲା]]
Line ୨୨ ⟶ ୨୧:
}}
 
'''ସତ୍ୟନାରାୟଣ ରାଜଗୁରୁ''' (୧୯ ଅଗଷ୍ଟ ୧୯୦୩ - ୧୧ ଜୁନ ୧୯୯୭) ଜଣେ ଭାରତୀୟ ସାହିତ୍ୟିକ ତଥା ଗବେଷକ । ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଜଣେ କ୍ୟୁରେଟର ତଥା ଏପିଗ୍ରାଫିଷ୍ଟ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ।୧୯୭୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
== ବାଲ୍ୟ ଜୀବନ ଓ ଶିକ୍ଷା ==
'''ସତ୍ୟନାରାୟଣ ରାଜଗୁରୁ''' ୧୯ ଅଗଷ୍ଟ ୧୯୦୩, (କାଳୀୟ ଦଳନ ଏକାଦଶୀ)<ref>{{cite web|last=Rajguru|first=Sitakanta|title=Memories of My Father Padmashree Dr. Satya Narayan Rajguru|url=http://orissa.gov.in/e-magazine/Orissareview/2010/April/engpdf/58-64.pdf|publisher=Odisha Review|accessdate=30 April 2014|page=58}}</ref> <!-- (୯ ସେପ୍ଟେମ୍ବର ୧୯୦୩, ଭାଦ୍ରବ ମାସ, କୃଷ୍ଣ ଏକାଦଶୀ, ବୁଧବାର, ଦ୍ରଷ୍ଟବ୍ୟ: ଲେଖକଙ୍କ ସଂକ୍ଷିପ୍ତ ପରିଚୟ, ଓଡ଼ିଶାର ଇତିହାସ) --> ଦିନ [[ପାରଳାଖେମୁଣ୍ଡି]]ଠାରେ ରାଜଗୁରୁ ବଂଶରେ ଜନ୍ମଗ୍ରହଣ କରିଥିଲେ ‌। ପିତା ହରେକୃଷ୍ଣ ରାଜଗୁରୁ ଓ ମାତା ସୁନାମଣି ଦେବୀ ସତ୍ୟନାରାୟଣ ବ୍ରତ ପାଳନ କରି ସନ୍ତାନ ଲାଭ କରିଥିବାରୁ ପୁତ୍ରର ନାମ ସତ୍ୟନାରାୟଣ ଦେଇଥିଲେ । ଜନ୍ମଲାଭର ସପ୍ତମଦିନ ତାଙ୍କର ମାତୃବିୟୋଗ ଘଟିଥିଲା । ତାଙ୍କ ଜେଜେବାପା ହରେକୃଷ୍ଣ ରାଜଗୁରୁ ଏହି ଶିଶୁକୁ ଏକ ଘରୋଇ ପରିଚାରକ ମାଧ୍ୟମରେ ଜଣେ କମା ବ୍ରାହ୍ମଣଙ୍କ ଘରକୁ ନିତିଦିନ ପଠାଇ ତାଙ୍କ ସ୍ତ୍ରୀଙ୍କ ସ୍ତନ୍ୟପାନ କରାଇ ଏହି ମାତୃହୀନ ଶିଶୁକୁ ପାଳିବାକୁ ଲାଗିଲେ । ଏହିପରି ଭାବରେ ସେହି କମା ବ୍ରାହ୍ମଣୀ ପିଲାଟିବେଳୁ ସତ୍ୟନାରାୟଣଙ୍କ ସମସ୍ତ ଯତ୍ନ ନେଇ ପାଳିବା ଆରମ୍ଭ କରିଦେଇଥିଲା ।
Line ୩୧ ⟶ ୩୦:
 
ଇତିହାସ ସଂପର୍କିତ ଗବେଷଣା କରିବା ସମୟରେ ସେ ଓଡ଼ିଶାର ଅନେକ ସ୍ଥାନ ବୁଲି ଅନେକ ଶୀଳାଲେଖ ସଂଗ୍ରହ କରିଛନ୍ତି ଏବଂ ସେଗୁଡିକର ଅଧ୍ୟୟନ କରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଉଦ୍ଧାର କରିଛନ୍ତି । ସେଭଳି ଅନେକ ତଥ୍ୟ ସେ ତତ୍କାଳୀନ ବିହାର-ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି, ଆନ୍ଧ୍ରା ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି ତଥା କଳିଙ୍ଗ ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି ତରଫରୁ ପ୍ରକାଶିତ ପତ୍ରିକା ମାଧ୍ୟମରେ ପ୍ରକାଶିତ କରାଯାଇଛି ।<ref name="Orissareview"></ref>
ସତ୍ୟନାରାୟଣ ରାଜଗୁରୁଙ୍କ ୧୧ ଜୁନ୍ଜୁନ ୧୯୯୭ରେ 93୯୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ପତ୍ନୀ ତାରାମଣୀ ଦେବୀ ଏକ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ।
 
== ସାହିତ୍ୟିକ ଅବଦାନ ==
ଉତ୍କଳ ସାହିତ୍ୟ, ସହକାର, ନବଭାରତ ପ୍ରଭୃତି ମାସିକ ସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କର ବହୁ ଐତିହାସିକ ପ୍ରବନ୍ଧ ପ୍ରକାଶ ପାଇଛି । 'ଉତ୍କଳ ହିତୈଷିଣୀ' ନାମକ ସାପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ସେ କାର୍ଯ୍ୟ କରିଥିଲେ ।ସେ ଓଡ଼ିଶାର ଇତିହାସ ଉପରେ ଉଲ୍ଲେଖନୀୟ ଅନୁସନ୍ଧାନ କରିଛନ୍ତି । ତ୍ରୟୋଦଶ ଶତାବ୍ଦୀର ସଂସ୍କୃତ କବି ତଥା ଗୀତ ଗୋବିନ୍ଦର ଲେଖକ ଜୟଦେବଙ୍କ ପ୍ରାରମ୍ବିକ ଜୀବନ ଉପରେ ସେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ସଂଗ୍ରହ କରିପାରିଛନ୍ତି । ସେ ସରୋଜିନୀ ନାଇଡୁଙ୍କ ଏକ କବିତା ‘The Palanquin Bearers’, "ପାଲିଙ୍କି ବାହାକ" ନାମରେ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ ଏବଂ ତାଙ୍କଦ୍ୱାରା ଲିଖିତ ଅନେକ ବହି ବିଶ୍ୱବିଦ୍ୟାଳୟ ଅଧ୍ୟୟନ ପାଇଁ ସ୍ୱୀକୃତ ମଧ୍ୟ ହୋଇଛି ।
Line ୬୨ ⟶ ୬୧:
 
==ପୁରସ୍କାର ଓ ସମ୍ମାନ==
* ପଦ୍ମଶ୍ରୀ, ୧୯୭୪<ref>{{cite web|title=Padma Awards Directory (1954 - 2013)|url=http://www.mha.nic.in/sites/upload_files/mha/files/LST-PDAWD-2013.pdf|publisher=Ministry of Home Affairs|accessdate=23 April 2014}}</ref>
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ (ଆତ୍ମ ଜୀବନୀ 'ମୋ ଜୀବନ ସଂଗ୍ରାମ' ନିମନ୍ତେ)<ref>{{cite web |title=RECIPIENTSAKADEMI OFAWARDS KENDRA SAHITYA ACADEMY AWARD FOR ODIA(1955-2020) LITERATURE|url=http://orissasahitya-akademi.gov.in/e-magazineawards/orissaannualreference/ORA-2011/pdf/90-91akademi%20samman_suchi.pdfjsp#ODIA |publisher=ଓଡ଼ିଶାକେନ୍ଦ୍ର ସରକାର|accessdate=29ସାହିତ୍ୟ Aprilଏକାଡେମୀ 2014|pageaccessdate=୯୦|quote= Dr. Satyanarayan Rajguru 1996 Auto Biography Mo Jeeban18June Sangram2021}}</ref>
* [[ଶାରଳା ପୁରସ୍କାର]], ୧୯୯୬<ref>{{cite web|title=Sarala Award Recipients|url=http://www.imfa.in/social-responsibility/saralaaward.htm|publisher=IMFA|accessdate=30 April 2014}}</ref>
* ଉତ୍କଳ ରତ୍ନ,୧୯୯୬<ref>http://odisha.gov.in/e-magazine/Orissareview/2010/April/engpdf/58-64.pdf</ref>
୬୯ କ ଧାଡ଼ି:
* ୧୯୭୭: ଉତ୍କଳ ପାଠକ ସଂସଦଦ୍ୱାରା ସମ୍ମାନିତ
* ୧୯୭୫: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ଆଜୀବନ ସିନେଟ ସଭ୍ୟ ରୂପେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଡିଲିଟ ଉପାଧିରେ ଭୂଷିତ କରିଥିଲେ ।
* ପଦ୍ମଶ୍ରୀ, ୧୯୭୪<ref>{{cite web|title=Padma Awards Directory (1954 - 2013)|url=http://www.mha.nic.in/sites/upload_files/mha/files/LST-PDAWD-2013.pdf|publisher=Ministry of Home Affairs|accessdate=23 April 2014}}</ref>
* ୧୯୬୮: ଗଞ୍ଜାମ ସାହିତ୍ୟ ସମ୍ମିଳନୀଦ୍ୱାରା ସମ୍ମାନିତ
* ଭାରତୀ ଭୂଷଣ (ଆନ୍ଧ୍ର ମହାସଭା ଦ୍ୱାରା)
 
ସତ୍ୟନାରାୟଣ ରାଜଗୁରୁଙ୍କ ୧୧ ଜୁନ୍ ୧୯୯୭ରେ 93 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ପତ୍ନୀ ତାରାମଣୀ ଦେବୀ ଏକ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ।
 
==ଆଧାର==
Line ୭୯ ⟶ ୭୬:
 
{{ଓଡ଼ିଶାର ପଦ୍ମ ବିଜେତା}}
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା)}}
{{ଶାରଳା ପୁରସ୍କାର}}
{{ସାରଳା ସମ୍ମାନ}}
Line ୮୫ ⟶ ୮୩:
[[ଶ୍ରେଣୀ:୧୯୦୩ ଜନ୍ମ]]
[[ଶ୍ରେଣୀ:୧୯୯୭ ମୃତ୍ୟୁ]]
[[ଶ୍ରେଣୀ:ଗଜପତି ଜିଲ୍ଲାର ଲୋକ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାସମ୍ମାନିତ ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:ଶାରଳା ପୁରସ୍କାର ବିଜେତା]]
[[ଶ୍ରେଣୀ:ଉତ୍କଳ ରତ୍ନ ସମ୍ମାନିତ]]
[[ଶ୍ରେଣୀ:ସାରଳା ସମ୍ମାନ ସମ୍ମାନିତ]]
[[ଶ୍ରେଣୀ:ଗଜପତି ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ଲେଖକ]]
[[ଶ୍ରେଣୀ:ଓଡ଼ିଶା ଇତିହାସ]]