"କପିଳ ନାରାୟଣ ତିୱାରୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଓଡ଼ିଆ ରାଜନୀତିଜ୍ଞ
Content deleted Content added
କପିଳ ନାରାୟଣ ତିୱାରୀ ଆରମ୍ଭ କରାଗଲା |
(କିଛି ବଦଳିନାହିଁ)
|
୨୧:୩୦, ୧୭ ଜୁନ ୨୦୨୧ ଅନୁସାରେ କରାଯାଇଥିବା ବଦଳ
କପିଳ ନାରାୟଣ ତିୱାରୀ (ଜନ୍ମ: ୪ ଜୁନ ୧୯୨୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କପିଳ ନାରାୟଣ ତିୱାରୀ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ଅନୁପ ସିଂହ ଦେଓ |
ପର ଅଧିକାରୀ | ଅନୁପ ସିଂହ ଦେଓ |
ନିର୍ବାଚନ ମଣ୍ଡଳୀ | ଖଡ଼ିଆଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଜୁନ ୧୯୨୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ଆର୍. ପି. ଦେବୀ |
ବାପା/ବୋଉ | ବାଙ୍କେଲାଲ ତିୱାରୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
କପିଳ ନାରାୟଣ ତିୱାରୀ ୧୯୨୯ ମସିହାର ଜୁନ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାଙ୍କେଲାଲ ତିୱାରୀ ଓ ପତ୍ନୀଙ୍କ ନାମ ଆର୍. ପି. ଦେବୀ ।[୧]
ରାଜନୈତିକ ଜୀବନ
କପିଳ ନାରାୟଣ ତିୱାରୀ ଜଣେ ସାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
- ↑ ୧.୦ ୧.୧ "Shri Kapil Narayan Tiwari". odishaassembly.nic.in. Odisha Assembly. Retrieved 17 June 2021.