"ହିତେଶ କୁମାର ବଗର୍ତ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ରାଜନୀତିଜ୍ଞ
Content deleted Content added
ହିତେଶ କୁମାର ବଗର୍ତ୍ତି ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୨୩:୨୪, ୧୬ ଜୁନ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ହିତେଶ କୁମାର ବଗର୍ତ୍ତି (ଜନ୍ମ: ୧ ଜୁଲାଇ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ହିତେଶ କୁମାର ବଗର୍ତ୍ତି
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଦୁର୍ଯ୍ୟୋଧନ ମାଝି
ପର ଅଧିକାରୀଦୁର୍ଯ୍ୟୋଧନ ମାଝି
ନିର୍ବାଚନ ମଣ୍ଡଳୀଖଡ଼ିଆଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-07-01) ୧ ଜୁଲାଇ ୧୯୬୬ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରୀତା ରାଣୀ ବଗର୍ତ୍ତି
ବାପା/ବୋଉକୁଞ୍ଜ ବିହାରୀ ବଗର୍ତ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ହିତେଶ କୁମାର ବଗର୍ତ୍ତି ୧୯୬୬ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଞ୍ଜ ବିହାରୀ ବଗର୍ତ୍ତି ଓ ପତ୍ନୀଙ୍କ ନାମ ରୀତା ରାଣୀ ବଗର୍ତ୍ତି ।[୧]

ରାଜନୈତିକ ଜୀବନ

ହିତେଶ କୁମାର ବଗର୍ତ୍ତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର

  1. ୧.୦ ୧.୧ "Shri Hitesh Kumar Bagartti". odishaassembly.nic.in. Odisha Assembly. Retrieved 15 June 2021.