"ଖେଚେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Robot: Interwiki standardization; cosmetic changes
୧୮ କ ଧାଡ଼ି:
 
==ଉପାଦାନ==
* [[ଚାଉଳ]]
* [[ପରିବା]]
* [[ଡାଲି]]
* [[ଚିନି]]
* [[ମସଲା]]
 
==ପ୍ରକାର==
[[Fileଫାଇଲ:Simei Palau Odia Cuisine.jpg|thumb|ସିମେଇ ଖେଚେଡ଼ି]]
===ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି===
{{Main|ଜଗନ୍ନାଥଙ୍କ ଧୂପ}}
 
[[ଜଗନ୍ନାଥଙ୍କ ଧୂପ#ସକାଳ ଧୂପ|ସକାଳ ଧୂପ]]ରେ, ଷୋଡ଼ଶପଚାର ବିଧିରେ [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]] ରତ୍ନବେଦିରେ ଅର୍ପଣ କରାଯାଉଥିବା ବିଭିନ୍ନ ପ୍ରକାର ଖେଚେଡ଼ି ହେଲା:
* ନୁଖୁରା ଖେଚୁଡ଼ି
* ସାନ ଖେଚୁଡ଼ି
* ଶ୍ରୀ ବଳଭଦ୍ର ଖେଚୁଡ଼ି
* ତୈଳ ଖେଚୁଡ଼ି
 
===ଅନ୍ୟାନ୍ୟ===
* ପଞ୍ଚୁବର୍ଣ୍ଣ ଖେଚେଡ଼ି
: ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
* କାଦୁଆ ଖେଚେଡ଼ି
:ଏହା ସାଧାରଣତଃ ବହଳିଆ ହୋଇଥାଏ ।
* ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
 
==ପ୍ରଣାଳୀ==
୪୯ କ ଧାଡ଼ି:
 
{{Odia cuisine}}
 
[[category:ଓଡ଼ିଆ ରାନ୍ଧଣା]]
[[categoryବିଭାଗ:ଓଡ଼ିଆ ଖାଦ୍ୟରାନ୍ଧଣା]]
[[ବିଭାଗ:ଓଡ଼ିଆ ଖାଦ୍ୟ]]
 
[[bg:Кичри]]
"https://or.wikipedia.org/wiki/ଖେଚେଡ଼ି"ରୁ ଅଣାଯାଇଅଛି