"ଉଦିତ ପ୍ରତାପ ଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ରାଜନୀତିଜ୍ଞ
Content deleted Content added
ଉଦିତ ପ୍ରତାପ ଦେଓ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୨୩:୨୧, ୧୪ ଜୁନ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଉଦିତ ପ୍ରତାପ ଦେଓ (୨୧ ଅଗଷ୍ଟ ୧୯୪୮ – ୨ ସେପ୍ଟେମ୍ବର ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଉଦିତ ପ୍ରତାପ ଦେଓ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀତ୍ରିନାଥ ସରାବ
ପର ଅଧିକାରୀମହେଶ୍ୱର ବରାଡ଼
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-08-21)୨୧ ଅଗଷ୍ଟ ୧୯୪୮
ମୃତ୍ୟୁ୨ ସେପ୍ଟେମ୍ବର ୨୦୧୯(2019-09-02) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀପଦ୍ମା ମଞ୍ଜରୀ ଦେବୀ
ସମ୍ପର୍କବିକ୍ରମ କେଶରୀ ଦେଓ (ସାନ ଭାଇ)
କୃଷ୍ଣା ଦେବୀ (ଭଉଣୀ)
କାମାକ୍ଷା ପ୍ରସାଦ ସିଂହଦେଓ (ଭିଣୋଇ)
ବାପା/ବୋଉପ୍ରତାପ କେଶରୀ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଉଦିତ ପ୍ରତାପ ଦେଓ ୧୯୪୮ ମସିହାର ଅଗଷ୍ଟ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରତାପ କେଶରୀ ଦେଓ ଓ ପତ୍ନୀଙ୍କ ନାମ ପଦ୍ମା ମଞ୍ଜରୀ ଦେବୀ ।[୧]

ରାଜନୈତିକ ଜୀବନ

ଉଦିତ ପ୍ରତାପ ଦେଓ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୯ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ

ଉଦିତ ପ୍ରତାପ ଦେଓ ୨୦୧୯ ମସିହାର ସେପ୍ଟେମ୍ବର ୨ ତାରିଖରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର

  1. ୧.୦ ୧.୧ ୧.୨ "Shri Udit Pratap Deo". odishaassembly.nic.in. Odisha Assembly. Retrieved 12 June 2021.