"ଅନନ୍ତ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜୀବନୀ
ଟିକେ +ଯୋଗସୂତ୍ର ପେଡ଼ି, ± 3 categories using HotCat
୮ କ ଧାଡ଼ି:
| pseudonym =
| birth_name =
| birth_date = {{Birth date|df=y|1912|06|11}}
| birth_date = {{Birth date|df=y|1914|06|12}}<ref>{{cite news|title=କବି ଅନନ୍ତ ପଟ୍ଟନାୟକଙ୍କ ଜୟନ୍ତୀ|url=http://sambadepaper.com/epapermain.aspx?edcode=10&eddate=6/13/2015&querypage=16#|accessdate=13 June 2015|work=ସମ୍ବାଦ|publisher=Eastern Media Ltd|date=13 June 2015}}</ref>
| birth_place = ଚଣାହାଟ, ପୁରୀ ଜିଲ୍ଲା
| death_date = ୧୯୮୭
୧୫ କ ଧାଡ଼ି:
| occupation = ଲେଖକ
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| nationality = [[ଭାରତ|ଭାରତୀୟ]]
| citizenship = [[ଭାରତ|ଭାରତୀୟ]]
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = [[ଭାରତ|ଭାରତୀୟ]]
| education =
| alma_mater =
Line ୨୮ ⟶ ୨୭:
| partner =
| children =
| relatives = [[ବ୍ରହ୍ମୋତ୍ରୀ ମହାନ୍ତି]] (ଭଉଣୀ)<ref>{{cite news|last=Chakra|first=Shyamhari|title=A Poet who defied the conventional|url=http://www.newindianexpress.com/states/odisha/article180679.ece|accessdate=1 September 2016|newspaper=The New Indian Express}}</ref><br/>
[[ଅମରେଶ ପଟ୍ଟନାୟକ]] (ପୁଅ)
| awards =
Line ୩୬ ⟶ ୩୫:
| portaldisp =
}}
'''ଅନନ୍ତ ପଟ୍ଟନାୟକ''' (୧୨୧୧ ଜୁନ ୧୯୧୪୧୯୧୨-୧୯୮୭)<ref>{{cite web|title=ANANTA PATNAIK|url=http://www.orissadiary.com/personality/poet/ANANTA_PATNAIK.asp|publisher=OrissaDiary|accessdate=28 February 2015}}</ref> [[ଓଡ଼ିଶା]]ରେ ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର [[ସପ୍ତଶଯ୍ୟା (ଓଡ଼ିଆ ଚଳଚ୍ଚିତ୍ର)|ସପ୍ତଶଯ୍ୟା]]ର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।<ref name="GokulsingDissanayake2013">{{cite book|author1=K. Moti Gokulsing|author2=Wimal Dissanayake|title=Routledge Handbook of Indian Cinemas|url=http://books.google.com/books?id=djUFmlFbzFkC&pg=PA64|date=17 April 2013|publisher=Routledge|isbn=978-1-136-77284-9|pages=64–}}</ref>
 
== ଜୀବନୀ ==
ଅନନ୍ତ ୧୯୧୨ ମସିହା ଜୁନମାସ ୧୧ତାରିଖ ଦିନ ପୁରୀ ଜିଲ୍ଲାର ଚଣାହାଟଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{cite news |title=ଆଜି ଜନ୍ମଦିନ |url=https://sambadepaper.com/epaperimages/11062020/11062020-md-hr-2/2594785.jpg |accessdate=11 June 2020 |issue=ସମ୍ବାଦ ଭୁବନେଶ୍ୱର ସଂସ୍କରଣ |publisher=ସମ୍ବାଦ |archiveurl=https://sambadepaper.com/epaperimages/11062020/11062020-md-hr-2/2594785.jpg |archivedate=୧୩ ଜୁନ ୨୦୨୧ |pages=୨ |date=୧୧ ଜୁନ ୨୦୨୦}}</ref>
ଅନନ୍ତ ୧୯୧୪ ମସିହାରେ ପୁରୀ ଜିଲ୍ଲାର ଚଣାହାଟଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ନିଜ ମାତାପିତାଙ୍କୁ ହରାଇଥିଲେ । [[ରେଭେନ୍‌ସା କଲିଜିଏଟ ସ୍କୁଲ]]ରେ ନବମ ଶ୍ରେଣୀରେ ପଢୁଥିବା ସମୟରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ସ୍କୁଲର କୌଣସି ପତ୍ରିକା ପ୍ରକାଶ ପାଉନଥିଲା । ଶିକ୍ଷକମାନଙ୍କୁ କହି, ସେ "ଛାତ୍ରବନ୍ଧୁ" ନାମକ ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ । ପତ୍ରିକାର ସମ୍ପାଦକ ମଧ୍ୟ ସେ ନିଜେ ଥିଲେ । ୧୯୩୦ରେ ସେ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ବୈପ୍ଲବିକ କବିତା ଲେଖୁଥିବାରୁ [[ରେଭେନ୍ସା ବିଶ୍ୱବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟରେ]] ତାଙ୍କୁ ପଢିବାରୁପଢ଼ିବାରୁ ବଞ୍ଚିତ କରାଗଲା । ଏହି ସମୟରେ ସେ [[ଲବଣ ସତ୍ୟାଗ୍ରହ]]ରେ ଯୋଗ ଦେଇଥିଲେ ଓ ବୈପ୍ଲବିକ ଗୀତ ଗାଇ ସଂଗ୍ରାମୀମାନଙ୍କର ଉତ୍ସାହ ବର୍ଦ୍ଧନ କରୁଥିଲେ । ୧୯୩୧ରେ ତାଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ଦାଖଲା ମିଳିଥିଲା । ଏଠାରେ ସେ ବାମପନ୍ଥୀ ଚିନ୍ତାଧାର ପ୍ରତି ଆକର୍ଷିତ ହୋଇଥିଲେ । ଓଡ଼ିଶାରେ କଂଗ୍ରେସ ସମାଜବାଦୀ ଦଳ ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । "ନବଯୁଗ ସାହିତ୍ୟ ସଂସଦ" ଏହି ଦଳର ଏକ ଅନୁଷ୍ଠାନ ଥିଲା ଓ ଏହି ଅନୁଷ୍ଠାନ ପତ୍ରିକାର ପରିଚାଳନା ସମ୍ପାଦକ ଦାୟିତ୍ୱ ଅନନ୍ତ ନିର୍ବାହ କରୁଥିଲେ । ଛଅ ମାସ ପ୍ରକାଶ ପାଇବା ପରେ, ଏହି ପତ୍ରିକା ବନ୍ଦ ହୋଇ ଯାଇଥିଲା । 'ଅତନୁ', 'ବୋଧିସତ୍ତ୍ୱ', 'କୁମାରୀ ଯଶୋଧାରା', 'ପ୍ରାୟଦର୍ଶୀ' ଆଦି ଛଦ୍ମନାମରେ ସେ ଏହି ପତ୍ରିକାରେ ଲେଖୁଥିଲେ ।<ref>{{cite news |title=ଆଜି ଜନ୍ମଦୈନ |url=https://sambadepaper.com/epaper/1/71/2020-06-11/1 |accessdate=11 June 2020 |issue=ସମ୍ବାଦ ୧୧/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ |publisher=ସମ୍ବାଦ}}</ref>
 
== ରଚନାବଳୀ ==
{{div col|3colwidth= 25em}}
* ଅବାନ୍ତର (କବିତା ସଂକଳନ)
* ରକ୍ତଶିଖା (କବିତା ସଂକଳନ)
୬୨ କ ଧାଡ଼ି:
 
== ସମ୍ମାନ ଓ ପୁରସ୍କାର ==
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା|କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]], ୧୯୮୦<ref>{{cite web |title=AKADEMI AWARDS (1955-2020) |url=http://sahitya-akademi.gov.in/awards/akademi%20samman_suchi.jsp#ODIA |publisher=କେନ୍ଦ୍ର ସାହିତ୍ୟ ଏକାଡେମୀ |accessdate=13June 2021}}</ref>
* ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର, ୧୯୬୫
== ଆଧାର ==
{{Reflist|30em}}
[[ଶ୍ରେଣୀ:{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]](ମୂଳ ରଚନା)}}
{{Authority control}}
[[ଶ୍ରେଣୀ:୧୯୧୪୧୯୧୨ ଜନ୍ମ]]
{{ଓଡ଼ିଆ ସାହିତ୍ୟ}}
 
[[ଶ୍ରେଣୀ:୧୯୧୪ ଜନ୍ମ]]
[[ଶ୍ରେଣୀ:୧୯୮୭ ମୃତ୍ୟୁ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:ଓଡ଼ିଆ ଅନୁବାଦକ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]