"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization
ଟିକେ Robot: Interwiki standardization; cosmetic changes
୧୪ କ ଧାଡ଼ି:
'''ଓଡ଼ିଶୀ''' [[ଭାରତ]]ର ଆଠଟି [[ଶାସ୍ତ୍ରୀୟ ନାଟ]] ଭିତରୁ ଗୋଟିଏ । ଏହା [[ଓଡ଼ିଶା]]ରୁ ଜନ୍ମ ଲାଭ କରିଛି । ପୁରାତନ ତତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।<ref>http://www.dancesofindia.co.in/classic-dances-india/odissi.html</ref><ref>http://odissi.itgo.com/</ref> ଭାରତୀୟ ନୃତ୍ୟକଳାର ପୋଥି [[ନାଟ୍ୟ ଶାସ୍ତ୍ର]] ଏହାକୁ ''ଓଡ୍ର-ମାଗଧି'' ବୋଲି କହେ । ପ୍ରଥମ ଖ୍ରୀଷ୍ଟପୂର୍ବ ବେଳକୁ [[ଭୁବନେଶ୍ୱର]]ର [[ଖଣ୍ଡଗିରି]] ଓ [[ଉଦୟଗିରି]] ଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା ଯାହା ସେ କେତେ ପୁରୁଣା ସେକଥା ପ୍ରମାଣ କରେ । ପରାଧୀନ ଭାରତରେ ଫିରିଙ୍ଗି ମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ଵାଧୀନତା ପରେ ଓଡ଼ିଶୀ ପୁଣି ତାର ଆଗର ଗୌରବ ଫେରିପାଇଥିଲା ।
 
ଏହାର ''[[ତ୍ରିଭଙ୍ଗୀ ଠାଣି|ତ୍ରିଭଙ୍ଗୀ ଠାଣି]]'' ବା ଦେହର ତିନୋଟି ଅଙ୍ଗ- ମୁଣ୍ଡ, ଛାତି ଓ ଅଣ୍ଟାର ସ୍ଵାଧୀନ ଗତି ଏହାକୁ ବାକି ଭାରତୀୟ ନାଟ ଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି ।<ref>[http://chandrakantha.com/articles/indian_music/nritya/odissi.html ୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା]</ref><ref name="hi">{{cite book|last=ସେହେଗାଲ|first=ସୁନିଳ |title=ହିନ୍ଦୁଧର୍ମର ଭାଷାକୋଷ: (H - Q).|url=http://books.google.co.in/books?id=wNQ82_yYeK8C&pg=PA868&dq=Tribhanga&hl=en&ei=zDW_TOrnLY2ycaXx4PIN&sa=X&oi=book_result&ct=result&resnum=9&ved=0CEcQ6AEwCA#v=onepage&q=Tribhanga&f=false|year=1999|publisher=Sarup & Sons|isbn=8176250643|page=868}}</ref> ଆଉ ମୌଳିକ ଚଉକୋଣ ନାଚକୁ ''ଚଉକା'' କୁହାଯାଏ ।
 
===ଆରମ୍ଭ ଓ ଇତିହାସ===
[[Fileଫାଇଲ:Temple-Jagannath.jpg|thumb|୫୦୦px|[[ଜଗନ୍ନାଥ ମନ୍ଦିର]] ନୀତିରେ ଓଡ଼ିଶୀ]]
[[ଖାରବେଳ]]ଙ୍କ ସମୟରେ ଅଙ୍କାଯାଇଥିବା [[ଉଦୟଗିରି]]ର ମଞ୍ଚପୁରି ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଛବି ଦେଖିବାକୁ ମିଳିଥାଏ । ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତକୀମାନଙ୍କର ନାଚକୁ ଖାରବେଳ ଉପଭୋଗ କରୁଥିଲେ । ତେଣୁ ଆରମ୍ଭରେ ଏହା ଧର୍ମ ସହ ଯୋଡ଼ା ନଥିଲା, ପରେ ଏହା ମନ୍ଦିର ଚଳଣିରେ ଯୋଡ଼ିହେଲା । [[ଜଗନ୍ନାଥ ମନ୍ଦିର]]ରୁ ପ୍ରଥମେ ଆରମ୍ଭ କରି ତା ପରେ ବାକି ଶିବ ଓ ବିଷ୍ନୁ ମନ୍ଦିର ମାନଙ୍କରେ ଆରମ୍ଭ ହେଲା । ଗୋଟିଏ ପୁରୁଣା ପୋଥି ଦେବଦାସୀମାନେ ଜୈନ ଓ ବୌଧ ସଙ୍ଘ ମାନଙ୍କରେ ନାଚିବାର ପ୍ରମାଣ ଦିଏ । ଓଡ଼ିଶୀ, ପ୍ରଥମେ ମନ୍ଦିର ମାନଙ୍କରେ 'ମାହାରି' ମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରିବାର ଚଳଣି ଆରମ୍ଭ କରିଥିଲେ ଯାହା ଓଡ଼ିଶାର ମନ୍ଦିର କାନ୍ଥରେ ଥିବା ମୂର୍ତ୍ତୀରୁ ଜଣାପଡ଼େ ।<ref name="nadanam.com">[http://www.nadanam.com/odissi/o_index.htm ଓଡ଼ିଶୀ]</ref>
ଖ୍ରିଷ୍ଟପୁର୍ବ ଦ୍ଵିତୀୟର ଓଡ଼ିଶୀର ଇତିହାସ [[ଉଦୟଗିରି]]ର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ତେଣୁ ଇତିହାସ, ରିତିନୀତି ଓ ଚଳଣିକୁ ଆଖିରେ ରଖି ଓଡ଼ିଶୀକୁ ସବୁଠୁ ପୁରୁଣା ଶାସ୍ତ୍ରୀୟ ନାଚର ମାନ୍ୟତା ଦିଆଯାଏ । ନାଟ୍ୟ ଶାସ୍ତ୍ରରେ ବି '''ଓଡ୍ର ମାଗଧି'''କୁ ଗୁରୁତ୍ତ୍ଵ ଦିଆଯାଇଛି ଆଉ ଓଡ୍ର ଓଡ଼ିଶାକୁ ହିଁ ସୂଚାଏ ।<ref>http://www.nadanam.com/odissi/o_history.htm</ref>
୩୦ କ ଧାଡ଼ି:
ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର ([[କୋଣାର୍କ]]ର ସୁର୍ଯ୍ୟ ମନ୍ଦିର)ରେ ଥିବା ଅଗଣିତ ମୂର୍ତ୍ତିରେ ଦେଖିବାକୁ ମିଳେ ।
 
[[Fileଫାଇଲ:Rahul-acharya.jpg|thumb|୫୦୦px|right||ରାହୁଳ ଆଚାର୍ଯ୍ୟଙ୍କ ଓଡ଼ିଶୀ ମୁଦ୍ରା]]
 
==ଦ୍ରଷ୍ଟବ୍ୟ==
୩୬ କ ଧାଡ଼ି:
 
==ବାହାର ଲିଁକ==
* [http://www.dmoz.org/Arts/Performing_Arts/Dance/Classical_Indian/Odissi/ ଓଡ଼ିଶୀ] ଖୋଲା ଡାଇରେକ୍ଟୋରି
* [http://www.narthaki.com ଭାରତୀୟ ଶାସ୍ତ୍ରୀୟ ପୋଟାଲ]
* [http://www.olywa.net/ratna-david/home.htm ମାହାରି ଓ ଗୋଟିପୁଅ ଚଳଣି]
* [http://orissagov.nic.in/e-magazine/Orissareview/2008/May-2008/engpdf/The_Story17-19.pdf ଓଡ଼ିଶୀର ଇତିହାସ]
* [http://www.odissivilas.org/costumes.htm ଓଡ଼ିଶୀ ନାଚର ଠାଣି]
* [http://www.nadanam.com/odissi/o_index.htm ଓଡ଼ିଶୀର ଐତିହାସିକ ଭୁଇଁ]
* [http://www.dancecostumesandjewelry.com ଓଡ଼ିଶୀ ନାଚର ଗହଣା]
* [http://www.gotipua.com ଗୋଟିପୁଅ ନାଚ ଗୁରୁକୁଳ]
* [http://www.swapnokalpa.com/pages.asp?menuid=13 ଓଡ଼ିଶୀ ଅନଲାଇନ]
 
{{ଓଡ଼ିଶାର ନାଚ}}
 
[[ବିଭାଗ:ନାଚ]]
[[ବିଭାଗ:ନୃତ୍ୟ]]
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି