"ଓଡ଼ିଶା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
କିଛି ବଦଳା ଯାଇନି, କେବଳ ଯୋଡ଼ା ଯାଇଚି ଗୋଟିଏ ପର୍ଯ୍ୟଟନ ସ୍ଥଳୀ ର ନାମ ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ 2409:4062:108:2CF1:82B5:6419:EAFB:55F5 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ ସ୍ୱାଭିମାନୀ୨୭ଓଡ଼ିଆଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା ଟ୍ୟାଗ: Rollback |
||
୧୫୨ କ ଧାଡ଼ି:
=== ପର୍ଯ୍ୟଟନ ===
ଓଡ଼ିଶାରେ ମୋଟ ୩୪୭ଟି ପର୍ଯ୍ୟଟନସ୍ଥଳୀ ରହିଛି ।<ref>{{cite news|title=ସଂଖ୍ୟା ବଢୁଛି, ବିକାଶ ହେଉନି|url=http://www.dharitri.com/Bhubaneswar/290216/p11.htm|accessdate=29 February 2016|newspaper=[[ଧରିତ୍ରୀ]]}}</ref>
ନନ୍ଦନ କାନନ, ଚିଲିକା, ପୁରୀ, ଧଉଳି ଗିରି, ଖଣ୍ଡଗିରି, କୋଣାର୍କ, କାକଟପୁର, ଅସ୍ତରଙ୍ଗ, ରାମଚଣ୍ଡୀ, ନିମାପଡ଼ା, ବାରବାଟୀ, ଖଣ୍ଡାଧାର, ଗୁପ୍ତେଶ୍ୱର, ଘଟଗାଁ, ଶିମିଳିପାଳ, ଗହୀରମଥା, ଭିତରକନିକା, କପିଳାସ, ରତ୍ନଗିରି, ମଣିକ, ଲିଙ୍ଗରାଜ, ଗୋପାଳପୁର, ଦେଓମାଳି, ହରିଶଙ୍କର, ସମେଲସ୍ୱରୀ, ହୀରାକୁଦ, ଫୁଲ ଝରଣ, ନାରୟଣୀ, ଚାନ୍ଦିପୁର, ଭଟ୍ଟାରିକା, ଥେରୁବାଲି, ବେଦବ୍ୟାସ, ସାତକୋଶିଆ, ଟିକରପଡ଼ା, ସାତପଡ଼ା, ଅଲାରନାଥ, ତପ୍ତପାଣି, ତାରାତାରିଣୀ, ଚନ୍ଦକା, ଧବଳେଶ୍ୱର ଆଦି ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ।
ଓଡ଼ିଶା ଏହାର ମନ୍ଦିର ମାନଙ୍କ ପାଇଁ ପୃଥିବୀ ପ୍ରସିଦ୍ଧ ଅଟେ । ଓଡ଼ିଶାର ମନ୍ଦିର ଗୁଡିକ ଆର୍ଯ୍ୟ ସଂପ୍ରଦାୟର ଏବଂ ଏଗୁଡିକ ସଂପ୍ରଦାୟର ଅନୁସାରେ ଦେଖିବାକୁ ଅଲଗା ଅଲଗା ପ୍ରକାରର । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉଚ୍ଚତା ୧୫୦-ଫୁଟ ଏବଂ ପୁରୀର ଜଗନ୍ନାଥ ମନ୍ଦିରର ଉଚ୍ଚତା ୨୦୦-ଫୁଟ, ଯାହାକି ଓଡ଼ିଶାର ସବୁଠୁ ଉଚ୍ଚତମ ମନ୍ଦିର । ଠିକ ସେହିପରି କୋଣାର୍କର ସୂର୍ଯ୍ୟ ମନ୍ଦିର ପୃଥିବୀ ପ୍ରସିଦ୍ଧ । ବୌଦ୍ଧ ଏବଂ ଜୈନ ମନ୍ଦିର ମାନଙ୍କ ପାଇଁ ମଧ୍ୟ ଓଡ଼ିଶା ପ୍ରସିଦ୍ଧ ଅଟେ । ଭୁବନେଶ୍ୱରରେ ଖଣ୍ଡଗିରି ଏବଂ ଉଦୟଗିରି ନାମକ ଦୁଇଟି ଗୁମ୍ଫା ରହିଛି । ଯାହାକି ପୁରାତନ ବୌଦ୍ଧ ଧର୍ମର ମୂକସାକ୍ଷୀ । ଠିକ ସେହି ପରି ଧଉଳିଗିରିଠାରେ ଥିବା ବିଶାଳ ବୌଦ୍ଧ ମୂର୍ତି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
|