"ବଳଭଦ୍ର ମାଝି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୧ କ ଧାଡ଼ି:
ବଳଭଦ୍ର ମାଝି ଓଡ଼ିଶା ରାଜନୀତିରେ [[ବିଜୁ ଜନତା ଦଳ]]<nowiki/>ର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂ୍ର୍ବରୁ ସେ [[ଜନତା ଦଳ]]ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବିଜୁ ଜନତା ଦଳର ଗଠନ ସମୟରେ ତାଙ୍କର ମଧ୍ୟ କିଛି ଭୂମିକା ଥିଲା ।<ref>{{cite news |title=Will not quit BJD, says Odisha MLA Balabhadra Majhi after denied ticket {{!}} Sambad English |url=https://sambadenglish.com/will-not-quit-bjd-says-mla-balabhadra-majhi-after-denied-ticket/ |accessdate=31 May 2021 |work=Sambad English |publisher=sambadenglish.com |date=25 March 2019 |location=Bhubaneswar |language=English}}</ref> ସେ [[ଓଡ଼ିଶା ବିଧାନ ସଭା]]<nowiki/>ର ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୨୦୦୨ ମସିହାରୁ ୨୦୦୪ ମସିହାଯାଏଁ [[୧୨ଶ ଓଡ଼ିଶା ବିଧାନ ସଭା]]<nowiki/>ରେ ଓ ୨୦୦୪ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ [[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>ରେ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ ।<ref name="Balabhadra Majhi"/>
 
୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପ୍ରାର୍ଥୀ [[ଲାଞ୍ଜିଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର ପ୍ରାର୍ଥୀ [[ପ୍ରଦୀପ ଦିଶାରୀ]]<nowiki/>ଙ୍କଠାରୁ ୨୪,୮୯୫ ଖଣ୍ଡ ଅଧିକ ଭୋଟ ପାଇ [[୧୫ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="ଲାଞ୍ଜିଗଡ଼">{{cite news |last1=Giri |first1=Smruti Sangita |title=ଲାଞ୍ଜିଗଡ଼ର 'ଗଡ଼' ହାତେଇବ କିଏ ? |url=https://kanaknews.com/lanjigarh-vidhan-sabha-constituency/ |accessdate=31 May 2021 |work=Kanak News |publisher=kanaknews.com |date=11 April 2019 |archiveurl=http://web.archive.org/web/20201025051756/https://kanaknews.com/lanjigarh-vidhan-sabha-constituency/ |archivedate=31 May 2021 |language=[[ଓଡ଼ିଆ ଭାଷା|ଓଡ଼ିଆ]] |url-status=live}}</ref>
 
୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ମାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ [[ଶିବାଜୀ ମାଝି]]<nowiki/>ଙ୍କଠାରୁ ୩,୦୩୯ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।</ref name="ଲାଞ୍ଜିଗଡ଼">
 
=== ବିଧାନ ସଭା ସଭ୍ୟ ବିବରଣୀ ===