"ବଳଭଦ୍ର ମାଝି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୯ କ ଧାଡ଼ି:
 
== ରାଜନୈତିକ ଜୀବନ ==
ବଳଭଦ୍ର ମାଝି ଓଡ଼ିଶା ରାଜନୀତିରେ [[ବିଜୁ ଜନତା ଦଳ]]<nowiki/>ର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂ୍ର୍ବରୁ ସେ [[ଜନତା ଦଳ]]ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବିଜୁ ଜନତା ଦଳର ଗଠନ ସମୟରେ ତାଙ୍କର ମଧ୍ୟ କିଛି ଭୂମିକା ଥିଲା<ref>{{cite news |title=Will not quit BJD, says Odisha MLA Balabhadra Majhi after denied ticket {{!}} Sambad English |url=https://sambadenglish.com/will-not-quit-bjd-says-mla-balabhadra-majhi-after-denied-ticket/ |accessdate=31 May 2021 |work=Sambad English |publisher=sambadenglish.com |date=25 March 2019 |location=Bhubaneswar |language=English}}</ref> ସେ [[ଓଡ଼ିଶା ବିଧାନ ସଭା]]<nowiki/>ର ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୨୦୦୨ ମସିହାରୁ ୨୦୦୪ ମସିହାଯାଏଁ [[୧୨ଶ ଓଡ଼ିଶା ବିଧାନ ସଭା]]<nowiki/>ରେ ଓ ୨୦୦୪ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ [[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>ରେ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ ।<ref name="Balabhadra Majhi"/>
 
=== ବିଧାନ ସଭା ସଭ୍ୟ ବିବରଣୀ ===