"ବଳଭଦ୍ର ମାଝୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୦ କ ଧାଡ଼ି:
ବଳଭଦ୍ର ଚାକିରୀରୁ ଇସ୍ତଫା ଦେଇ [[ବିଜୁ ଜନତା ଦଳ]]<nowiki/>ରେ ଯୋଗ ଦେଇଥିଲେ ଏବଂ ୨୦୧୪ ଭାରତୀୟ ସାଧାରଣ ନିର୍ବାଚରେ [[ନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ [[୧୬ଶ ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଏହି ଲୋକ ସଭାରେ କାର୍ଯ୍ୟ କରିଥିଲେ ।
 
୨୦୧୯ ମସିହାର ମାର୍ଚ୍ଚ ମାସରେ ସେ [[ବିଜୁ ଜନତା ଦଳ]]<nowiki/>ରୁ ଇସ୍ତଫା ଦେଇ [[ଭାରତୀୟ ଜନତା ପାର୍ଟି]]<nowiki/>ରେ ଯୋଗ ଦେଇଥିଲେ ।<ref>{{cite news |last1=Pradhan |first1=Ashok |title=Two days after leaving BJD, MP Balabhadra Majhi joins BJP {{!}} Bhubaneswar News - Times of India |url=https://timesofindia.indiatimes.com/city/bhubaneswar/two-days-after-leaving-bjd-mp-balabhadra-majhi-joins-bjp/articleshow/68441354.cms |accessdate=31 May 2021 |work=The Times of India |date=16 March 2019 |location=Bhubaneswar |language=English}}</ref>
 
== ଆଧାର ==