"ବଳଭଦ୍ର ମାଝି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୯ କ ଧାଡ଼ି:
 
== ରାଜନୈତିକ ଜୀବନ ==
ବଳଭଦ୍ର ମାଝି ଓଡ଼ିଶା ରାଜନୀତିରେ [[ବିଜୁ ଜନତା ଦଳ]]<nowiki/>ର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂ୍ର୍ବରୁ ସେ [[ଜନତା ଦଳ]]ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ର ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୨୦୦୨ ମସିହାରୁ ୨୦୦୪ ମସିହାଯାଏଁ [[୧୨ଶ ଓଡ଼ିଶା ବିଧାନ ସଭା]]<nowiki/>ରେ ଓ ୨୦୦୪ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ [[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>ରେ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ ।<ref name="Balabhadra Majhi"/>
 
=== ବିଧାନ ସଭା ସଭ୍ୟ ବିବରଣୀ ===