"ଓଡ଼ିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୫୯ କ ଧାଡ଼ି:
 
=== ଜନ ଗଣନା ===
୨୦୧୧ ମସିହା ଭାରତର ଜନଗଣନା ଅନୁଯାଈଅନୁଯାଇ ଓଡ଼ିଶାର ସମୁଦାୟ ଜନସଂଖ୍ୟା ୪୧,୯୪୭,୩୫୮, ମଧ୍ୟରୁ ୨୧,୨୦୧,୬୭୮ (୫୦.୫୪%)ଜଣ ପୁରୁଷ ଓ ୨୦,୭୪୫,୬୮୦ (୪୯.୪୬) ଜଣ ମହିଳା, ଏବଂ ପ୍ରତି ୧୦୦୦ ପୁରୁଷରେ ୯୭୮ ଜଣ ମହିଳା ଅଛନ୍ତି । ୨୦୦୧ ମସିହା ଜନଗଣନା ତୁଳନା ବର୍ତମାନ ଜନସଂଖ୍ୟାରେ ୧୩.୯୭% ବୃଦ୍ଧି ହୋଇଛି ।
ସବୁଠାରୁ ଅଧିକ ଓଡ଼ିଆ ଭାଷା ଭାଷି ଲୋକ ଏଠାରେ ବାସ କରନ୍ତି ଓ ଓଡ଼ିଆ ଭାଷା ଏହି ରାଜ୍ୟର ମୁଖ୍ୟ ଭାଷା ରୁପେ ପରିଚିତ ଏବଂ ଏହି ରଜ୍ୟର ୭୩% ଲୋକମାନେ ଓଡ଼ିଆ ଭାଷାକୁ ନିଜର ମାତୃଭାଷା ରୁପେ ବ୍ୟବହାର କରନ୍ତି । ଏହି ରାଜ୍ୟର କେତେକ ଆଦିବାସୀ ଜନଜାତି ମଧ୍ୟରୁ ସାନ୍ତାଳ, ବଣ୍ଡା , ମୁଣ୍ଡା, ଓରାମ ଓ ମହାଲି ପ୍ରମୁଖ ।
୨୦୧୧ ମସିହା ଜନଗଣନା ଅନୁଯାୟୀ ଏହି ରଜ୍ୟର ସାକ୍ଷରତା ହାର ୭୩.୪୫% ଏବଂ ୮୨.୪% ପୁରୁଷ ଓ ୬୪.୩୬ ମହିଳା ସାକ୍ଷର ଅଟନ୍ତି ।<ref>http://www.orissalinks.com/orissagrowth/topics/census/2011</ref>
"https://or.wikipedia.org/wiki/ଓଡ଼ିଶା"ରୁ ଅଣାଯାଇଅଛି