"ଶିବସୁନ୍ଦର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି ହଟାଗଲା
ଅଧିକ ତଥ୍ୟ
୧୧୨ କ ଧାଡ଼ି:
 
'''ଶିବସୁନ୍ଦର ଦାସ''' (ଜନ୍ମ- ୫ ନଭେମ୍ବର ୧୯୭୭) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଜଣେ ଡାହାଣ‌‌-ହାତି ଖେଳାଳି । ସେ ପ୍ରଥମ-ଶ୍ରେଣୀ କ୍ରିକେଟରେ [[ଓଡ଼ିଶା]] ପକ୍ଷରୁ ଖେଳନ୍ତି । ଶିବସୁନ୍ଦର ପ୍ରଥମେ ୨୦୦୦ ମସିହାରେ [[ବେଙ୍ଗାଳୁରୁ]]ଠାରେ ଜାତୀୟ କ୍ରିକେଟ ଶିବିରରେ ଯୋଗ ଦେଇଥିଲେ ଓ ସେହି ବର୍ଷ ସେ [[ଭାରତ]] ତରଫରୁ ମଧ୍ୟ ଖେଲିବାର ସୁଯୋଗ ପାଇଥିଲେ । ସେ [[ଓଡ଼ିଶା]] କ୍ରିକେଟ ଦଳର ଅଧିନାୟକ ମଧ୍ୟ ରହିଥିଲେ । ସେ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ଖେଳି ୨ଥର ଶତକ ହାସଲ କରିବା ସହିତ ମୋଟ ୧,୩୨୬ ରନ୍ କରିଥିଲେ । ସେ ଓଡ଼ିଶା ତରଫରୁ ଭାରତ ପାଇଁ ଖେଳିଥିବା ତୃତୀୟ [[ଓଡ଼ିଆ ଲୋକ|ଓଡ଼ିଆ]] ଖେଳାଳି ।
 
୨୦୨୧ ମଇ ମାସରେ ତାଙ୍କୁ ଭାରତୀୟ ମହିଳା ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତି ମିଳିଥିଲା ।<ref>{{cite news |title=ଶିବସୁନ୍ଦର ଜାତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ ପ୍ରଶିକ୍ଷକ |url=https://sambadepaper.com/imageview_263660_05740987_4_71_18-05-2021_12_i_1_sf.html |accessdate=18 May 2021 |issue=ସମ୍ବାଦ ୧୮/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨ |publisher=ଇଷ୍ଟର୍ଣ୍ଣ ମିଡିଆ |date=18 May 2021 |archiveurl=https://web.archive.org/web/20210518054141/https://sambadepaper.com/imageview_263660_05740987_4_71_18-05-2021_12_i_1_sf.html |archivedate=18 May 2021}}</ref>
 
== ପୁରସ୍କାର ଓ ସମ୍ମାନ ==