"ମୟୂରଭଞ୍ଜ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୦୫ କ ଧାଡ଼ି:
* ସୀତାକୁଣ୍ଡ: [[ଶିମିଳିପାଳ ଜାତୀୟ ଉଦ୍ୟାନ]]ର ପାଦଦେଶରେ ଅବସ୍ଥିତ ସୀତାକୁଣ୍ଡର ମୂଳ ଝରଣା କାଳୀପାହାଡ଼ ପର୍ବତର ପ୍ରାୟ ୨୫୦୦ ଫୁଟ ଉଚ୍ଚତାରୁ ବାହାରିଛି । ମୟୂରଭଞ୍ଜ ଜିଲ୍ଲା ଆଦିବାସୀଙ୍କ ଆରାଧ୍ୟ ଦେବତା ମାରାଂବୁରା ଏହି କାଳୀପାହାଡ଼ରେ ବାସକରନ୍ତି ବୋଲି ବିଶ୍ୱାସ ରହିଛି ।
* କୃଷ୍ଣମୁଖା ହନୁମାନ ମନ୍ଦିର: କିମ୍ବଦନ୍ତୀ ବହନ କରୁଥିବା ଏହି ପ୍ରାକୃତିକ ପଥର ଗୁମ୍ଫା ମନ୍ଦିରରେ ଲଙ୍କା ଦହନ କରି ଫେରିଥିବା କୃଷ୍ଣମୁଖା ହନୁମାନ ପୂଜା ପାଉଛନ୍ତି ।
* [[ମାଛକାନ୍ଦଣା ଜଳପ୍ରପାତ]]: [[ଶିମିଳିପାଳ ଜାତୀୟ ଉଦ୍ୟାନ|ଶିମିଳିପାଳ]]ର ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତଟି ୩ଟି ଜଳପ୍ରପାତର ସମଷ୍ଟି । ପ୍ରଥମ ଜଳପ୍ରପାତ ନିକଟରେ ଏକ ପଥର ଗୁମ୍ଫା ରହିଛି । ଦ୍ୱିତୀୟ ଜଳପ୍ରପାତଟି ନିକଟରେ ଅପରାହ୍ଣରେ (ସୂର୍ଯ୍ୟ ପଶ୍ଚିମ ଦିଗରେ ଥିବା ସମୟରେ) ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ । ତୃତୀୟ ଜଳପ୍ରପାତଟି ଉପରଆଡୁ ଦେଖାଯାଉ ନଥିବାରୁ, ଏହାକୁ ଦେଖିବାକୁ ତଳକୁ ଓହ୍ଲାଇବାକୁ ପଡେ।ପଡେ ।<ref>{{cite news|url=https://www.dharitri.com/e-Paper/2011/041111/p3.htm|title=ମାଛ କାନ୍ଦଣା ଜଳପ୍ରପାତ|date=3 November 2011|work=ଧରିତ୍ରୀ|accessdate=13 May 2021|archiveurl=http://web.archive.org/web/20210513182010/https://www.dharitri.com/e-Paper/2011/041111/p3.htm|archivedate=13 May 2021|page=୩|language=ଓଡ଼ିଆ|url-status=live}}</ref>
 
== ଆଧାର ==