"ଶୈଳଭାମା ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଅଧିକ ତଥ୍ୟ
 
୩୨ କ ଧାଡ଼ି:
== ବ୍ୟକ୍ତିଗତ ଜୀବନ ==
ଶୈଳଭାମାଙ୍କ ପିତାଙ୍କ ନାମ ଜଗତବନ୍ଧୁ ମହାପାତ୍ର ଓ ମାତାଙ୍କ ନାମ ହରପ୍ରିୟା ମହାପାତ୍ର । ମା ଓ ବଡ଼ ଭଉଣୀଙ୍କ ପ୍ରେରଣାରେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୮୩ ମସିହାରୁ ସେ ଆକାଶବାଣୀ ଓ ଦୂରଦର୍ଶନରେ ଶିଶୁ କଳାକାର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଏକ ସଙ୍ଗୀତ ରେକଡିଂ ସମୟରେ ସଙ୍ଗୀତ ନିର୍ଦ୍ଦେଶକ [[ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ]] ତାଙ୍କୁ ଶୁଣି ଚଳଚ୍ଚିତ୍ର [[ମା' ଯାହାର ସାହା]]ରେ ଗୀତ ଗାଇବାର ପ୍ରଥମ ସୁଯୋଗ ଦେଇଥିଲେ ।<ref>{{cite news |title=ବ୍ୟକ୍ତିତ୍ୱ |url=http://nitidinepaper.com/EditionPage/EPpage.php?edn=Bhubaneswar&isid=NITIDIN_BHUB_20210507#Page/7 |accessdate=7 May 2021 |issue=ନିତିଦିନ ୦୭/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭ |publisher=ନିତିଦିନ |date=7 May 2021}}</ref><ref>{{cite web |title=Rendezvous With Sailabhama Mohapatra, The Talented Singer Of Odia Music Industry! |url=https://mycitylinks.in/rendezvous-with-sailabhama-mohapatra-the-talented-singer-of-odia-music-industry/ |website=www.mycitylinks.in |publisher=my cityl inks |accessdate=7 May 2021 |archiveurl=https://web.archive.org/web/20210507133738/https://mycitylinks.in/rendezvous-with-sailabhama-mohapatra-the-talented-singer-of-odia-music-industry/ |archivedate=7 May 2021}}</ref>
 
== ସମ୍ମାନ ଓ ପୁରସ୍କାର ==
* ଧନେଶ୍ୱର ରଥ ସ୍ମୃତି ସମ୍ମାନ - ୨୦୧୯<ref>{{cite web |title=୬ ପ୍ରତିଭାଧାରୀ ପାଇଲେ ଧନେଶ୍ୱର ରଥ ସ୍ମୃତି ସମ୍ମାନ |url=https://www.dharitri.com/%E0%AD%AC-%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%E0%AC%AD%E0%AC%BE%E0%AC%A7%E0%AC%BE%E0%AC%B0%E0%AD%80-%E0%AC%AA%E0%AC%BE%E0%AC%87%E0%AC%B2%E0%AD%87-%E0%AC%A7%E0%AC%A8%E0%AD%87%E0%AC%B6/ |website=www.dharitri.com/ |publisher=ଧରିତ୍ରୀ |accessdate=7 May 2021 |archiveurl=https://web.archive.org/web/20210507134931/https://www.dharitri.com/%E0%AD%AC-%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%E0%AC%AD%E0%AC%BE%E0%AC%A7%E0%AC%BE%E0%AC%B0%E0%AD%80-%E0%AC%AA%E0%AC%BE%E0%AC%87%E0%AC%B2%E0%AD%87-%E0%AC%A7%E0%AC%A8%E0%AD%87%E0%AC%B6/ |archivedate=7 May 2021}}</ref>
 
== ଆଧାର ==