"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୫୩ କ ଧାଡ଼ି:
ଏପ୍ରିଲ ପ୍ରାରମ୍ଭରୁ କରୋନାର ଦ୍ଵିତିୟ ଲହରରେ ବଢୁଥିବା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶେଷରେ ଓଡ଼ିଶା ସରକାର ମେ ୫, ୨୦୨୧ରୁ ୧୯ ମେ ୨୦୨୧ ସକାଳ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି ।<ref name="mint">{{cite web |last1=Writer |first1=Staff |title=Odisha govt announces a 14-day lockdown from 5th to 19th May. Check details |url=https://www.livemint.com/news/india/odisha-govt-announces-a-14-day-lockdown-from-5th-may-to-19th-may-check-details-11619932442502.html |website=mint |accessdate=3 May 2021 |language=en |date=2 May 2021}}</ref>
==== ଖୋଲା ରହିବ ====
ଏହି ସମୟ ମଧ୍ୟରେ ନିମ୍ନବର୍ଣ୍ଣିତ କାର୍ଯ୍ୟକ୍ରମ ସବୁ ଖୋଲା ରହିବ ବା ଏସବୁ କାର୍ଯ୍ୟ ଅନୁମତି ପ୍ରାପ୍ତ ହେବ:
* ହସପିଟାଲ, ଟେଲିମେଡ଼ିସିନ ସେବା ଜାରି ରହିବ
* ଘରଠାରୁ ୫୦୦ ମିଟର ଦୂରତା ମଧ୍ୟରେ ପରିବା କିଣି ହେବ
୪୬୨ କ ଧାଡ଼ି:
* ଟୀକାକରଣ ଓ ଟେଷ୍ଟିଂକୁ ଅନୁମତି ଜାରି ରହିବ
* ବିବାହ, ବ୍ରତ କାର୍ଯ୍ୟରେ ସର୍ବାଧିକ ୫୦ ଜଣକୁ ଓ ଶେଷକୃତ୍ୟରେ ସର୍ବାଧିକ ୨୦ ଜଣକୁ ଅନୁମତି
==== ବନ୍ଦ ରହିବ ====
ଏହି ସମୟ ମଧ୍ୟରେ ନିମ୍ନବର୍ଣ୍ଣିତ କାର୍ଯ୍ୟକ୍ରମ ସବୁ ବନ୍ଦ ରହିବ:
* ସେଲୁନ, ପାର୍ଲର, ସ୍ପା ବନ୍ଦ ରହିବ
* ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ
* ସମସ୍ତ ସଭା, ସମିତି ବନ୍ଦ ରହିବ
* ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ରହିବ
* ପରିବହନ ପାଇଁ ବସ ସେବା ବନ୍ଦ ରହିବ
* ସିନେମା ହଲ, ସପିଂ ମଲ, ଜିମ, ମାର୍କେଟ କମ୍ପ୍ଳେକ୍ସ ବନ୍ଦ ରହିବ
* ଯାତ୍ରା, ଅପେରା, ମଞ୍ଚ ବନ୍ଦ ରହିବ
* ଶନିବାର ଓ ରବିବାର ସଂପୂର୍ଣ୍ନ ସଟ ଡାଉନ
 
== ମିଡିଆର ଭୂମିକା ==