"ସିପ୍ରା ବୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ ଓ ଆଧାର
ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ
୧ କ ଧାଡ଼ି:
 
'''ସିପ୍ରା ବୋଷ''' (୯ ନଭେମ୍ବର ୧୯୪୫ - ୨୨ ଅପ୍ରେଲ ୨୦୦୮) ଜଣେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ନିପୁଣା ଗାୟିକା ଥିଲେ ।<ref name="Senior1976">{{Cite book|url=https://books.google.com/books?id=vPtLAAAAYAAJ|title=Music and Musicians|last=Evan Senior|publisher=Hansom Books|year=1976}}</ref> <ref>{{Cite book|url=https://books.google.com/books?id=fd-wAAAAIAAJ|title=Economic and Political Weekly|publisher=Sameeksha Trust|year=1990}}</ref> ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
 
== ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ ==
ସିପ୍ରା, ପ୍ରଚ୍ଚଦପଟ୍ଟ ଗାୟିକା ଭାବରେ କାର୍ଯ୍ୟ କରିଥିବା କିଛି ଓଡ଼ିଆ ଚଳଚ୍ଚିତ୍ର :
* [[କିଏ କାହାର]]
* [[ଅଦିନ ମେଘ]]
* [[ବନ୍ଧନ (୧୯୬୯ର ସିନେମା)|ବନ୍ଧନ]]
* [[ମାଣିକ ଯୋଡ଼ି]]
* [[ନୂଆ ବୋଉ]]
* [[ଘର ସଂସାର]]
* [[ଘର ବାହୁଡ଼ା]]
* [[ଧରିତ୍ରୀ (୧୯୭୩ର କଥାଚିତ୍ର)|ଧରିତ୍ରୀ]]
 
ସେ ଗାଇଥିବା କିଛି ଲୋକପ୍ରିୟ ଗୀତ :
* ଆଖି ଭୁଲା ଏ ସୁଆଗ ଆଉ କହ କାହିଁକି
* ହେମ ହରିଣୀ ମଥାର ମଣି
* ମନ ମାନେନା, ଯେତେ ନିରେଖି ଲେଖିଛି
* ପୀରତି ତୋର ଦୂରୁ ଜୁହାର
 
== ଜୀବନୀ ==