"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୫୨ କ ଧାଡ଼ି:
=== ଦ୍ଵିତୀୟ ଲହର ଲକଡ଼ାଉନ ===
ଏପ୍ରିଲ ପ୍ରାରମ୍ଭରୁ କରୋନାର ଦ୍ଵିତିୟ ଲହରରେ ବଢୁଥିବା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶେଷରେ ଓଡ଼ିଶା ସରକାର ମେ ୫, ୨୦୨୧ରୁ ୧୯ ମେ ୨୦୨୧ ସକାଳ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି ।<ref name="mint">{{cite web |last1=Writer |first1=Staff |title=Odisha govt announces a 14-day lockdown from 5th to 19th May. Check details |url=https://www.livemint.com/news/india/odisha-govt-announces-a-14-day-lockdown-from-5th-may-to-19th-may-check-details-11619932442502.html |website=mint |accessdate=3 May 2021 |language=en |date=2 May 2021}}</ref>
==== ଖୋଲା ରହିବ ====
ଏହି ସମୟ ମଧ୍ୟରେ ନିମ୍ନବର୍ଣ୍ଣିତ କାର୍ଯ୍ୟକ୍ରମ ସବୁ ଖୋଲା ରହିବ ବା ଅନୁମତି ପ୍ରାପ୍ତ ହେବ:
* ହସପିଟାଲ ଟେଲିମେଡ଼ିସିନ ସେବା ଜାରି ରହିବ
* ଘରଠାରୁ ୫୦୦ ମିଟର ଦୂରତା ମଧ୍ୟରେ ପରିବା କିଣି ହେବ
* ପରିବା, କ୍ଷୀର, କିରାଣା ଦୋକାନ ଦିନ ବାରଟା ପର୍ଯ୍ୟନ୍ତ ଖୋଲା ରହିବ
* ସକାଳ ପାଞ୍ଚରୁ ଆଠ ମଧ୍ୟରେ ଖବର କାଗଜ ବିତରଣ ଜାରି ରହିବ
* ହୋମ ଡ଼େଲିଭରି ଜାରି ରହିବ
* ରୋଷେଇ ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ବ ଖୋଲା ରହିବ
* ଟୀକାକରଣ ଓ ଟେଷ୍ଟିଂକୁ ଅନୁମତି ଜାରି ରହିବ
* ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣକୁ ଓ ଶେଷକୃତ୍ୟରେ କ୍ରୀୟାରେ ସର୍ବାଧିକ ୨୦ ଜଣକୁ ଅନୁମତି
 
== ମିଡିଆର ଭୂମିକା ==