"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୮୪ କ ଧାଡ଼ି:
* ୨୦୨୧ ମସିହା ମାର୍ଚ ୧ ତାରିଖ ଅପରାହ୍ନ ୧୨ ଟା ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟା ୩,୩୭,୨୭୭ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯୧୬ ହୋଇଛି । ପୁଣି କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୩୪,୫୭୧ ହେବା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ ହୋଇଛି । ଏଥିସହ କୋରୋନା ସହ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇସୁଦ୍ଧା କେବଳ କୋରୋନାରୁ ମୁକ୍ତିଲାଭ କରି ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୩ରେ ସୀମିତ ରହିଛି ।
* ୨୦୨୧ ମସିହା ମାର୍ଚ ୧୫ ତାରିଖ ଅପରାହ୍ନ ୧୨.୨୨ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟା ୩,୩୮,୨୫୮ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯୧୮ ହୋଇଛି । ପୁଣି କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୩୫,୬୬୦ ହେବା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୭ ହୋଇଛି । ଏଥିସହ କୋରୋନା ସହ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇସୁଦ୍ଧା କେବଳ କୋରୋନାରୁ ମୁକ୍ତିଲାଭ କରି ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୩ରେ ସୀମିତ ରହିଛି ।
* ୨୦୨୧ ମସିହା ଏପ୍ରିଲ ୩୦ ତାରିଖ ପୂର୍ବାହ୍ନ ୦୮.୧୬ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟା ୪,୪୪,୧୯୪ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦୪୩ ହୋଇଛି । ପୁଣି କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୮୦,୪୦୦ ହେବା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧,୬୯୮ ହୋଇଛି । ଏଥିସହ କୋରୋନା ସହ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇସୁଦ୍ଧା କେବଳ କୋରୋନାରୁ ମୁକ୍ତିଲାଭ କରି ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୩ରେ ସୀମିତ ରହିଛି ।
 
== ସ୍ୱତନ୍ତ୍ର ଡାକ୍ତରଖାନା ==