"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୪୮ କ ଧାଡ଼ି:
କରୋନାର ଦ୍ଵିତୀୟ ଲହରରେ ଦେଖାଦେଇଥିବା ଭୟାବହତାକୁ ପ୍ରତିହତ କରିବା ପାଇଁ ସରକାରୀ ସ୍ତରରେ ସପାହନ୍ତ ଲକଡ଼ାଉନ ତଥା ରାତ୍ରୀକାଳୀନ କର୍ଫ୍ୟୁ ଭଳି ଅନେକ ସତର୍କତା ଗ୍ରହଣ କରାଯାଇଥିଲେ ହେଁ ବେସରକାରୀ ସ୍ତରରେ ମଧ୍ୟ ଏଭଳି ଅନେକ ଉଦ୍ୟମ ସାମ୍ନାକୁ ଆସିଛି । କଲାହାଣ୍ଡି ଜିଲ୍ଲାର ପ୍ରାୟ ନଅଟି ଛୋଟ ସହରରେ ବ୍ୟବସୟୀମାନେ ମର ୨ ତାରିଖ ଯାଏଁ ନିଜ ନିଜର ବ୍ୟବସାୟୀକ ପ୍ରତିଷ୍ଠାନ ନ ଖୋଲିବା ପାଇଁ ସ୍ଵତଃପ୍ରବୃତ ଭାବେ ନିଷ୍ପତ୍ତି ନେଇଛନ୍ତି ।<ref name="The Hindu.com">{{cite web |last1=Barik |first1=Satyasundar |title=Coronavirus {{!}} In Odisha, trader bodies voluntarily announce shutdown to fight pandemic |url=https://www.thehindu.com/news/national/other-states/coronavirus-in-odisha-trader-bodies-voluntarily-announce-shutdown-to-fight-pandemic/article34418639.ece |website=The Hindu |accessdate=28 April 2021 |language=en-IN |date=27 April 2021}}</ref>
 
ଏଭଳି ସଂକତସଂକଟ ସମୟରେ ଟାଟା ଷ୍ଟୀଲ ତରଫରୁ ଏହି ଉଦ୍ୟୋଗ ଅଧୀନସ୍ଥ କାର୍ଯ୍ୟରତ ସମସ୍ତ କର୍ମଚାରୀ ତଥା ନିକଟସ୍ଥ ସଂପ୍ରଦାୟ ମାନଙ୍କୁ ଟୀକାକରଣ ସାଙ୍ଗକୁ ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ଅମ୍ଳଜାନ ଯୋଗାଇବାରେ ସହଯୋଗ କରିଥିଲେ ।<ref name="Odisha News">{{cite web |title=Tata Steel initiates several measures to tackle second wave of Covid-19 pandemic |url=https://orissadiary.com/tata-steel-initiates-several-measures-to-tackle-second-wave-of-covid-19-pandemic/ |website=Odisha News {{!}} Odisha Breaking News {{!}} Odisha News {{!}} Latest Odisha News{{!}} Odisha Diary |accessdate=28 April 2021 |date=27 April 2021}}</ref>
 
== ମିଡିଆର ଭୂମିକା ==