"ମକରଧ୍ଵଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି:
{{prettyurl|Makardhwaja}}
ହିନ୍ଦୁ ପୁରାଣ [[ରାମାୟଣ]]<nowiki></nowiki>ର ବର୍ଣ୍ଣନା ଅନୁସାରେ, ଯେତେବେଳେ [[ହନୁମାନ]] ସୀତାଙ୍କ ସନ୍ଧାନରେ ଲଙ୍କାରେ ପହଞ୍ଚିଥିଲେ, ଏହି ଅବସରରେ ତାଙ୍କୁ ମେଘନାଦ ଧରି ରାବଣଙ୍କ ଦରବାରରେ ହାଜର କରାଇଥିଲେ । ତା’ପରେ ରାବଣ ହନୁମାନର ଲାଞ୍ଜକୁ ନିଆଁ ଲଗାଇଲା ଏବଂ ହନୁମାନ ତାଙ୍କର ଜଳୁଥିବା ଲାଞ୍ଜ ସହାୟତାରେ ଲଙ୍କାକୁ ପୋଡି ଦେଲେ । ଜଳୁଥିବା ଲାଞ୍ଜ ଯୋଗୁଁ ହନୁମାନ ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ । ଲାଞ୍ଜର ନିଆଁକୁ ଲିଭାଇ ଏଥିରୁ ମୁକ୍ତି ପାଇବାକୁ ସେ ସମୁଦ୍ର ଆଡ଼କୁ ଦୌଡିଥିଲେ । ସେହି ସମୟରେ, ହନୁମାନଙ୍କ ଦେହରୁ ବାହାରୁଥିବା ଝାଳର ଏକ ବୁନ୍ଦା ସମୁଦ୍ର ପାଣିରେ ପଡିଥିଲା ଯାହା ଏକ ମାଛ ପିଇଦେଇଥିଲା । ଫଳରେ ଏହି ମାଛ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା, ଯାହାର ନାମ ମକରଧ୍ଵଜମକରଧ୍ୱଜ ଥିଲା ।<ref name="dlshq">{{cite web |title=Sri Hanuman |url=https://www.dlshq.org/religions/hanuman.htm |website=www.dlshq.org |accessdate=2 April 2021}}</ref><ref name="drishtikone">{{cite web |title=Is Science doing a Makardhwaj? - Drishtikone |url=https://drishtikone.com/blog/2008/02/13/science-doing-makardhwaj/ |website=www.drishtikone.com |accessdate=2 April 2021}}</ref> ମକରଧ୍ଵଜମକରଧ୍ୱଜ ମଧ୍ୟ ହନୁମାନଙ୍କ ପରି ଅତ୍ୟନ୍ତ ଶକ୍ତିଶାଳୀ ଏବଂ ତେଜୀୟାନ ଥିଲେ । ତାଙ୍କୁ ଅହିରାବଣଦ୍ୱାରା ପାତାଲଲୋକର ଦ୍ଵାରପାଳଦ୍ୱାରପାଳ ଭାବରେ ନିଯୁକ୍ତ କରାଯାଇଥିଲା । ଯେତେବେଳେ ଅହିରାବଣ ନିଜର ମାୟାଶକ୍ତି ପ୍ରୟୋଗ ପୂର୍ବକ ପ୍ରଭୁ ରାମ ଏବଂ ଲକ୍ଷ୍ମଣଙ୍କୁ ବଳି ଉତ୍ସର୍ଗ କରିବା ପାଇଁ ଦେବୀଙ୍କ ନିକଟକୁ ଆଣିଥିଲେ, ସେତେବେଳେ ହନୁମାନ ଶ୍ରୀ ରାମ ଏବଂ ଲକ୍ଷ୍ମଣଙ୍କୁ ମୁକ୍ତ କରିବା ପାଇଁ ପାତାଳଲୋକରେ ପହଞ୍ଚି ସେଠାରେ ମକରଧ୍ଵଜକୁମକରଧ୍ୱଜକୁ ଭେଟିଥିଲେ । ପ୍ରଥମେ ମକରଧ୍ଵଜମକରଧ୍ୱଜ ନିଜକୁ ହନୁମାନଙ୍କର ପୁତ୍ର ଭାବେ ପରିଚୟ ଦେଲେ । ତେବେ ହନୁମାନ ଆଜନ୍ମ ବ୍ରହ୍ମଚାରୀ ଥିବାରୁ ଏହିକଥାକୁ ବିଶ୍ଵାସବିଶ୍ୱାସ କଲେ ନାହିଁ । ଏହା ପରେ ମକରଧ୍ଵଜମକରଧ୍ୱଜ ହନୁମାନଙ୍କ ତାଙ୍କର ଜନ୍ମର କାହାଣୀ ବର୍ଣ୍ଣନା କଲେ । ହନୁମାନ ଅହିରାବଣକୁ ବଧ କରି ପ୍ରଭୁ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ ମୁକ୍ତ କରିଥିଲେ ଏବଂ ମକରଧ୍ଵଜଙ୍କୁମକରଧ୍ୱଜଙ୍କୁ ପାତାଲଲୋକର ଅଧିପତି ଭାବରେ ନିଯୁକ୍ତ କରିଥିଲେ ଏବଂ ତାଙ୍କୁ ଧର୍ମର ପଥ ଅନୁସରଣ କରିବାକୁ ପ୍ରେରଣା ଦେଇଥିଲେ ।
 
== ଆଧାର ==
"https://or.wikipedia.org/wiki/ମକରଧ୍ଵଜ"ରୁ ଅଣାଯାଇଅଛି