"ଭୁବନେଶ୍ୱର ମହାନ‌ଗର ନିଗମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି:
{{ଛୋଟ|Bhubaneswar Municipal Corporation}}
{{Infobox legislature|name=Bhubaneswar Municipal Corporation|native_name=ଭୁବନେଶ୍ଵରଭୁବନେଶ୍ୱର ମହାନଗର ନିଗମ|native_name_lang=|coa_pic=|coa_res=|coa_alt=Logo of BMC|house_type=Municipal Corporation|motto=''Progress through Partnership for better Bhubaneswar''|foundation=1994|leader1_type=[[Mayor]]|leader1=-|leader2_type=[[Deputy Mayor]]|leader2=-|leader3_type=[[Municipal Commissioner (India)|Municipal Commissioner]]|leader3=Sri Prem Chandra Chaudhary, [[Indian Administrative Service|IAS]]|website={{url|http://www.bmc.gov.in}}}}'''ଭୁବନେଶ୍ୱର ମହାନ‌ଗର ନିଗମ''' ବା '''ବିଏମସି''' [[ଭାରତ|ହେଉଛି ଭାରତର]] [[ଓଡ଼ିଶା|ଓଡ଼ିଶାରରେ ଥିବା]] [[ଭୁବନେଶ୍ୱର]] ସହରର ସ୍ଥାନୀୟ ସହରୀ ଶାସନ କଳ । ମ୍ୟୁନିସିପାଲିଟି କର୍ପୋରେସନ୍ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ, ଜଣେ ମେୟରଙ୍କଦ୍ୱାରା ପରିଚାଳିତ ଏବଂ ସହରର ଭିତ୍ତିଭୂମି ତଥା ଜନସେବାର ପରିଚାଳନା କରିଥାଏ । ଏହି ନାଗରିକ ପ୍ରଶାସନିକ ସଂସ୍ଥାର କ୍ଷେତ୍ରଫଳ ୬୨ ବର୍ଗ ମାଇଲ/ {{Convert|161|km2|abbr=on}} ।
 
ଭୁବନେଶ୍ବର ମହାନଗର ନିଗମ ସନ ୧୯୯୪ରେ ସ୍ଥାପିତ ହୋଇଥିଲା । ସହରକୁ ୬୭ଟି ପ୍ରଶାସନିକ ୱାର୍ଡ ଏବଂ ୪୬ଟି ରାଜସ୍ୱ ଗ୍ରାମରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ୱାର୍ଡ ବିଏମସିରେ କାଉନସିଲର ଚୟନ କରନ୍ତି । ସ୍ଥାୟୀ କମିଟି ମାଧ୍ୟମରେ ନିଗମ ସହରାଞ୍ଚଳ ଯୋଜନା ପ୍ରସ୍ତୁତ କରେ ଏବଂ ରାସ୍ତା ରକ୍ଷଣାବେକ୍ଷଣ, ସରକାରୀ ସହାୟକ ବିଦ୍ୟାଳୟ, ଡାକ୍ତରଖାନା ଏବଂ ନ‌ଗରର ପାଳିକା ବଜାରର ରକ୍ଷଣାବେକ୍ଷଣ କରେ । ଭୁବନେଶ୍ୱରର ସର୍ବୋଚ୍ଚ ସଂସ୍ଥା ଭାବରେ କର୍ପୋରେସନ୍ ମେୟର-ଇନ୍-କାଉନସିଲ୍ ମାଧ୍ୟମରେ ଏହାର କାର୍ଯ୍ୟ ତୁଲାଇଥାଏ, ଯେଉଁଥିରେ ଜଣେ ମେୟର, ଜଣେ ଡେପୁଟି ମେୟର ଏବଂ ବିଏମସିର ଅନ୍ୟ ନିର୍ବାଚିତ ସଦସ୍ୟମାନେ ରହିଛନ୍ତି । ବିଏମସିର କାର୍ଯ୍ୟରେ ଜଳ ଯୋଗାଣ, ଡ୍ରେନେଜ ଏବଂ ସ୍ୱେରେଜ୍, ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତାଘାଟ ଆଲୋକ ଏବଂ ନିର୍ମାଣ ନିୟନ୍ତ୍ରଣ ଅନ୍ତର୍ଭୁକ୍ତ । ଅନ୍ୟ ଏକ ସହାୟକ ନାଗରିକ ସଂସ୍ଥା ହେଉଛି ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ), ଯାହା ବୃହତ୍ତର ଭୁବନେଶ୍ୱର ଅଞ୍ଚଳର ବିଧାନ ସଭା ଯୋଜନା ତଥା ବିକାଶ ପାଇଁ ଦାୟୀ ।