"ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ବ୍ରହ୍ମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୫୫ କ ଧାଡ଼ି:
|image=
}}
'''ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ବ୍ରହ୍ମପୁର''' (ଇଂରାଜୀ: '''Indian Institute of Science Education and Research Berhampur''', ସଂକ୍ଷେପରେ '''ଆଇଜର ବ୍ରହ୍ମପୁର''') ଏକ ଭାରତୀୟ ସ୍ୱୟଂଶାସିତ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ । ଏହା [[ଭାରତ ସରକାର]]ଙ୍କ [[ଶିକ୍ଷା ମନ୍ତ୍ରଣାଳୟ]]ଦ୍ଵାରାଦ୍ୱାରା (ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ) [[ଓଡ଼ିଶା]]ର [[ବ୍ରହ୍ମପୁର]]ଠାରେ ପ୍ରତିଷ୍ଠା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଉଚ୍ଚତର ବୈଜ୍ଞାନିକ ଶିକ୍ଷା ଏବଂ ଅନୁସନ୍ଧାନ ସହ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ବୈଜ୍ଞାନିକ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ଉଚ୍ଚ ଗୁଣ ସମ୍ପନ୍ନ ଶିକ୍ଷାବିତ ଗଠନ ଏହାର ଉଦ୍ଦେଶ୍ୟ ଥିଲା । ଏହି ଅନୁଷ୍ଠାନକୁ ଭାରତ ସରକାର 'ଜାତୀୟ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ'ର ମାନ୍ୟତା ପ୍ରଦାନ କରିଛନ୍ତି । ଏହା ୨୦୧୬-୧୭ ଶିକ୍ଷାବର୍ଷ ଅଗଷ୍ଟ ମାସରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ଏହା ଭାରତର ଅନ୍ୟ ସାତୋଟି ଆଇଜର ମଧ୍ୟରୁ ଅନ୍ୟତମ ।
 
== ଇତିହାସ ==
ଗୁଣାତ୍ମକ ଶିକ୍ଷା ଏବଂ ମୌଳିକ ବିଜ୍ଞାନରେ ଗବେଷଣାକୁୁ ପ୍ରୋତ୍ସାହିତ କରିବାପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟଦ୍ଵାରାମନ୍ତ୍ରଣାଳୟଦ୍ୱାରା ୨୦୦୬ ମସିହାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ସ୍ଥାପନ କରାଯାଇଥିଲା । [[ଜାତୀୟ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ (NITSER) ଅଧିନିୟମ, ୨୦୦୭]]ରେ ସଂଶୋଧନ ଓ ପରିବର୍ତ୍ତନ ଆଣି [[ସଂସଦ]]ରେ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ (NITSER) ବିଲ୍, ୨୦୧୬ ମାଧ୍ୟମରେ ମୂଳ ଅଧିନିୟମର ଦ୍ଵିତୀୟଦ୍ୱିତୀୟ ପରିଶିଷ୍ଟରେ ଆଇଜର [[ତିରୁପତି]] ଓ ଆଇଜର ବ୍ରହ୍ମପୁରକୁ ସାମିଲ କରାଯାଇଥିଲା । <ref>{{cite web|title= history of IISER Berhampur|url=https://pib.gov.in/newsite/PrintRelease.aspx?relid=153037}}</ref> ସେତେବେଳର କେନ୍ଦ୍ର ଅର୍ଥମନ୍ତ୍ରୀ [[ଅରୁଣ ଜେଟଲୀ]] ୨୦୧୫ ମସିହାରେ ନିଜର ବଜେଟ୍ ଭାଷଣରେ ଆଇଜର ବ୍ରହ୍ମପୁରର ପ୍ରତିଷ୍ଠା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ଏହା ପୂର୍ବରୁ [[ପୁଣେ]] ଏବଂ [[କୋଲକାତା]] (୨୦୦୬), [[ମୋହାଲି]] (୨୦୦୭), [[ଭୋପାଳ]] ଏବଂ [[ତିରୁଅନନ୍ତପୁରମ]] (୨୦୦୮)ଠାରେ ଅନ୍ୟ ୫ଟି ଆଇଜର ପ୍ରତିଷ୍ଠା କରାଯାଇଥିଲା ।