"ବିଭୀଷଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି:
{{prettyurl|Vibhishana}}
'''ବିଭୀଷଣ''' ହେଉଛି ପ୍ରାଚୀନ ଭାରତୀୟ ମହାକାବ୍ୟ [[ରାମାୟଣ]]<nowiki></nowiki>ରେ ବର୍ଣ୍ଣିତ ଲଙ୍କାର ରାଜା ରାବଣର ସାନ ଭାଇ ତଥା ପ୍ରଭୁ ରାମଙ୍କର ଜଣେ ଭକ୍ତ ।<ref name="apnisanskritt">{{cite web |title=Story of Vibhishana |url=https://www.apnisanskriti.com/story/story-of-vibhishana-6462 |website=ApniSanskriti - Back to veda |accessdate=10 March 2021}}</ref> ଯଦିଓ ନିଜେ ଜଣେ ରାକ୍ଷସ, ସେ ରାବଣର ସଙ୍ଗ ତ୍ୟାଗ ପୂର୍ବକ ରାମଙ୍କ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । ପରେ, ଯେତେବେଳେ ରାମ ରାବଣକୁ ପରାସ୍ତ କଲେ, ରାମ ଅଯୋଧ୍ୟାକୁ ଫେରିବା ପୂର୍ବରୁ ବିଭୀଷଣଙ୍କୁ ଲଙ୍କାର ରାଜା ଭାବରେ ମୁକୁଟ ପିନ୍ଧାଇଲେ । ସେ ଋଷି ବିଶ୍ରବା ଏବଂ କୈକେସୀଙ୍କ ପୁତ୍ର ଥିଲେ । ଲଙ୍କାର ରାଜା ରାବଣ ଏବଂ କୁମ୍ଭକର୍ଣ୍ଣ ତାଙ୍କର ବଡ଼ ଭାଇ ଥିଲେ । ତାଙ୍କର ଆଚରଣ ଏକ ନୈଷ୍ଠିକ ବ୍ରାହ୍ମଣମାନଙ୍କ ପରି ଥିଲା । ସେ ନିଜ ବଡ଼ ଭାଇଙ୍କ ସହିତ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘୋର ତପ କରିଥିଲେ ଏବଂ ବର ସ୍ଵରୂପସ୍ୱରୂପ ଏହି ଆଶୀର୍ବାଦ ମାଗିଥିଲେ ଯେ ସେ ଯେପରି ସର୍ବଦା ଧର୍ମ ପଥରେ ଚଳିବେ ।
 
== ରାମାୟଣରେ ବିଭୀଷଣ ==
"https://or.wikipedia.org/wiki/ବିଭୀଷଣ"ରୁ ଅଣାଯାଇଅଛି