"ବି.ଏମ.ପି-୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି:

{{Infobox weapon|is_vehicle=ହଁ|width={{convert|୨.୯୪|ମିଟର|ftin|abbr=on}}<ref name="TanksInRussia" />|engine_power=୩୦୦ hp (୨୨୪ କିଲୋୱାଟ ) 2,600&nbspରେ ;rpm<ref name="TanksInRussia" /><ref name="Otvaga" />|crew=୩ (ବାହନ ମୁଖ୍ୟ, ଚାଳକ ଏବଂ ବନ୍ଧୁକ ଚାଳକ) + ୮ ଯାତ୍ରୀ|engine=UTD-20, ୬-ସିଲିଣ୍ଡର ୪-ଷ୍ଟ୍ରୋକ V-ଆକାରର ପବନମୁକ୍ତ-ନିବେଶନ ପାଣିଦ୍ଵାରାପାଣିଦ୍ୱାରା ଥଣ୍ଡା ହେଉଥିବା ଏକାଧିକ ଇନ୍ଧନ ୧୫.୮ଲିଟର ଡିଜେଲ|armour={{convert|6|–|33|mm|abbr=on}} ୱେଲ୍ଡ ଆଉ ରୋଲ ହେଇଥିବା ଇସ୍ପାତ|secondary_armament=୭.୬୨ ମିମି [[PKT ମେଶିନ ବନ୍ଧୁକ|PKT]] ସମକକ୍ଷୀୟ ମେଶିନବନ୍ଧୁକ (୨୦୦୦ ଗୁଳି)|primary_armament=୭୩ ମିମି [[2A28 Grom]] କମ ଚାପଯୁକ୍ତ [[smoothbore]] ଲଘୁ-ଝଟକା ଅର୍ଦ୍ଧ-ସ୍ୱୟଂଚାଳିତ ବନ୍ଧୁକ (୪୦ଟି ଗୁଳି )<ref name="TanksInRussia" />
ଟ୍ୟାଙ୍କଭେଦି କ୍ଷେପଣାସ୍ତ୍ର ପ୍ରକ୍ଷେପକ ସହିତ, [[9M14 Malyutka]] ପାଇଁ (୪ଟି କ୍ଷେପଣାସ୍ତ୍ର)<ref name=tvo /> 2A42 କିମ୍ବା 2A72 ସ୍ୱୟଂଚାଳିତ ତୋପସହିତ ଅନ୍ୟ ଟରେଟଗୁଡ଼ିକ|vehicle_range={{convert|୬୦୦|କିମି|abbr=on}} ରାସ୍ତାରେ <ref>{{cite web |url=http://www.globalsecurity.org/military/world/russia/bmp-1-specs.htm |title=ବି.ଏମ.ପି -୧ ଲଢୁଆ ବାହନ |first=John |last=Pike |website=GlobalSecurity.org |access-date=24 December 2014 |archive-url=https://web.archive.org/web/20141006100253/http://www.globalsecurity.org/military/world/russia/bmp-1-specs.htm |archive-date=6 October 2014 |url-status=live }}</ref>
{{convert|୫୦୦|କିମି |abbr=on}} ଖରାପ/ବିନା ରାସ୍ତାରେ <ref name="Otvaga" />|fuel_capacity={{convert|462|l|abbr=on}}<ref name="Otvaga" />|speed={{convert|65|km/h|abbr=on}} road
{{convert|45|km/h|abbr=on}} off-road
{{convert|7|-|8|km/h|abbr=on}} water<ref name="Otvaga" /><ref name="Janes" />|clearance={{convert|୩୭୦|ମିମି|abbr=on}}<ref name="ଋଷିଆରେ ଟ୍ୟାଙ୍କ" /><ref name="ଓତଭାଗା" />|suspension=Individual torsion bar with hydraulic shock absorbers on the 1st and 6th road wheels|weight={{convert|୧୩.୨|ଟନ|abbr=out}}<ref name="TanksInRussia" /><ref name="Otvaga" />|height={{convert|2.068|m|ftin|abbr=on}}
{{convert|1.881|m|ftin|abbr=on}} to turret top<ref name="TanksInRussia" /><ref name="Otvaga" />|ଲମ୍ବ={{convert|6.735|m|ftin|abbr=on}}<ref name="TanksInRussia" />|name=ବି.ଏମ.ପି -୧|spec_label=Ob'yekt 765Sp3|variants=ବି.ଏମ.ପି -୧ , [[ବି.ଏମ.ପି -୨ ]], [[ଏମ.ଏଲ.ଆଇ.-୮୪]], [[Boragh]], ଦେଖନ୍ତୁ [[ବି.ଏମ.ପି -୧ ସଂସ୍କରଣ]].|number=More than 20,000 of all variants (Soviet Union)<ref name="militaryparitet">{{cite web |url=http://www.militaryparitet.com/nomen/russia/bron/bbm/data/ic_nomenrussiabronbbm/10 |script-title=ru:Боевые Машины Пехоты (БМП) и специальные машины на их базе |trans-title=Infantry Fighting Vehicles and special machines based on them |website=MilitaryParitet.com |language=ru |access-date=13 December 2009 |archive-url=https://web.archive.org/web/20091211223114/http://www.militaryparitet.com/nomen/russia/bron/bbm/data/ic_nomenrussiabronbbm/10 |archive-date=11 December 2009 |url-status=live }}</ref>
More than 3,000 of all variants (PRC)<ref name="DeagelBMP-1" />
18,000 (Czechoslovakia)<ref>{{cite web |url=http://www.mocr.army.cz/informacni-servis/zpravodajstvi/ceskoslovensko-v-minulosti-vyvezlo-35-000-tanku-a-obrnencu--vyplyva-z-knihy-o-cs--tankovych-silach--73826/ |title=Československo v minulosti vyvezlo 35 000 tanků a obrněnců, vyplývá z knihy o čs. tankových silách |date=6 September 2012 |website=[[Ministry of Defence (Czech Republic)|Czech Ministry of Defence]] |language=cs |access-date=14 March 2019 |archive-url=https://web.archive.org/web/20180621145638/http://www.mocr.army.cz/informacni-servis/zpravodajstvi/ceskoslovensko-v-minulosti-vyvezlo-35-000-tanku-a-obrnencu--vyplyva-z-knihy-o-cs--tankovych-silach--73826/ |archive-date=21 June 2018 |url-status=live }}</ref>
≈800 (India)<ref>{{cite web |url=https://www.globalsecurity.org/military/world/india/army-equipment.htm |title=Indian Army Equipment |website=[[GlobalSecurity.org]] |access-date=14 March 2019 |archive-url=https://web.archive.org/web/20190126042418/https://www.globalsecurity.org/military/world/india/army-equipment.htm |archive-date=26 January 2019 |url-status=live }}</ref>|manufacturer=[[Kurganmashzavod]] (Soviet Union){{sfnp|Zaloga|Sarson|1994|p=7-8}}
ZTS Detva (Czechoslovakia)
See also [[BMP-1#Production history|Production history section]] for details.|production_date=୧୯୬୬-୧୯୮୨ (ସୋଭିଏତ ସଂଘ ), ଏବେବି ଉତ୍ପାଦିତ (ରୋମାନିୟା) <ref name=tvo />|design_date=୧୯୬୧–୧୯୬୫|designer=ପାଭେଲ ଇସାକୋଭ (ଡିଜାଇନ କାର୍ଯ୍ୟାଳୟ [[Chelyabinsk Tractor Plant|ChTZ]]){{sfnp|Zaloga|Sarson|1994|p=7-8}}|wars=ଦେଖନ୍ତୁ [[ବି.ଏମ.ପି -୧ #ସେବା ଇତିହାସ|ସେବା ଇତିହାସ]]|used_by=ଦେଖନ୍ତୁ [[#ସେବା ଇତିହାସ|ସେବା ଇତିହାସ]]|ସେବା=୧୯୬୬–ବର୍ତ୍ତମାନ|ଉତ୍ସ ଦେଶ=[[ସୋଭିଏତ ସଂଘ]]|ପ୍ରକାର=[[ପଦାତି ଲଢୁଆ ବାହନ ]]
[[କବଚଯୁକ୍ତ ସୈନିକ ବାହକ]]|caption=ପୋଲାଣ୍ଡର ବି.ଏମ.ପି -୧ (BWP-1) ଗୋଟେ ପ୍ରଶିକ୍ଷଣ ଅଭ୍ଯାସରେ|image=BWP-1 Baltops 2016 0283.jpg|pw_ratio=୨୨.୭ hp/tonne (17.0 kW/tonne)}}ବି.ଏମ.ପି -୧ ହେଉଛି ଏକ ସୋଭିଏତ ଜଳସ୍ଥଳଚର ଟ୍ରାକଯୁକ୍ତ ପଦାତିକ ଯୁଦ୍ଧ ଯାନ | ବି.ଏମ.ପି-  ବୟେଭାୟା  ମଶୀନା ପେଖୋତି ୧ ( ରୁଷୀୟ: Боевая Машина Пехоты 1; БМП-1 ), ଅର୍ଥାତ୍ "ପଦାତିକ ଯୁଦ୍ଧ ଯାନ, ପ୍ରଥମ କ୍ରମିକ ମଡେଲ୍" |  ବି.ଏମ.ପି-୧  ସୋଭିଏତ ସଂଘର ପ୍ରଥମ ବହୁଳ ଉତ୍ପାଦିତ ପଦାତିକ ଯୁଦ୍ଧ ଯାନ (ପ.ଯୁ.ଜା)(ଇଂରାଜୀରେ IFV) ଥିଲା |   ଏହାର ସଠିକ୍ ନାମକରଣ ପୂର୍ବରୁ ନାଟୋଦ୍ୱାରା ଏହାକୁ M-1967, BMP ଏବଂ BMP-76PB କୁହାଯାଉଥିଲା |

ସୋଭିଏତ ସାମରିକ ନେତୃତ୍ୱ ଭବିଷ୍ୟତରେ ଯେକୌଣସି ଯୁଦ୍ଧକୁ ପରମାଣୁ, ରାସାୟନିକ ଏବଂ ଜୈବିକ ଅସ୍ତ୍ରଶସ୍ତ୍ର ସହିତ କରାଯାଉଥିବା ଦେଖିଥିଲେ ଏବଂ ବିଏମପି ପରି ଏକ ନୂତନ ଡିଜାଇନ୍, ଏକ କବଚଯୁକ୍ତ ସୈନିକ ବାହକ (କ.ସୈ.ବା)(ଇଂରାଜୀରେ ଏପିସି) ଏବଂ ଏକ ହାଲୁକା ଟ୍ୟାଙ୍କରର ମିଶ୍ରଣ କରି ପଦାତିକମାନଙ୍କୁ କବଚର ସୁରକ୍ଷା ଭିତରୁ କାର୍ଯ୍ୟ କରିବାକୁ ଅନୁମତି ଦେବ | ଦୂଷିତ ଅଞ୍ଚଳରେ ଏହାର କବଚଯୁକ୍ତ , ବିକିରଣ-ସଂରକ୍ଷିତ ଭିତରର ସୁରକ୍ଷା ଭିତରୁ ଏବଂ ଅଦୂଷିତ ଅଞ୍ଚଳରେ ବାହାରୁ ଏଥିରୁ ଲଢେଇ କରିହେବ | ଏହା ପଦାତିକ-ଦଳର ଗତିଶୀଳତା ବୃଦ୍ଧି କରିବ, ସେମାନଙ୍କୁ ଗୁଳିଗୋଳା ସହାୟତା ଯୋଗାଇବ ଏବଂ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ସହିତ ଯୁଦ୍ଧ କରିବାରେ ସକ୍ଷମ ହେବ | {{Sfnp|Zaloga|Sarson|1994}}
୧୫ କ ଧାଡ଼ି:
୧୯୫୦ ଦଶକର ଶେଷ ଭାଗରେ ପ୍ରଥମେ ପ୍ରସ୍ତୁତ ହୋଇଥିବା ବି.ଏମ.ପି ପାଇଁ ଆବଶ୍ୟକତା, ଗତି, ଭଲ ଅସ୍ତ୍ରଶସ୍ତ୍ର ଏବଂ ସମସ୍ତ ସୈନ୍ୟଦଳ ସଦସ୍ୟଙ୍କ ଗାଡି ଭିତରୁ ବନ୍ଧୁକ ଚଳେଇବାର କ୍ଷମତା ଉପରେ ଗୁରୁତ୍ୱାରୋପ କରିଥିଲା। ଏଥିରେ ଥିବା ଅସ୍ତ୍ରଶସ୍ତ୍ରକୁ ଓଲ୍ହେଇ ଯାଇଥିବା ପଦାତିମାନଙ୍କୁ ଗୁଳିଗୋଳା ସମର୍ଥନ ଯୋଗାଇବା ଏବଂ ତୁଳନାତ୍ମକ ହାଲୁକା ସଶସ୍ତ୍ର ଯାନଗୁଡ଼ିକୁ ଧ୍ୱଂସ କରିବାକୁ ସକ୍ଷମ ହେବାକୁ ପଡ଼ିଲା |  ଗାଡିଟି ସୈନିକମାନଙ୍କୁ .୫୦ କ୍ୟାଲିବର ମେସିନ-ବନ୍ଧୁକର ଗୁଳି  ଏବଂ ୨୦-୨୩ମିମି କ୍ୟାଲିବର ସ୍ୱୟଂଚାଳିତ ତୋପମାନଙ୍କଠୁ ସାମ୍ନାପଟରୁ  ଏବଂ ଏବଂ ୫୦୦-୮୦୦ମି ଦୂରତା ମଧ୍ୟରେ ହାଲୁକା ଶେଲ୍ ଖଣ୍ଡଗୁଡ଼ିକରୁ ରକ୍ଷା କରିବା ପାଇଁ ଆବଶ୍ୟକ ଥିଲା |

ଗୁଳିଗୋଳା ସକ୍ଷମତା ଏକ  ଅଭିନବ ମିଶ୍ରଣକୁ ନେଇ ଗଠିତ ଥିଲା ଯେଉଁଥିରେ ଥିଲେ ଏକ ୭୩ମିମି  2A28 ଗ୍ରୋମ ବନ୍ଧୁକ ଏବଂ 9M14 ମାଲୁଟ୍କା (AT-3A Sagger A) ଟ୍ୟାଙ୍କ ବିରୋଧୀ କ୍ଷେପଣାସ୍ତ୍ର  (ATGM) ପାଇଁ ଏକ ପ୍ରକ୍ଷେପକ  | ଏହି ବନ୍ଧୁକଟି ଶତ୍ରୁର କବଚ ଯୁକ୍ତଯାନକୁ ୭୦୦ମିଟର ପର୍ଯ୍ୟନ୍ତ ଧ୍ଵସ୍ତଧ୍ୱସ୍ତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ୫ଏବଂ କ୍ଷେପଣାସ୍ତ୍ରଟି ୫୦୦-୩୦୦୦ ମିଟର ଦୂରରେ ଥିବା ଲକ୍ଷକୁ ଭେଦ କରିବା ପାଇଁ ଉଦ୍ଧିଷ୍ଟ

୧୯୫୯ରୁ ୧୯୬୦ ମଧ୍ୟରେ ବିଭିନ୍ନ ଡିଜାଇନ୍ ବ୍ୟୁରୋକୁ ଆବଶ୍ୟକତା ଜାରି କରାଯାଇଥିଲା। ବି.ଏମ.ପି. ଟ୍ରାକଯୁକ୍ତ କିମ୍ବା ଚକିଯୁକ୍ତ ହେବ କି ନାହିଁ ଏକ ପ୍ରଶ୍ନ ଥିଲା, ତେଣୁ ହାଇବ୍ରିଡ୍ ଚକି/ଟ୍ରାକ୍ ଡିଜାଇନ୍ ସହିତ ଅନେକ ପରୀକ୍ଷାମୂଳକ ବିନ୍ୟାସ ଅନୁସନ୍ଧାନ କରାଯାଇଥିଲା |
୬୭ କ ଧାଡ଼ି:

! style="text-align:right;" | ଇଞ୍ଜିନ୍
| colspan="5" style="text-align:center;" |<nowiki> UTD-20 ୬-ସିଲିଣ୍ଡର ୪-ଷ୍ଟ୍ରୋକ V-ଆକୃତି |</nowiki>

<nowiki>
</nowiki> ବାୟୁହୀନ-ନିବେଶନ ପାଣିଦ୍ଵାରାପାଣିଦ୍ୱାରା-ଥଣ୍ଡା ଡିଜେଲ

<nowiki>
</nowiki> 300 ବିକାଶ hp (224) kW) 2,600 ଘୂର୍ଣନ ପ୍ରତିମିନିଟରେ
| style="text-align:center;" |<nowiki> UTD-20S1 ଡିଜେଲ |</nowiki>

<nowiki>
</nowiki> ବିକାଶ

<nowiki>
</nowiki> ୩୦୦ hp (୨୨୪) kW)

<nowiki>
</nowiki> ୨୬୦୦
ଘୂର୍ଣନ ପ୍ରତିମିନିଟରେ
୮୩ କ ଧାଡ଼ି:

== ଉତ୍ପାଦନ ଇତିହାସ ==
୧୯୬୬ରେ ସୋଭିଏତ ସେନା ସହିତ ବି.ଏମ.ପି ଉତ୍ପାଦନ ଆରମ୍ଭ କଲା | ପ୍ରଥମ ଧାରା (Ob'yekt 765 Sp1, "ସ୍ପେସିଫିକେସନ୍ 1") ୧୯୬୯ ପର୍ଯ୍ୟନ୍ତ ଉତ୍ପାଦିତ ହୋଇଥିଲା | ଏହା ଉନ୍ନତ ଉତ୍ପାଦନ ମଡେଲ, ବି.ଏମ.ପି-୧ (Ob'yekt 765 Sp2)ଦ୍ୱାରା ବଦଳାଯାଇଥିଲା, ଯାହା ୧୯୬୯ରୁ ୧୯୭୩ ପର୍ଯ୍ୟନ୍ତ ଉତ୍ପାଦିତ ହୋଇଥିଲା | ଏହା ପରିବର୍ତ୍ତେ, Ob'yekt 765 Sp3ଦ୍ୱାରା ବଦଳାଯାଇଥିଲା, ଯାହାକି ଏକ ଆଧୁନିକୃତ, ୨୦୦ କିଲୋ ଅଧିକ ଓଜନିଆ ସଂସ୍କରଣ ଥିଲା ଯାହା ୧୯୭୩ରୁ ୧୯୭୯ ପର୍ଯ୍ୟନ୍ତ ଉତ୍ପାଦିତ ହୋଇଥିଲା | ଗଣଉତ୍ପାଦନ ସମୟରେ ଚେସିସ, ଇଞ୍ଜିନ୍ ଏବଂ ଟ୍ରାନ୍ସମିସନର ନିର୍ଭରଯୋଗ୍ୟତା ପାଇଁ ଅନେକ ଉନ୍ନତି କରାଯାଇଥିଲା | ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ଉତ୍ପାଦିତ ବି.ଏମ.ପି-୧ କବଚଯୁକ୍ତ ସୈନିକ ବାହକ (ବି.ଏମ.ପି-୧ପି, Ob'yekt 765 Sp4)ର ଶେଷ ସଂସ୍କରଣ, ଟ୍ୟାଙ୍କଭେଦୀ କ୍ଷେପଣାସ୍ତ୍ର "Konkurs" / "Fagot" ପାଇଁ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରକ୍ଷେପକ 9P135M-1 ସହିତ ସଜ୍ଜିତ ହୋଇଥିଲା | । ବି.ଏମ.ପି-୧ ଏବଂ ଏହାର ବିଭିନ୍ନ ପ୍ରକାରର ମୁଖ୍ୟ ଉତ୍ପାଦକ ଥିଲା କୁର୍ଗାନ ମେସିନ୍ ବିଲଡିଂ ୱାର୍କସ୍ (କୁର୍ଗାନସ୍କି ମାସିନୋଷ୍ଟ୍ରୋଏଟେନି ଜାଭୋଡ୍), କିନ୍ତୁ PRP-3 ଆର୍ଟିଲିରି ଅନୁସନ୍ଧାନ ଯାନ ଚେଲାବିନ୍ସ୍କ ଟ୍ରାକ୍ଟର ୱାର୍କସ (ChTZ) ଏବଂ PRP-4 / PRP-4M | ଆର୍ଟିଲିରି ଅନୁସନ୍ଧାନ ଯାନଗୁଡିକ ରୁବଟୋଭସ୍କ ଇଞ୍ଜିନିୟରିଂ ୱାର୍କସ (RMZ)ଦ୍ୱାରା ଉତ୍ପାଦିତ ହୋଇଥିଲା | ବିଏମପି -1ର ଅଦ୍ଯତନ KMZ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୟାଙ୍କ ମରାମତି କର୍ମଶାଳାଦ୍ୱାରା ନିର୍ଦ୍ଧାରିତ ତଥା ପ୍ରମୁଖ ମରାମତି ସମୟରେ କରାଯାଇଥିଲା | ୨୦,୦୦୦ରୁ ଅଧିକ ବି.ଏମ.ପି-୧ ଏବଂ ଏହା ଉପରେ ଆଧାରିତ ଯାନ ସଂଘଦ୍ଵାରାସଂଘଦ୍ୱାରା ନିର୍ମିତ ହୋଇଥିଲା |
[[ଫାଇଲ:Bundesarchiv_Bild_183-1988-1007-009,_Berlin,_39._Jahrestag_DDR-Gründung,_Parade_crop.jpg|ଡାହାଣ|thumb| ଆଠ ଜଣ ଯାତ୍ରୀଙ୍କ ସହିତ ବି.ଏମ.ପି-୧]]
ଚେକୋସ୍ଲୋଭାକିଆ (ବି.ଭି.ପି-୧), ରୋମାନିଆ ( MLI-84 ) ଏବଂ ଭାରତଦ୍ୱାରା ଲାଇସେନ୍ସ ଅଧୀନରେ ବି.ଏମ.ପି-୧ ଉତ୍ପାଦନ କରାଯାଇଥିଲା ''|'' ୧୯୮୬ ପରଠାରୁ, ଚାଇନାର ଲୋକ ଗଣତନ୍ତ୍ର ନିଜର ଲାଇସେନ୍ସପ୍ରାପ୍ତ କପି ଟାଇପ୍ ୮୬ (WZ 501) ନାମକ ଏକ ଉତ୍ପାଦନ କରିଛି | ଟାଇପ୍ ୮୬ ପଦାତିକ ଲଢୁଆ ଯାନ (ପ.ଲ.ଯା) ଏବଂ ଏହା ଉପରେ ଆଧାରିତ ଯାନ ସଂଖ୍ୟା ପ୍ରାୟ ୩୦୦୦ | ଏହା ଏପର୍ଯ୍ୟନ୍ତ ଲୋକ ମୁକ୍ତି ସେନା ସହିତ ସେବାରେ ଅଛି | ୧୯୯୭ ରୁ, ଇରାନ ବି.ଏମ.ପି-୧, Boraghର ନିଜସ୍ୱ ରୂପାନ୍ତର ଉତ୍ପାଦନ କଲା, ଯାହା ଚାଇନାର WZ 503 ସହିତ ସମାନ |
"https://or.wikipedia.org/wiki/ବି.ଏମ.ପି-୧"ରୁ ଅଣାଯାଇଅଛି