"ବାୟୁରୁ-ବାୟୁ କ୍ଷେପଣାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧୧ କ ଧାଡ଼ି:
 
== '''ଇତିହାସ''' ==
[[ପ୍ରଥମ ବିଶ୍ୱଯୁଦ୍ଧ]] ସମୟରେ ବ୍ୟବହୃତ ଅଣମାର୍ଗଦର୍ଶୀତ [[:en:Air-to-air_rocket|ବାୟୁରୁ-ବାୟୁ ରକେଟରୁ]] ବାୟୁରୁ-ବାୟୁ କ୍ଷେପଣାସ୍ତ୍ର ଉତ୍ପନ୍ନ ହେଇଥିଲା | [[:en:Le_Prieur_rocket|ଲେ ପ୍ରିଅର୍ ରକେଟ୍ ଗୁଡିକ]] ବେଳେବେଳେ ବିପ୍ଲେନ୍ ସହିତ ସଂଲଗ୍ନ ହୋଇ ବୈଦୁତିକ ଭାବରେ [[:en:Observation_balloon|ସାଧାରଣତ ପର୍ଯ୍ୟବେକ୍ଷଣ ବେଲୁନ୍]] ବିରୁଦ୍ଧରେ [[:en:Albert_Ball|ଆଲବର୍ଟ ବଲ୍]] ଏବଂ ଏମ୍.ୱାଲ୍ଟର୍ସ ଭଳି ବିମାନଚାଳକମାନଙ୍କଦ୍ଵାରାବିମାନଚାଳକମାନଙ୍କଦ୍ୱାରା ପ୍ରକ୍ଷେପିତ ହେଉଥିଲା | ମିତ୍ରସେନାର ବାୟୁ ଶ୍ରେଷ୍ଠତାକୁ ସାମ୍ନା କରି [[:en:Nazi_Germany|ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ]] କ୍ଷେପଣାସ୍ତ୍ର ଅନୁସନ୍ଧାନରେ ସୀମିତ ପ୍ରୟାସ କରିଥିଲା, ପ୍ରାରମ୍ଭରେ ଅଣମାର୍ଗଦର୍ଶୀତ [[:en:21_cm_Nebelwerfer_42|୨୧ cm Nebelwerfer ୪୨]] ପଦାତିକ ରକେଟ୍-ବର୍ଷା ସିଷ୍ଟମକୁ [[:en:Werfer-Granate_21|୧୯୪୩ ମସିହାରେ ବାୟୁ-ପ୍ରକ୍ଷେପିତ ହୋଇଥିବା BR ୨୧]] ବିମାନ-ଭେଦୀ ରକେଟରେ ରୂପାନ୍ତର କରିଥିଲା; ଯାହାକି ଅଣମାର୍ଗଦର୍ଶୀତ ରକେଟ୍ ନିୟୋଜନ ଏବଂ [[:en:Ruhrstahl_X-4|Ruhrstahl X-୪]] ପରି ବିଭିନ୍ନ [[:en:List_of_German_guided_weapons_of_World_War_II|ମାର୍ଗଦର୍ଶୀତ '''କ୍ଷେପଣାସ୍ତ୍ର ମୂଳରୂପ''']]<nowiki/>ର ବିକାଶ ପାଇଁ ଆଗେଇଥିଲା |
 
୧୯୫୫ରେ ଯୁଦ୍ଧ ପରବର୍ତ୍ତୀ ଅନୁସନ୍ଧାନ [[:en:Fireflash|ଫାୟାର ଫାୟାରଫ୍ଲାଶକୁ]] ସେବାରେ ଭର୍ତ୍ତି କରାଇବା ପାଇଁ [[:en:Royal_Air_Force|ରୟାଲ ବାୟୁସେନାକୁ]] ଆଗେଇ ନେଇଥିଲା କିନ୍ତୁ ସେମାନଙ୍କର ଫଳାଫଳ ବିଫଳ ହୋଇଥିଲା। [[:en:United_States_Navy|ଆମେରିକାର ନୌସେନା]] ଏବଂ [[:en:United_States_Air_Force|ଆମେରିକାର ବାୟୁସେନା]] ୧୯୫୬ ମସିହାରେ ମାର୍ଗଦର୍ଶୀତ କ୍ଷେପଣାସ୍ତ୍ର ବ୍ୟବହାର ଆରମ୍ଭ କରି ବାୟୁସେନାର [[:en:AIM-4_Falcon|AIM-୪ Falcon]] ଏବଂ ଆମେରିକୀୟ ନୌସେନାର [[:en:AIM-7_Sparrow|AIM-୭ Sparrow]] ଏବଂ [[:en:AIM-9_Sidewinder|AIM-୯ Sidewinder]] ନିୟୋଜିତ କରିଥିଲେ| ସୋଭିଏତ ବାୟୁସେନା ଏହାର [[:en:K-5_(missile)|କେ-୫ (କ୍ଷେପଣାସ୍ତ୍ର)]] ୧୯୫୭ରେ ସେବାରେ ଭର୍ତ୍ତି କରାଇଲା | ଯେହେତୁ କ୍ଷେପଣାସ୍ତ୍ର ପ୍ରଣାଳୀ ଅଗ୍ରଗତି କରିଚାଲିଛି, ଆଧୁନିକ ବାୟୁ ଯୁଦ୍ଧରେ ପ୍ରାୟତ କେବଳ କ୍ଷେପଣାସ୍ତ୍ର ବିନିମୟ ହୋଇଛି | [[:en:Beyond-visual-range_missile|ଦୃଶ୍ୟ-ସୀମା ପାର]] ଯୁଦ୍ଧର ବ୍ୟବହାର ଆମେରିକାରେ ଏତେ ବ୍ୟାପିଗଲା ଯେ ପ୍ରାରମ୍ଭିକ ୧୯୬୦ ଦଶକରେ F-୪ ପ୍ରକାରଗୁଡିକ କେବଳ କ୍ଷେପଣାସ୍ତ୍ରଦ୍ୱାରା ସଜ୍ଜିତ ହୋଇଥିଲେ | [[:en:Vietnam_War|ଭିଏତନାମ ଯୁଦ୍ଧ]] ସମୟରେ ଅଧିକ କ୍ଷୟକ୍ଷତି ହାର ଆମେରିକାକୁ ଅଟୋକାନନ୍ ଏବଂ ପାରମ୍ପାରିକ ବାୟୁଯୁଧ୍ୟ କୌଶଳ ପୁନଃଭର୍ତ୍ତି କରିବା ପାଇଁ ବାଧ୍ୟ କରିଥିଲା କିନ୍ତୁ ବାୟୁ ଯୁଦ୍ଧରେ ଏହି କ୍ଷେପଣାସ୍ତ୍ର ପ୍ରାଥମିକ ଅସ୍ତ୍ର ହୋଇ ରହିଆସିଛି।
୮୦ କ ଧାଡ଼ି:
ସାମ୍ନା ଭାଗରେ ସନ୍ଧାନକାରୀ,ଏକ ରାଡାର ପ୍ରଣାଳୀ, ରାଡାର ହୋମର, କିମ୍ବା ଅଵଲୋହିତ ସଂସୂଚକ (detector) ଅଛି | ଏହା ପଛରେ କ୍ଷେପଣାସ୍ତ୍ରକୁ ନିୟନ୍ତ୍ରଣ କରୁଥିବା [[:en:Avionics|ବୈମାନିକୀ (Avionics)]] ଅଛି | ସାଧାରଣତ ଏହା ପରେ, କ୍ଷେପଣାସ୍ତ୍ରର କେନ୍ଦ୍ରଭାଗରେ,ବିସ୍ଫୋଟକପଦାର୍ଥ, ସାଧାରଣତ ଅନେକ କିଲୋଗ୍ରାମ ଉଚ୍ଚ ବିସ୍ଫୋରକ ଯାହାଧାତୁଦ୍ୱାରା ଘେରିହୋଇ ରହିଥାଏ ଯାହା ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଥାଏ (କିମ୍ବା କେତେକ କ୍ଷେତ୍ରରେ, ପୂର୍ବରୁ-ଖଣ୍ଡବିଖଣ୍ଡିତ) |
 
କ୍ଷେପଣାସ୍ତ୍ରର ପଛ ଭାଗରେ ପ୍ରଣୋଦନ ପ୍ରଣାଳୀ (propulsion system) ରହିଥାଏ, ସାଧାରଣତ କୌଣସି ଏକ ପ୍ରକାରର ରକେଟ୍ ଏବଂ ନିୟନ୍ତ୍ରଣ କାର୍ଯ୍ୟ ପ୍ରଣାଳୀ କିମ୍ବା (ନି.କା.ପ୍ର)(Control actuation system)(CAS) | [[:en:Dual-thrust|ଦ୍ବି-ପ୍ରଣୋଦନ (Dual thrust)]] କଠିନ-ଇନ୍ଧନ ରକେଟ୍ ବହୁତ ସାମାନ୍ୟ, କିନ୍ତୁ କିଛି ଦୂର ଦୂରଗାମୀ କ୍ଷେପଣାସ୍ତ୍ର ତରଳ-ଇନ୍ଧନ ମୋଟର ବ୍ୟବହାର କରନ୍ତି ଯାହା ସେମାନଙ୍କର ପରିସରକୁ ପାଇଁ ଏବଂ ତୀବ୍ରଶକ୍ତିଯୁକ୍ତ ଚୂଡ଼ାନ୍ତ ପର୍ଯ୍ୟାୟ ପରିଚାଳନା ପାଇଁ ଇନ୍ଧନ ସଂରକ୍ଷଣ କରିପାରେ | କେତେକ କଠିନ ଇନ୍ଧନଯୁକ୍ତ କ୍ଷେପଣାସ୍ତ୍ର ଏକ ଦ୍ଵିତୀୟଦ୍ୱିତୀୟ ରକେଟ୍ ମୋଟର ସହିତ ଏହି କୌଶଳର ନକଲ କରନ୍ତି ଯାହା ଚୂଡ଼ାନ୍ତ ପର୍ଯ୍ୟାୟ ଆଗମନରେରେ ଜଳିଯାଏ | ଏମିତି ବିକାଶଧିନ କ୍ଷେପଣାସ୍ତ୍ର ଅଛି , ଯେପରିକି MBDA Meteor, ଯାହା ସେମାନଙ୍କର ପରିସରକୁ ବଢ଼ାଇବା ପାଇଁ ବାୟୁମଣ୍ଡଳର ବାୟୁ ବ୍ୟବହାର କରେ (ଏକ [[:en:Ramjet#:~:text=A%20ramjet%2C%20sometimes%20referred%20to,compressor%20or%20a%20centrifugal%20compressor.|ରାମଜେଟ୍]] ବ୍ୟବହାର କରି, ଜେଟ୍ ଇଞ୍ଜିନ ପରି) |
 
ଆଧୁନିକ କ୍ଷେପଣାସ୍ତ୍ରଗୁଡିକ "କମ-ଧୂଆଁ" ମୋଟର ବ୍ୟବହାର କରନ୍ତି |&nbsp;- ପ୍ରାରମ୍ଭିକ କ୍ଷେପଣାସ୍ତ୍ରଗୁଡିକ ଘନ ଧୂଆଁର ଏକ ଦୀର୍ଘ ରେଖା ଉତ୍ପାଦନ କରିଥିଲେ, ଯାହା ଲକ୍ଷ୍ୟ-ବିମାନର କର୍ମଚାରୀମାନଙ୍କୁ ଆକ୍ରମଣ ବିଷୟରେ ସଚେତନ କରାଇ ଏହାକୁ କିପରି ଏଡାଇ ହେବ ତାହା ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥିଲା |