"ବାୟୁରୁ-ବାୟୁ କ୍ଷେପଣାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (-୍ଵ +୍ୱ)
ଟିକେ (Regular Character Changes)
ଟିକେ (Bot: Automated text replacement (-୍ଵ +୍ୱ))
 
== '''ଇତିହାସ''' ==
[[ପ୍ରଥମ ବିଶ୍ୱଯୁଦ୍ଧ]] ସମୟରେ ବ୍ୟବହୃତ ଅଣମାର୍ଗଦର୍ଶୀତ [[:en:Air-to-air_rocket|ବାୟୁରୁ-ବାୟୁ ରକେଟରୁ]] ବାୟୁରୁ-ବାୟୁ କ୍ଷେପଣାସ୍ତ୍ର ଉତ୍ପନ୍ନ ହେଇଥିଲା | [[:en:Le_Prieur_rocket|ଲେ ପ୍ରିଅର୍ ରକେଟ୍ ଗୁଡିକ]] ବେଳେବେଳେ ବିପ୍ଲେନ୍ ସହିତ ସଂଲଗ୍ନ ହୋଇ ବୈଦୁତିକ ଭାବରେ [[:en:Observation_balloon|ସାଧାରଣତ ପର୍ଯ୍ୟବେକ୍ଷଣ ବେଲୁନ୍]] ବିରୁଦ୍ଧରେ [[:en:Albert_Ball|ଆଲବର୍ଟ ବଲ୍]] ଏବଂ ଏମ୍.ୱାଲ୍ଟର୍ସ ଭଳି ବିମାନଚାଳକମାନଙ୍କଦ୍ଵାରାବିମାନଚାଳକମାନଙ୍କଦ୍ୱାରା ପ୍ରକ୍ଷେପିତ ହେଉଥିଲା | ମିତ୍ରସେନାର ବାୟୁ ଶ୍ରେଷ୍ଠତାକୁ ସାମ୍ନା କରି [[:en:Nazi_Germany|ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ]] କ୍ଷେପଣାସ୍ତ୍ର ଅନୁସନ୍ଧାନରେ ସୀମିତ ପ୍ରୟାସ କରିଥିଲା, ପ୍ରାରମ୍ଭରେ ଅଣମାର୍ଗଦର୍ଶୀତ [[:en:21_cm_Nebelwerfer_42|୨୧ cm Nebelwerfer ୪୨]] ପଦାତିକ ରକେଟ୍-ବର୍ଷା ସିଷ୍ଟମକୁ [[:en:Werfer-Granate_21|୧୯୪୩ ମସିହାରେ ବାୟୁ-ପ୍ରକ୍ଷେପିତ ହୋଇଥିବା BR ୨୧]] ବିମାନ-ଭେଦୀ ରକେଟରେ ରୂପାନ୍ତର କରିଥିଲା; ଯାହାକି ଅଣମାର୍ଗଦର୍ଶୀତ ରକେଟ୍ ନିୟୋଜନ ଏବଂ [[:en:Ruhrstahl_X-4|Ruhrstahl X-୪]] ପରି ବିଭିନ୍ନ [[:en:List_of_German_guided_weapons_of_World_War_II|ମାର୍ଗଦର୍ଶୀତ '''କ୍ଷେପଣାସ୍ତ୍ର ମୂଳରୂପ''']]<nowiki/>ର ବିକାଶ ପାଇଁ ଆଗେଇଥିଲା |
 
୧୯୫୫ରେ ଯୁଦ୍ଧ ପରବର୍ତ୍ତୀ ଅନୁସନ୍ଧାନ [[:en:Fireflash|ଫାୟାର ଫାୟାରଫ୍ଲାଶକୁ]] ସେବାରେ ଭର୍ତ୍ତି କରାଇବା ପାଇଁ [[:en:Royal_Air_Force|ରୟାଲ ବାୟୁସେନାକୁ]] ଆଗେଇ ନେଇଥିଲା କିନ୍ତୁ ସେମାନଙ୍କର ଫଳାଫଳ ବିଫଳ ହୋଇଥିଲା। [[:en:United_States_Navy|ଆମେରିକାର ନୌସେନା]] ଏବଂ [[:en:United_States_Air_Force|ଆମେରିକାର ବାୟୁସେନା]] ୧୯୫୬ ମସିହାରେ ମାର୍ଗଦର୍ଶୀତ କ୍ଷେପଣାସ୍ତ୍ର ବ୍ୟବହାର ଆରମ୍ଭ କରି ବାୟୁସେନାର [[:en:AIM-4_Falcon|AIM-୪ Falcon]] ଏବଂ ଆମେରିକୀୟ ନୌସେନାର [[:en:AIM-7_Sparrow|AIM-୭ Sparrow]] ଏବଂ [[:en:AIM-9_Sidewinder|AIM-୯ Sidewinder]] ନିୟୋଜିତ କରିଥିଲେ| ସୋଭିଏତ ବାୟୁସେନା ଏହାର [[:en:K-5_(missile)|କେ-୫ (କ୍ଷେପଣାସ୍ତ୍ର)]] ୧୯୫୭ରେ ସେବାରେ ଭର୍ତ୍ତି କରାଇଲା | ଯେହେତୁ କ୍ଷେପଣାସ୍ତ୍ର ପ୍ରଣାଳୀ ଅଗ୍ରଗତି କରିଚାଲିଛି, ଆଧୁନିକ ବାୟୁ ଯୁଦ୍ଧରେ ପ୍ରାୟତ କେବଳ କ୍ଷେପଣାସ୍ତ୍ର ବିନିମୟ ହୋଇଛି | [[:en:Beyond-visual-range_missile|ଦୃଶ୍ୟ-ସୀମା ପାର]] ଯୁଦ୍ଧର ବ୍ୟବହାର ଆମେରିକାରେ ଏତେ ବ୍ୟାପିଗଲା ଯେ ପ୍ରାରମ୍ଭିକ ୧୯୬୦ ଦଶକରେ F-୪ ପ୍ରକାରଗୁଡିକ କେବଳ କ୍ଷେପଣାସ୍ତ୍ରଦ୍ୱାରା ସଜ୍ଜିତ ହୋଇଥିଲେ | [[:en:Vietnam_War|ଭିଏତନାମ ଯୁଦ୍ଧ]] ସମୟରେ ଅଧିକ କ୍ଷୟକ୍ଷତି ହାର ଆମେରିକାକୁ ଅଟୋକାନନ୍ ଏବଂ ପାରମ୍ପାରିକ ବାୟୁଯୁଧ୍ୟ କୌଶଳ ପୁନଃଭର୍ତ୍ତି କରିବା ପାଇଁ ବାଧ୍ୟ କରିଥିଲା କିନ୍ତୁ ବାୟୁ ଯୁଦ୍ଧରେ ଏହି କ୍ଷେପଣାସ୍ତ୍ର ପ୍ରାଥମିକ ଅସ୍ତ୍ର ହୋଇ ରହିଆସିଛି।
ସାମ୍ନା ଭାଗରେ ସନ୍ଧାନକାରୀ,ଏକ ରାଡାର ପ୍ରଣାଳୀ, ରାଡାର ହୋମର, କିମ୍ବା ଅଵଲୋହିତ ସଂସୂଚକ (detector) ଅଛି | ଏହା ପଛରେ କ୍ଷେପଣାସ୍ତ୍ରକୁ ନିୟନ୍ତ୍ରଣ କରୁଥିବା [[:en:Avionics|ବୈମାନିକୀ (Avionics)]] ଅଛି | ସାଧାରଣତ ଏହା ପରେ, କ୍ଷେପଣାସ୍ତ୍ରର କେନ୍ଦ୍ରଭାଗରେ,ବିସ୍ଫୋଟକପଦାର୍ଥ, ସାଧାରଣତ ଅନେକ କିଲୋଗ୍ରାମ ଉଚ୍ଚ ବିସ୍ଫୋରକ ଯାହାଧାତୁଦ୍ୱାରା ଘେରିହୋଇ ରହିଥାଏ ଯାହା ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଥାଏ (କିମ୍ବା କେତେକ କ୍ଷେତ୍ରରେ, ପୂର୍ବରୁ-ଖଣ୍ଡବିଖଣ୍ଡିତ) |
 
କ୍ଷେପଣାସ୍ତ୍ରର ପଛ ଭାଗରେ ପ୍ରଣୋଦନ ପ୍ରଣାଳୀ (propulsion system) ରହିଥାଏ, ସାଧାରଣତ କୌଣସି ଏକ ପ୍ରକାରର ରକେଟ୍ ଏବଂ ନିୟନ୍ତ୍ରଣ କାର୍ଯ୍ୟ ପ୍ରଣାଳୀ କିମ୍ବା (ନି.କା.ପ୍ର)(Control actuation system)(CAS) | [[:en:Dual-thrust|ଦ୍ବି-ପ୍ରଣୋଦନ (Dual thrust)]] କଠିନ-ଇନ୍ଧନ ରକେଟ୍ ବହୁତ ସାମାନ୍ୟ, କିନ୍ତୁ କିଛି ଦୂର ଦୂରଗାମୀ କ୍ଷେପଣାସ୍ତ୍ର ତରଳ-ଇନ୍ଧନ ମୋଟର ବ୍ୟବହାର କରନ୍ତି ଯାହା ସେମାନଙ୍କର ପରିସରକୁ ପାଇଁ ଏବଂ ତୀବ୍ରଶକ୍ତିଯୁକ୍ତ ଚୂଡ଼ାନ୍ତ ପର୍ଯ୍ୟାୟ ପରିଚାଳନା ପାଇଁ ଇନ୍ଧନ ସଂରକ୍ଷଣ କରିପାରେ | କେତେକ କଠିନ ଇନ୍ଧନଯୁକ୍ତ କ୍ଷେପଣାସ୍ତ୍ର ଏକ ଦ୍ଵିତୀୟଦ୍ୱିତୀୟ ରକେଟ୍ ମୋଟର ସହିତ ଏହି କୌଶଳର ନକଲ କରନ୍ତି ଯାହା ଚୂଡ଼ାନ୍ତ ପର୍ଯ୍ୟାୟ ଆଗମନରେରେ ଜଳିଯାଏ | ଏମିତି ବିକାଶଧିନ କ୍ଷେପଣାସ୍ତ୍ର ଅଛି , ଯେପରିକି MBDA Meteor, ଯାହା ସେମାନଙ୍କର ପରିସରକୁ ବଢ଼ାଇବା ପାଇଁ ବାୟୁମଣ୍ଡଳର ବାୟୁ ବ୍ୟବହାର କରେ (ଏକ [[:en:Ramjet#:~:text=A%20ramjet%2C%20sometimes%20referred%20to,compressor%20or%20a%20centrifugal%20compressor.|ରାମଜେଟ୍]] ବ୍ୟବହାର କରି, ଜେଟ୍ ଇଞ୍ଜିନ ପରି) |
 
ଆଧୁନିକ କ୍ଷେପଣାସ୍ତ୍ରଗୁଡିକ "କମ-ଧୂଆଁ" ମୋଟର ବ୍ୟବହାର କରନ୍ତି |&nbsp;- ପ୍ରାରମ୍ଭିକ କ୍ଷେପଣାସ୍ତ୍ରଗୁଡିକ ଘନ ଧୂଆଁର ଏକ ଦୀର୍ଘ ରେଖା ଉତ୍ପାଦନ କରିଥିଲେ, ଯାହା ଲକ୍ଷ୍ୟ-ବିମାନର କର୍ମଚାରୀମାନଙ୍କୁ ଆକ୍ରମଣ ବିଷୟରେ ସଚେତନ କରାଇ ଏହାକୁ କିପରି ଏଡାଇ ହେବ ତାହା ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥିଲା |
୩୮,୪୬୫

ଗୋଟି ସମ୍ପାଦନା