"ଦକ୍ଷ ପ୍ରଜାପତି ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୨୯ କ ଧାଡ଼ି:
| website =
}}
ଦକ୍ଷ ପ୍ରଜାପତି ମନ୍ଦିର ହେଉଛି ଓଡ଼ିଶାର ପ୍ରାଚୀନ ମନ୍ଦିର ମାନଙ୍କ ମଧ୍ୟରେ ଅନ୍ୟତମ । ଏହି ମନ୍ଦିରଟି ପ୍ରାଚୀନ ଉତ୍କଳୀୟ କାରୁକାର୍ଯ୍ୟ ନିମନ୍ତେ ପ୍ରସିଦ୍ଧ । ଏହି ମନ୍ଦିରଟି ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାର ଡାହାଣ ପାର୍ଶ୍ଵରେପାର୍ଶ୍ୱରେ ୧୬ ନଂ ଜାତୀୟ ରାଜପଥଠାରୁ ପ୍ରାୟ ୫ କିମି ଦୂରରେ ଅବସ୍ଥିତ । ଏହି ମନ୍ଦିରଟି ମଧ୍ୟ [[ଭୁବନେଶ୍ବର]]ଠାରୁ ପ୍ରାୟ ୧୦୪ କିମି ଦୂର । ପୁରାଣ ଅନୁସାରେ ଦକ୍ଷ ହେଉଛନ୍ତି [[ବ୍ରହ୍ମା]]ଙ୍କ ପୁତ୍ର ଓ ସତୀଙ୍କର ପିତା । ଉକ୍ତ ମନ୍ଦିରରେ ଦକ୍ଷ ପ୍ରଜାପତି [[ଶିବ]]ଙ୍କ ରୂପରେ 'ଦକ୍ଷେଶ୍ୱର' ନାମରେ ପୂଜା ପାଆନ୍ତି । ଏଣୁ ଏହି ମନ୍ଦିରକୁ 'ଦକ୍ଷେଶ୍ୱର ଶିବ ମନ୍ଦିର' ବୋଲି ମଧ୍ୟ କୁହାଯାଏ ।
 
==ଇତିହାସ==
୩୭ କ ଧାଡ଼ି:
 
ପୂର୍ବମୁଖା ହୋଇ ରହିଥିବା ଏହି ମନ୍ଦିରଟି ଚତଃପାର୍ଶ୍ୱରେ ଏକ ପ୍ରାଚୀରଦ୍ୱାରା ଆବଦ୍ଧ ହୋଇରହିଛି । [[କୋଣ୍ଡାଲାଇଟ]] ପଥରଗୁଡ଼ିକୁ ଚୂନଦ୍ବାରା ଯୋଡ଼ାଯାଇ ଏହି ପ୍ରାଚୀନ ମନ୍ଦିରର ନିର୍ମାଣ କରାଯାଇଥିଲା ।
ଏହି ମନ୍ଦିରକୁ ଚାରିଭାଗରେ ବିଭକ୍ତ କରାଯାଇପାରେ । ସେଗୁଡ଼ିକ ହେଲା ରେଖା [[ବିମାନ]], ପିଢ଼ା [[ଜଗମୋହନ]], ପିଢ଼ା [[ନାଟମଣ୍ଡପ]], ସମତଳ ଛାତ ବିଶିଷ୍ଟ [[ଭୋଗମଣ୍ଡପ]] । ଏହାର ଭିତର ପାର୍ଶ୍ଵପାର୍ଶ୍ୱ ଏବଂ ଛାତ ସମତଳ ଅଟେ । ଏହାର ବିମାନ ଓ ଜଗମୋହନ [[ପଞ୍ଚରଥ ଶୈଳୀ]]ରେ ଏବଂ ନାଟମଣ୍ଡପ [[ପଞ୍ଚାଙ୍ଗବାଡ ଶୈଳୀ]]ରେ ନିର୍ମିତ । ଭୋଗମଣ୍ଡପ ହେଉଛି ଖୋଲା ଏବଂ ସ୍ତମ୍ଭ ବିଶିଷ୍ଟ । ଏହା ଏକ ଜୀବନ୍ତ ମନ୍ଦିର ଓ ଗୋଲାକାର ଯୋନୀପୀଠ ମଧ୍ୟରେ ଏକ ପାତାଳଫୁଟା ଶିବଲିଙ୍ଗ ରହିଛନ୍ତି ।
 
ଏହାର ବିମାନ ଏବଂ ଜଗମୋହନ ମୂଳ କଳାକୃତିର ଅଂଶବିଶେଷ ହୋଇଥିବାବେଳେ ଅନ୍ୟ ଅଂଶଗୁଡ଼ିକ [[ହରିଚନ୍ଦନ ରାଜବଂଶ]]ଦ୍ୱାରା ୧୭ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ପରବର୍ତ୍ତୀ ସମୟରେ ବ୍ରିଟିଶ ମାନଙ୍କ ଦ୍ବାରା ମଣ୍ଡପର ନିର୍ମାଣ କରାଯାଇଥିଲା ।
୪୩ କ ଧାଡ଼ି:
==ମନ୍ଦିର ବେଢ଼ାରେ ଥିବା ଦେବାଦେବୀ==
 
ମନ୍ଦିରର ଚାରିପାଖରେ ପାର୍ଶ୍ଵପାର୍ଶ୍ୱ ଦେବଦେବୀ ଯଥା ଗଣେଶ, କାର୍ତ୍ତିକେୟ, ପାର୍ବତୀଙ୍କ ବିଗ୍ରହ ଦେଖିବାକୁ ମିଳେ । ପାର୍ଶ୍ଵପାର୍ଶ୍ୱ ଦେବଦେବୀଙ୍କ ବ୍ୟତୀତ ପଦ୍ମାସନରେ ଆସୀନ ମା' ଲକ୍ଷ୍ମୀ, [[ଅଷ୍ଟଦିଗପାଳ]] (ଇନ୍ଦ୍ର, ଅଗ୍ନି, ଯମ, ବରୁଣ, ବାୟୁ, କୁବେର, ଇସାନ, ନୈରୁତ) ଏହାର [[ଖଖରାମୁଣ୍ଡି]]ରେ, ଦଶାବତାର, ସପ୍ତମାତୃକା ମୂର୍ତ୍ତିମାନ ଦେଖିବାକୁ ମିଳେ ।
 
ଏହା ବ୍ୟତୀତ ମନ୍ଦିର ପରିସରରେ ବୁଢ଼ୀ ଠାକୁରାଣୀ (କିମ୍ବା ବୁଢ଼ୀ ମା' ସାଆନ୍ତାଣୀ) ମନ୍ଦିର ରହିଛି ଯେଉଁଥିରେ ଚୈତ୍ୟ ଆକୃତିର ଯାନ, କାରୁକାର୍ଯ୍ୟପୂର୍ଣ୍ଣ ଗମ୍ବୁଜ ଆଦି ଅନେକ ପଥରଖୋଦେଇ କାମ ଦେଖିବାକୁ ମିଳେ । ଆହୁରି ମଧ୍ୟ ପୂର୍ବାମୁଖା ହୋଇରହିଥିବା ମହାବୀର ମନ୍ଦିରରେ ହନୁମାନଙ୍କ ମୂର୍ତ୍ତି ରହିଛି ଯେଉଁଥିରେ ଅନେକ ପଥରଖୋଦେଇ ଅଳଙ୍କାରମାନ ଦେଖାଯାଏ । ମନ୍ଦିରର ଅନ୍ୟାନ୍ୟ ସ୍ଥାନରେ କଳସ, ମସ୍ତକ, ଲକ୍ଷ୍ମୀନୃସିଂହ, ଅବଲୋକିତେଶ୍ୱର, ହରିହରଙ୍କ ପ୍ରତିମା ରହିଛି । ଏହି ମନ୍ଦିରଟି ଏକ ଶୈବ ମନ୍ଦିର ହୋଇଥିଲେ ବି ବୌଦ୍ଧ ଏବଂ ଜୈନ ଧର୍ମର ଛାପ ଏହାର ପରିସର ମଧ୍ୟରେ ଦେଖିବାକୁ ମିଳେ ।
୫୪ କ ଧାଡ଼ି:
==ଗ୍ୟାଲେରି==
<gallery>
File:IMG 20180619 073801Daksha Prajapati Temple, Banapur , Odisha -12.jpg| ପାର୍ଶ୍ଵପାର୍ଶ୍ୱ ଦେବଦେବୀଙ୍କର ବିଗ୍ରହ
File:Daksha Prajapati Temple, Banapur , Odisha -9.jpg| ମହାବୀରଙ୍କ ପ୍ରତିମା
File:Daksha Prajapati Temple, Banapur , Odisha -6.jpg| ପାର୍ଶ୍ଵପାର୍ଶ୍ୱ ଦେବଦେବୀଙ୍କର ବିଗ୍ରହ
File:Daksha Prajapati Temple, Banapur , Odisha -10.jpg| ମନ୍ଦିର ଭିତରେ ଥିବା ବୃଷଭଙ୍କ ପଥର ନିର୍ମତ ମୂର୍ତ୍ତି
File:Daksha Prajapati Temple, Banapur , Odisha - 8.jpg| ଅବଲୋକିତେଶ୍ଵରଙ୍କଅବଲୋକିତେଶ୍ୱରଙ୍କ ପ୍ରତିମା
File:Daksha Prajapati Temple, Banapur , Odisha - 3.jpg| ମୁଖ୍ୟ ମନ୍ଦିରର ଚିତ୍ର
File:Daksha Prajapati Temple, Banapur , Odisha - 2.jpg| କାର୍ତ୍ତିକେୟଙ୍କ ପ୍ରତିମା