"କାତିଆ ଶାଙ୍କୁଚ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Regular Character Changes |
ଟିକେ Bot: Automated text replacement (-୍ଵ +୍ୱ) |
||
୯ କ ଧାଡ଼ି:
| species = imbricata
| authority = ମାର୍କସ୍ ଏଲିଏଜର୍ ବ୍ଲୋଖ୍ ଓ ୟୋହାନ୍ ଗୋଟ୍ଲୋବ୍ ଶ୍ନାଇଡର୍, ୧୮୦୧
| synonyms = *''ହିମାଣ୍ଟ୍ୟୁରା
*''ରାଜା
*''ରାଜା ଓବ୍ଟ୍ୟୁସା'' <small>କ୍ଲୁଞ୍ଜିଗରରେ ଏହରେନ୍ବର୍ଗ୍ (୧୮୭୧)</small>
}}
୧୭ କ ଧାଡ଼ି:
'''କାତିଆ ଶାଙ୍କୁଚ''' ([[ଇଂରାଜୀ ଭାଷା|ଇଂରାଜୀ ଭାଷାରେ]] '''Scaly Whipray''', ଜୀବବିଜ୍ଞାନ ନାମ ''Brevitrygon imbricata'') ଶାଙ୍କୁଚ ଜାତୀୟ ଜୀବଙ୍କ ଡାସ୍ୟାଟିଡାଏ ପରିବାରର ଏକ ପ୍ରଜାତି । ବ୍ୟାବସାୟିକ ଦୃଷ୍ଟିରୁ ଏମାନେ ସେତେ ଉପଯୋଗୀ ନୁହଁ ଏବଂ ଏମାନଙ୍କ ବିଷାକ୍ତ ଦଂଶନ ମନୁଷ୍ୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।
ଏମାନେ ମୁଖ୍ୟତଃ ଲୋହିତ ସାଗରରୁ ନେଇ କ୍ରାନ୍ତୀୟ ଅଞ୍ଚଳର ଭାରତୀୟ ମହାସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ, [[ମରିସସ|ମୌରିସିୟସ୍ରୁ]] [[ଇଣ୍ଡୋନେସିଆ]] ପର୍ଯ୍ୟନ୍ତ ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଜୁଆରିଆ ଅଞ୍ଚଳରେ, ସମୁଦ୍ର ସଂଲଗ୍ନ ହ୍ରଦରେ ଓ ସମୁଦ୍ର କୂଳରେ କାତିଆ ଶାଙ୍କୁଚ ଅଧିକାଂଶରେ ଦେଖାଯାଏ ।<ref name="iucn" /><ref name="fishbase">{{FishBase|genus=Himantura|species=imbricata|month=July|year=2006}}</ref> ଏହି ଶାଙ୍କୁଚ ଓ [[ଧଳା ଶାଙ୍କୁଚ|ଧଳା ଶାଙ୍କୁଚକୁ]] ନେଇ
ଏମାନଙ୍କ ଶରୀର ପ୍ରାୟ ୨୨ ସେଣ୍ଟିମିଟର ଓସାରିଆ ଓ ଏମାନଙ୍କ ସମ୍ପୂର୍ଣ୍ଣ ଦୈର୍ଘ୍ୟ ପ୍ରାୟ ୬୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ ।<ref name="iucn" /> ପ୍ରାୟ ଗୋଲାକାର କାତିଆ ଶାଙ୍କୁଚର ଫଳକର ବ୍ୟାସ ପ୍ରସ୍ଥ ଓ ଦୈର୍ଘ୍ୟ ପଟେ ପାଖାପାଖି ସମାନ । ଏହାର ଲାଞ୍ଜର ଦୈର୍ଘ୍ୟ ଶରୀରର ଦୈର୍ଘ୍ୟରୁ କ୍ଷୁଦ୍ରତର । ଏହି ଶାଙ୍କୁଚର ପେଟଟି ସମ୍ପୂର୍ଣ୍ଣ ଧଳା ରଙ୍ଗର । ଅଳ୍ପବୟସ୍କ ଶାଙ୍କୁଚ ହେନ୍ତାଳ ବଣ ନିକଟସ୍ଥ ଜଳରେ ବିଚରଣ କରିବା ଦେଖାଯାଇଛି । ଉଭୟ
ଏହି ଶାଙ୍କୁଚମାନେ ଆବଶ୍ୟକତା ଅନୁଯାୟୀ ଲୁଣି ପାଣି ଓ ମଧୁର ପାଣିରେ ରହିବା ଦେଖାଯାଏ । ଏମାନେ ଏପରି ପ୍ରବାସ ପ୍ରଜନନ ଉଦ୍ଦେଶ୍ୟରେ କରନ୍ତି ନାହିଁ । ପ୍ରବାସ ପାଇଁ ଏମାନେ ୧୦୦ କିଲୋମିଟରରୁ ଅଧିକ ଦୂର ଯାଆନ୍ତି ନାହିଁ । ଏମାନେ ଅଣ୍ଡା ଦେଇ ପ୍ରଜନନ କରିଥାନ୍ତି ।<ref name="fishbase" /> ଚିଲିକାରେ ବର୍ଷା ଋତୁ ଓ ମୌସୁମୀ ସରିବା ପରେ କାତିଆ ଶାଙ୍କୁଚ ବାହ୍ୟ ଚ୍ୟାନେଲ୍, ସାତପଡ଼ା ଓ ନଳବଣ ଆଦି ଅଞ୍ଚଳରେ ପ୍ରଜନନ କରିଥାନ୍ତି ।<ref name="ICAR" />
|