"ହରେକୃଷ୍ଣ ମହତାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୪୦ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ହରେକୃଷ୍ଣ ମହତାବ ଓଡ଼ିଶାର [[ଭଦ୍ରକ ଜିଲ୍ଲା]]ର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ ରେ୧୮୯୯ରେ ଜନ୍ମ ନେଇଥିଲେ ।<ref>{{cite web |url= http://odisha.360.batoi.com/know-odisha/odia-personalities/utkala-keshari-harekrushna-mahtab/ |title=Odisha News &#124; A Complete Information Portal on Odisha &#124; Utkala Keshari Harekrushna Mahtab|work=odisha.360.batoi.com|quote=Harekrushna Mahtab was born on November 21, 1899 at Agarpara village in Bhadrak district. |accessdate=27 March 2013}}</ref> ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ [[କଟକ]]ର [[ରେଭେନ୍ସା କଲେଜ]]ରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ ।
 
== ସାମାଜିକ ଓ ରାଜନୈତିକ ଜୀବନ ==