"ସାଧାରଣତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୧ କ ଧାଡ଼ି:
{{ପ୍ରଶାସନର ମୌଳିକ ରୂପ}}
{{ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା}}
'''ସାଧାରଣତନ୍ତ୍ର''' ([[ଲାଟିନ]]:[[ରେସ୍ ପବ୍ଲିକା]]), ଅର୍ଥାତ୍ "ଲୋକ ସମ୍ବନ୍ଧୀୟ", ହେଉଛି ଏକ [[ପ୍ରଶାସନିକ ରୂପଗୁଡ଼ିକର ସୂଚୀ|ପ୍ରଶାସନିକ ରୂପ]] ଯେଉଁଠାରେ "କ୍ଷମତା ଜନସାଧାରଣଙ୍କ ପାଖରେ ଥାଏ ଏବଂ ତାଙ୍କର ପ୍ରତିନିଧିଙ୍କ ଦ୍ବାରା ବ୍ୟବହାର କରାଯାଏ" ।<ref>{{Cite web|title=Republic {{!}} Definition of Republic by Oxford Dictionary on Lexico.com also meaning of Republic|url=https://www.lexico.com/en/definition/republic|access-date=2021-01-14|website=Lexico Dictionaries {{!}} English|language=en}}</ref> ସାଧାରଣତନ୍ତ୍ରଗୁଡ଼ିକରେ, ଦେଶକୁ କୌଣସି ବ୍ଯକ୍ତିବିଶେଷଙ୍କ [[ରେସ୍ ପ୍ରାଇଭାଟା|ବ୍ଯକ୍ତିଗତ ସମସ୍ୟା ବା ସମ୍ପତ୍ତି]] ପରିବର୍ତ୍ତେ ଏକ "ଲୋକ ସମ୍ପତ୍ତି" ରୂପେ ଗ୍ରହଣ କରାଯାଏ । କୌଣସି ସାଧାରଣତନ୍ତ୍ରରେ କ୍ଷମତାର ପ୍ରାଥମିକ ପଦଗୁଡ଼ିକ, [[ଗଣତନ୍ତ୍ର]] କିମ୍ବା କୌଣସି ଏକ [[ଅଳ୍ପତନ୍ତ୍ର|ଅଳ୍ପତନ୍ତ୍ରୀ]] ବା [[ଏକତନ୍ତ୍ର|ଏକତନ୍ତ୍ରୀ]]ଙ୍କ ପାଇଁ ନିରଙ୍କୁଶ ଭାବେ ସଂରକ୍ଷଣ କରାନଯାଇ ଗଣତନ୍ତ୍ର ସହ [[ମିଶ୍ରିତ ପ୍ରଶାସନ|ମିଶ୍ରଣ]] ଦ୍ୱାରା ପ୍ରାପ୍ତ କରାଯାଇଥାଏ । [[ଆଧୁନିକ ସାଧାରଣତନ୍ତ୍ରବାଦ]], [[ରାଜତନ୍ତ୍ର]]ର ବିକଳ୍ପ ହୋଇପାରିଛି, ତେଣୁ ରାଜତନ୍ତ୍ର ପରି ସାଧାରଣତନ୍ତ୍ରରେ ରାଷ୍ଟ୍ରମୁଖ୍ୟ କୌଣସି ବଂଶାନୁକ୍ରମିକ ରାଜତନ୍ତ୍ରୀ ନହୋଇ ସାଧାରଣ ଜନତାଙ୍କ ମଧ୍ଯରୁ ନିର୍ବାଚିତ ବ୍ଯକ୍ତି ହୋଇଥାନ୍ତି ।<ref>{{Cite book|url=https://books.google.com/books?id=UTkBAAAAYAAJ&q=%22A+republic%2C+according+to+the+modern+usage+of+the+word%2C+signifies+a+political+community+which+is+not+under+monarchical+government%22&pg=PA640|title=The Standard Library Cyclopedia of Political, Constitutional, Statistical and Forensic Knowledge|last=Bohn|first=H. G.|year=1849|pages=640|language=en|quote=A ''republic'', according to the modern usage of the word, signifies a political community which is not under monarchical government ... in which one person does not possess the entire sovereign power.}}</ref><ref name="M-W">{{Cite web|url=https://www.merriam-webster.com/dictionary/republic|title=Definition of Republic|website=Merriam-Webster Dictionary|language=en-US|access-date=2017-02-18|quote=a government having a chief of state who is not a monarch ... a government in which supreme power resides in a body of citizens entitled to vote and is exercised by elected officers and representatives responsible to them and governing according to law}}</ref><ref>{{Cite web|url=http://www.dictionary.com/browse/republic|title=The definition of republic|website=Dictionary.com|access-date=2017-02-18|quote=a state in which the supreme power rests in the body of citizens entitled to vote and is exercised by representatives chosen directly or indirectly by them. ... a state in which the head of government is not a monarch or other hereditary head of state.}}</ref>
 
ବର୍ତ୍ତମାନ (୨୦୧୭ ମସିହା) ସୁଦ୍ଧା [[ସାର୍ବଭୌମ ଦେଶମାନଙ୍କର ସୂଚୀ|୨୦୬ ସାର୍ବଭୌମ ଦେଶମାନଙ୍କ]] ମଧ୍ଯରୁ [[ପ୍ରଶାସନିକ ରୂପ ଆଧାରରେ ସାର୍ବଭୌମ ଦେଶମାନଙ୍କର ସୂଚୀ|୧୫୯]]ଟି ଦେଶ ନିଜର ଆଧିକାରିକ ନାମରେ "ସାଧାରଣତନ୍ତ୍ର ବା ଗଣରାଜ୍ୟ (ଇଂରାଜୀରେ Republic ରିପବ୍ଲିକ)" ବ୍ୟବହାର କରିଛନ୍ତି । କିନ୍ତୁ ବାସ୍ତବରେ ଏମାନଙ୍କ ମଧ୍ଯରୁ କେତେକ ଦେଶରେ ଏକ ସାଧାରଣତାନ୍ତ୍ରିକ ସରକାର ସ୍ଥାପନ ହୋଇ ନାହିଁ କିମ୍ବା ସାଧାରଣତାନ୍ତ୍ରିକ ସରକାର ଥିଲେ ମଧ୍ଯ କେତେକ ଦେଶ ନିଜ ନାମରେ ସାଧାରଣତନ୍ତ୍ରର ବ୍ୟବହାର କରିନାହାନ୍ତି ।