"ଲିଖିତାଦେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୭ କ ଧାଡ଼ି:
 
===ଉତ୍ପତ୍ତି===
ଏକ [[ମୋହର (ଚୁକ୍ତି ବିଧି)|ମୋହର]] ଦ୍ୱାରା ପ୍ରମାଣିତ ଲିଖିତାଦେଶ ବା ରିଟ୍ [[ସପ୍ତରାଜ୍ୟ|ଆଙ୍ଗ୍ଲୋ-ସାକ୍ସୋନ ରାଜତନ୍ତ୍ର]]ର ଏକ ବିଶେଷ ଅଙ୍ଗ ଏବଂ ସବିଶେଷ ଆଦେଶର ମାଧ୍ଯମ ଥିଲା ।<ref name="auto">G. O. Sayles, ''The Medieval Foundations of England'' (London 1966) p. 174</ref> ସ୍ଥାନୀୟ ପ୍ରଚଳିତ ଭାଷାରେ ଲିଖିତ, ଲିଖିତାଦେଶଗୁଡ଼ିକ ଭୂମି ପ୍ରଦାନ କିମ୍ବା ଏକ ସ୍ଥାନୀୟ ଦରବାରକୁ ବିଶେଷ ନିର୍ଦ୍ଦେଶ ଦେବାପାଇଁ ଉଦ୍ଦିଷ୍ଟ ଥିଲା । ପ୍ରାରମ୍ଭରେ, ରାଜାଙ୍କ ଠାରେରାଜାଙ୍କଠାରେ ଅନ୍ୟାୟର ଅଭିଯୋଗ କରିଥିବା [[ସାମନ୍ତ]]ର ଜମିମାଲିକ ବିରୁଦ୍ଧରେ ରାଜାଙ୍କ କୁଳପତିଙ୍କ ଦ୍ବାରା ପ୍ରକାଶିତ ନଥିପତ୍ରକୁ ଲିଖିତାଦେଶ କୁହାଯାଉଥିଲା ।<ref name="auto"/> [[ବିଜେତା ୱିଲିୟମ]] ଏହି କାର୍ଯ୍ୟକ୍ରମରେ ଟିକେ ପରିବର୍ତ୍ତନ ଆଣିଲେ: ପ୍ରଥମତଃ, ଲିଖିତାଦେଶଗୁଡ଼ିକୁ ଆଙ୍ଗ୍ଲୋ-ସାକ୍ସୋନ ପରିବର୍ତ୍ତେ ଲାତିନ ଭାଷାରେ ଲେଖାଗଲା, ଦ୍ବିତୀୟତଃ, ସେଥିରେ ଅଧିକରୁ ଅଧିକ ରାଜକୀୟ ଆଦେଶ ଓ ନିର୍ଦ୍ଦେଶ ପ୍ରତିବିମ୍ବିତ ହେବାକୁ ଲାଗିଲା ।<ref>D. Douglas, ''William the Conqueror'' (London 1966) p. 293</ref> ତାଙ୍କର ନିକଟ ଉତ୍ତରାଧିକାରୀମାନେ ଏହି ପ୍ରଥାକୁ ଅନୁସରଣ କଲେ, କିନ୍ତୁ [[ହେନେରୀ ୨ୟ, ଇଂଲଣ୍ଡ|ହେନେରୀ ଦ୍ୱିତୀୟ]]ଙ୍କ ରାଜତ୍ବ କାଳରେ ଲିଖିତାଦେଶଗୁଡ଼ିକ ନ୍ୟାୟ ଦାବି କରୁଥିବା ଜନସାଧାରଣଙ୍କ ପାଇଁ ଉପଲବ୍ଧ କରିଦିଆଗଲା ।<ref>G. O. Sayles, ''The Medieval Foundations of England'' (London 1966) p. 305 and p. 332-3</ref>
 
ଲିଖିତାଦେଶଗୁଡ଼ିକ ଦୁଇଟି ମୁଖ୍ଯ ରୂପ ନେଇପାରିବେ, ସମସ୍ତଙ୍କ ପଠନ ପାଇଁ ମୁକ୍ତ ଏବଂ ଏକ ବା ଏକାଧିକ ବିଶେଷ ବ୍ଯକ୍ତିଙ୍କ ବନ୍ଦ ।<ref>R. Wickson, ''the Community of the Realm in 13th C England'' (London 1970) p. 24</ref>
୨୪ କ ଧାଡ଼ି:
[[File:Return of 1702 writ of attachment signed by Chief Justice John Guest of Pennsylvania.jpg|right|thumb|ଉପରୋକ୍ତ ଲିଖିତାଦେଶର ଉତ୍ତର, [[ଫିଲାଡେଲଫିଆ]]ର [[ସେରିଫ]] ଏହାର ପ୍ରଶଂସା କରିବା ସହ ଉତ୍ତର ଦେଲେ, ଯେ ସେ ଏପର୍ଯ୍ୟନ୍ତ ଉକ୍ତ ଋଣସମ୍ପତ୍ତିର ଅଧିକାରରେ ଅଛନ୍ତି ଏବଂ ଏକ ଗ୍ରାହକର ସନ୍ଧାନରେ ଅଛନ୍ତି ।]]
 
[[ଯୁକ୍ତରାଷ୍ଟ୍ରର ବିଧି]], ପ୍ରଥମେ ପାରମ୍ପରିକ ଇଂରେଜ ଲିଖିତାଦେଶ ବ୍ୟବସ୍ଥା ଗ୍ରହଣ କରିଥିଲା । [[ସର୍ବ ଲିଖିତାଦେଶ ଅଧିନିୟମ]]<ref>{{UnitedStatesCode|28|1651}}</ref> [[ଯୁକ୍ତରାଷ୍ଟ୍ରୀୟ ସଙ୍ଘୀୟ ନ୍ୟାୟବ୍ୟବସ୍ଥା|ଯୁକ୍ତରାଷ୍ଟ୍ରର ସଙ୍ଘୀୟ ନ୍ୟାୟାଳୟମାନଙ୍କୁ]] "ଆବଶ୍ଯକତାନୁଯାୟୀଆବଶ୍ୟକତାନୁଯାୟୀ ନିଜର ଅଧିକାରକ୍ଷେତ୍ର ଅଧିନରେ ବିଧିର ସିଦ୍ଧାନ୍ତ ଅନୁସରଣ କରି ସମସ୍ତ ଲିଖିତାଦେଶର ପ୍ରୟୋଗ କରିବା ପାଇଁ" ଅଧିକାର ଦେଲା । କିନ୍ତୁ, [[ଯୁକ୍ତରାଷ୍ଟ୍ରୀୟ ଜିଲ୍ଲା ନ୍ୟାୟାଳୟ]]ଗୁଡ଼ିକରେ [[ଲୋକପ୍ରକ୍ରିୟା]]ର ନିୟନ୍ତ୍ରଣ ପାଇଁ ୧୯୩୮ରେ ଗୃହୀତ [[ଲୋକପ୍ରକ୍ରିୟା ପାଇଁ ସଙ୍ଘୀୟ ନିୟମ]] ଅନୁସାରେ, ଲୋକ ମାମଲାରେ କେବଳ ଏକ ପ୍ରକାରର କାର୍ଯ୍ୟ ଗ୍ରହଣ କରାଯାଇ ପାରିବ ଏବଂ ଏତଦ୍ବାରା କେତେକ ଲିଖିତାଦେଶଗୁଡ଼ିକୁ ବଶେଷ ଭାବରେ ପ୍ରତ୍ୟାହାର କରାଗଲା । କେତେକ ଲିଖିତାଦେଶ ଯାହା ଏବେ ମଧ୍ଯ ଯୁକ୍ତରାଷ୍ଟ୍ରରେ ପ୍ରଚଳିତ:
 
== ଆଧାର ==