"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୪୨୩ କ ଧାଡ଼ି:
* ଫେବୃଆରୀ ୧ରୁ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକ୍ଷମ<ref name="କଳିଙ୍ଗ ଟିଭି">{{cite web |title=Odisha Govt issues Covid 19 guidelines for February 2021 |url=https://kalingatv.com/state/odisha-govt-issues-february-guidelines-500-allowed-to-attend-marriage-funeral/ |website=KalingaTV |accessdate=1 February 2021 |date=30 January 2021}}</ref>
== ଅନଲକ-୧୦ (ମାର୍ଚ୍ଚ-ଗାଇଡ଼ଲାଇନ)==
ମାର୍ଚ୍ଚ ୨୦୨୧ ପାଇଁ ଓଡିଶାଓଡ଼ିଶା ସରକାର ନୂତନ ଭାବେ କୋଭିଡ଼୍-୧୯ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀରେ ସାମାଜିକ ଦୂରତା, ଚେହେରା ମାସ୍କିଂ ଏବଂ ହ୍ୟାଣ୍ଡ ସାନିଟାଇଜେସନ୍ ଭଳି ମୌଳିକ ପଦକ୍ଷେପ ଉପରେ ସରକାରଙ୍କ ଆଭିମୁଖ୍ୟ ଦର୍ଶାଯାଇଛି ।
 
ବୃହତ ସମାବେଶ ଅୟତ୍ତ କରିବା ପାଇଁ ରାଜ୍ୟ ସରକାର ବିବାହ ଏବଂ ଅନ୍ତିମ ସଂସ୍କାର ସମେତ ସମସ୍ତ ପ୍ରକାର ସାମାଜିକ ଧାର୍ମିକ ତଥା ସାଂସ୍କୃତିକ ମଣ୍ଡଳୀରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ଦେଇଛନ୍ତି । ଅବଶ୍ୟ, ଅପେରା ଏବଂ ମୁକ୍ତ ଆକାଶ ଥିଏଟର ପାଇଁ ସର୍ବାଧିକ ସଂଖ୍ୟକ ଦର୍ଶକ ସଂଖ୍ୟା ୨୦୦୦ ରେ୨୦୦୦ରେ ସିମୀତ ରଖାଯାଇଛି ।
 
ଏହି ସମୟରେ, ୧ ମାର୍ଚ୍ଚ ୨୦୨୧ ଠାରୁ ବରିଷ୍ଠ ନାଗରିକ ତଥା ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦେଶବ୍ୟାପୀ ଟୀକାକରଣରେ ଭାଗ ନେବାକୁ ପ୍ରସ୍ତୁତ କରାଯାଉଛି ।<ref name="newsonair.com">{{cite web |title=Odisha govt issues fresh Covid-19 guidelines for March |url=http://www.newsonair.com/News?title=Odisha-govt-issues-fresh-Covid-19-guidelines-for-March&id=410776 |website=www.newsonair.com |accessdate=1 March 2021}}</ref>
 
== ଅନଲକ-୧୧ (ଏପ୍ରିଲ-ଗାଇଡ଼ଲାଇନ)==
ଏପ୍ରିଲ-୨୦୨୧ ପାଇଁ ଓଡିଶାଓଡ଼ିଶା ସରକାର ନୂତନ ଭାବେ କୋଭିଡ଼୍-୧୯ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀରେ ସାମାଜିକ ଦୂରତା, ଚେହେରା ମାସ୍କିଂ ଏବଂ ହ୍ୟାଣ୍ଡ ସାନିଟାଇଜେସନ୍ ଭଳି ମୌଳିକ ପଦକ୍ଷେପ ଉପରେ ସରକାରଙ୍କ ଆଭିମୁଖ୍ୟ ଦର୍ଶାଯାଇଛି ।
 
ବୃହତ ସମାବେଶ ଅୟତ୍ତ କରିବା ପାଇଁ ରାଜ୍ୟ ସରକାର ବିବାହ ନିମନ୍ତେ ସର୍ବାଧିକ ୨୦୦ ଏବଂ ଅନ୍ତିମ ସଂସ୍କାର ସମେତ ସମସ୍ତ ପ୍ରକାର ସାମାଜିକ ଧାର୍ମିକ ତଥା ସାଂସ୍କୃତିକ ମଣ୍ଡଳୀରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ଦେଇଛନ୍ତି ।
୪୩୯ କ ଧାଡ଼ି:
ଏପ୍ରିଲ ୨୦୨୧ ପ୍ରଥମ ସପ୍ତାହ ବେଳକୁ ଦେଶରେ ତଥା ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଦେଖାଇବା ଆରମ୍ଭ କଲା । ହଠାତ ଦୈନିକ ସଂକ୍ରମଣ ହାର ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଆସ୍ତେ ଆସ୍ତେ ବଢିବାକୁ ଲାଗିଲା ।<ref name="The New Indian Express">{{cite web |title=Odisha could see peak of 5,000 coronavirus cases a day by month-end |url=https://www.newindianexpress.com/states/odisha/2021/apr/08/odisha-could-see-peak-of-5000-coronavirus-cases-a-day-by-month-end-2287388.html |website=The New Indian Express |accessdate=21 April 2021}}</ref>
 
ଛତିଶଗଡ ସୀମାବର୍ତ୍ତୀ ୧୦ଟି ପଶ୍ଚିମ ଏବଂ ଦକ୍ଷିଣ ଜିଲ୍ଲାରେ ଏପ୍ରିଲ୍ ଆରମ୍ଭରୁ କରୋନା ସଂକ୍ରମଣ ବୃଦ୍ଧି ହେବା ଆରମ୍ଭ ହୋଇଥିଲା । ମାର୍ଚ୍ଚ ଦ୍ୱିତୀୟ ଏବଂ ତୃତୀୟ ସପ୍ତାହରେ ରାୟପୁରରେ ଆୟୋଜିତ ଏକ ଟି-୨୦ କ୍ରିକେଟ୍ ଟୁର୍ନାମେଣ୍ଟକୁ ଏହାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଥିଲା । କମ୍ ଟିକେଟ୍ ମୂଲ୍ୟ ସୀମାନ୍ତରେ ଥିବା ଓଡିଶାଓଡ଼ିଶା ଜିଲ୍ଲାର ଲୋକଙ୍କୁ ଏହି ଟୁର୍ନାମେଣ୍ଟ ଦେଖିବାକୁ ଉତ୍ସାହିତ କରିଥିଲା ଏବଂ ହଜାର ହଜାର ଦର୍ଶକ ମାସ୍କ ନ ପିନ୍ଧି ମ୍ୟାଚ୍ ଦେଖୁଥିଲେ ।<ref name="Frontline">{{cite web |last1=Das |first1=Prafulla |title=As the second wave hits Odisha and new COVID-19 cases increase dramatically, the government resorts to night curfews and weekend lockdowns to contain the spread |url=https://frontline.thehindu.com/dispatches/as-the-second-wave-hits-odisha-and-new-covid-19-cases-increase-dramatically-the-government-resorts-to-night-curfews-and-weekend-lockdowns-to-contain-the-spread/article34365189.ece |website=Frontline |accessdate=21 April 2021 |language=en}}</ref>
 
== ମିଡିଆର ଭୂମିକା ==