"ରବି ଶଙ୍କର ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removing htttp from website, url is the right place for links
ଅଧିକ ତଥ୍ୟ
୫ କ ଧାଡ଼ି:
| imagesize =
| caption =
| birth_date = {{birth date |df=yes|1948|12|26}}
| birth_place = ଦତ୍ତପଡ଼ା, [[ପୁରୀ ଜିଲ୍ଲା|ପୁରୀ]]
| birth_place =
| death_date = {{death date and age|2021|04|22|1948|12|26|df=yes}}
| death_place = [[ଭୁବନେଶ୍ୱର]]
| death_cause = [[କରୋନାଭୂତାଣୁ ରୋଗ ୨୦୧୯|କରୋନା]]
| yearsactive =
| occupation = ଚଳଚ୍ଚିତ୍ର ସମ୍ପାଦକ
|education =
|alma_mater = [[ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ]] , [[ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା]]
|alma_mater =
|spouse = ନନ୍ଦିତା ପଟ୍ଟନାୟକ
|children = ଅଂଶୁମାନ ପଟ୍ଟନାୟକ
|parents =
|awards = ଜୟଦେବ ପୁରସ୍କାର ୨୦୧୭
Line ୧୯ ⟶ ୨୧:
}}
 
'''ରବି ଶଙ୍କର ପଟ୍ଟନାୟକ''', ( ୨୬ ଡିସେମ୍ବର ୧୯୪୮ - ୨୨ ଅପ୍ରେଲ ୨୦୨୧ ) ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଅଟନ୍ତିଥିଲେ ।<ref name="TiwariMisra2000">{{cite book|author1=A. N. Tiwari|author2=Baidyanath Misra|title=Reference Orissa: an Indian state of eastern region|url=https://books.google.com/books?id=m0wOAQAAMAAJ|year=2000|publisher=Enterprising Publishers}}</ref> ସେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର [[ଜୟଦେବ ପୁରସ୍କାର]] ମଧ୍ୟ ଲାଭ କରିଛନ୍ତି । ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ ।<ref>{{cite web |title=Odisha Film Awards 2017: Ravi Shankar Patnaik Receives ‘Jayadev Puraskar’ |url=https://odishatv.in/odisha/odisha-film-awards-2017-ravi-shankar-patnaik-receives-jayadev-puraskar-355927 |website=odishatv.in |publisher=Odisha TV |accessdate=7 March 2019}}</ref> ସେ [[ଓଡ଼ିଶା]]ର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ । ୧୯୭୭ ମସିହାର ଚଳଚ୍ଚିତ୍ର [[ଅଭିମାନ]]ରୁ ସେ ସମ୍ପାଦନା ଆରମ୍ଭ କରିଥିଲେ ।
 
ରବି ଶଙ୍କର ୧୯୪୮ ମସିହାରେ ପୁରୀ ଜିଲ୍ଲାର ଦତ୍ତପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ, ପୁନେର ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରୁ ଚଳଚ୍ଚିତ୍ର ସମ୍ପାଦନା ବିଷୟରେ ଶିକ୍ଷା ଲାଭ କରିଥିଲେ । ୨୩ ବର୍ଷ ବୟସରେ ସେ ୨୭ ଡାଉନ୍‌ ଚଳଚ୍ଚିତ୍ରରେ ସମ୍ପାଦନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।<ref>{{cite news |title=ଖ୍ୟାତନାମା ଫିଲ୍ମ ଏଡିଟର ରବିଶଙ୍କରଙ୍କ ପରଲୋକ |url=https://sambadepaper.com/imageview_254781_23619629_4_71_23-04-2021_10_i_1_sf.html |accessdate=23 April 2021 |issue=ସମ୍ବାଦ ୨୩/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯ |publisher=ଇଷ୍ଟର୍ଣ୍ଣ ମିଡ଼ିଆ |date=23 April 2021 |archiveurl=https://web.archive.org/web/20210423071152/https://sambadepaper.com/imageview_254781_23619629_4_71_23-04-2021_10_i_1_sf.html |archivedate=23 April 2021 |page=୯}}</ref> ୧୯୭୭ ମସିହାର ଚଳଚ୍ଚିତ୍ର [[ଅଭିମାନ]] ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।
 
== କଥାଚିତ୍ରରେ ସମ୍ପାଦନା ==
Line ୨୫ ⟶ ୨୯:
* [[ଆରତୀ]]
* [[ମହାସତୀ ସାବିତ୍ରୀ]]
* [[ଶଙ୍ଖା ସିନ୍ଦୂର]]
* [[ଦଣ୍ଡାବାଳୁଙ୍ଗା]]
* [[ବଧୂ ନିରୁପମା]]
Line ୬୪ ⟶ ୬୮:
{{ଜୟଦେବ ପୁରସ୍କାର}}
 
[[ଶ୍ରେଣୀ:ଓଡ଼ିଆପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:୧୯୪୮ ଜନ୍ମ]]
[[ଶ୍ରେଣୀ:୨୦୨୧ ମୃତ୍ୟୁ]]