"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଓଡ଼ିଆ ଅଭିନେତା ଓ ରାଜନୀତିଜ୍ଞ
Content deleted Content added
ନୂତନ: ସିଦ୍ଧାନ୍ତ ମହାପାତ୍ର |
(କିଛି ବଦଳିନାହିଁ)
|
୧୬:୫୯, ୭ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ସିଦ୍ଧାନ୍ତ ମହାପାତ୍ର ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତା ।
ସିଦ୍ଧାନ୍ତ ମହାପାତ୍ର | |
---|---|
ଜନ୍ମ | ୧୯୬୬ |
ଜାତୀୟତା | ଭାରତୀୟ |
ବୃତ୍ତି | ସିନେମା ଅଭିନେତା |
ସକ୍ରିୟ ବର୍ଷ | ୧୯୯୩-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତା |
ବୈବାହିକ-ସାଥୀ | ମାମା ମିଶ୍ର |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସିଦ୍ଧାନ୍ତ ମହାପାତ୍ର ବାଲୁଗାଁ, ଓଡ଼ିଶା ଠାରେ ୪ ମଇ ୧୯୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, କେନ୍ଦୁଝର ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, ନୂଆଦିଲ୍ଲି ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ
ସିନେମା ଜୀବନ
୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ସିନେମା
- ୧୪୩ ଆଇ ଲଭ ୟୁ
- ମତେ ବୋହୁ କରି ନେଇଯା
- ବାହୁଡ଼ିବେ ମୋ ଜଗାବଳିଆ
- ଯେ ପାଞ୍ଚେ ପର ମନ୍ଦ
- ଧର୍ମର ହେବ ଜୟ
- ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
- ସିନ୍ଦୂର ନୁହେଁ ଖେଳଘର
- ଶାଶୁଘର ଚାଲିଯିବି
- ସନ୍ତାନ
- ମନ ରହିଗଲା ତୁମରି ଠାରେ
- ଯଶୋଦା
- ରଣଭୂମି
- ଗଙ୍ଗା ଯମୁନା
- ମୋ କୋଳ ତୋ ଝୁଲଣା
- ସିଂହବାହିନୀ
- ନାରୀ ଆଖିରେ ନିଆଁ
- ଶ୍ରଦ୍ଧାଞ୍ଜଳି
ରାଜନୈତିକ ଜୀବନ
ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ଓଡ଼ିଶାର ବ୍ରହ୍ମପୁର ନିର୍ବାଚନମଣ୍ଡଳିରୁ ବିଜୟୀ ହୋଇ ଚଳିତ ପଞ୍ଚଦଶ ଲୋକସଭାର ସଦସ୍ୟ (ସାଂସଦ) ଅଛନ୍ତି
ପୁରସ୍କାର
ଦ୍ରଷ୍ଟବ୍ୟ
ବାହାର ଲିଙ୍କ
- ଇଣ୍ଟରନେଟ ମୁଭି ଡାଟାବେସରେ ସିଦ୍ଧାନ୍ତ ମହାପାତ୍ର