Content deleted Content added
୧୬ କ ଧାଡ଼ି:
 
== ମୋ ବିଷୟରେ ==
ମୋର ଜନ୍ମ ୧୯୯୫ ମସିହା ଜାନୁଆରୀ ୧୦ରେ ନିଳୋକ ଗ୍ରାମରେ ହୋଇଥିଲା ।<ref>{{cite news |title=ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ |url=https://www.dharitri.com/%E0%AC%B8%E0%AC%82%E0%AC%97%E0%AD%8D%E0%AC%B0%E0%AC%BE%E0%AC%AE%E0%AC%99%E0%AD%8D%E0%AC%95%E0%AD%81-%E0%AC%AF%E0%AD%81%E0%AC%AC-%E0%AC%AA%E0%AD%8D%E0%AC%B0%E0%AD%87%E0%AC%B0%E0%AC%A3%E0%AC%BE/ |accessdate=1 October 2020 |work=ଧରିତ୍ରୀ |publisher=dharitri.in |date=27 February 2020 |archiveurl=http://web.archive.org/web/20201001183432/http://web.archive.org/screenshot20201204024928/https://www.dharitri.com/%E0%AC%B8%E0%AC%82%E0%AC%97%E0%AD%8D%E0%AC%B0%E0%AC%BE%E0%AC%AE%E0%AC%99%E0%AD%8D%E0%AC%95%E0%AD%81-%E0%AC%AF%E0%AD%81%E0%AC%AC-%E0%AC%AA%E0%AD%8D%E0%AC%B0%E0%AD%87%E0%AC%B0%E0%AC%A3%E0%AC%BE/ |archivedate=1 October 2020 |location=ବନ୍ତ |language=[[ଓଡ଼ିଆ ଭାଷା|ଓଡ଼ିଆ]]}}</ref> ମୁଁ ମୋର ପାଠ ପଢ଼ା ନିଳୋକ ଗ୍ରାମରେ ଥିବା ହରିହର ନୋଡଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲି । ଏବଂ ୨୦୦୭ରେ [[ନିଳୋକ ଉଚ୍ଚ ବିଦ୍ୟାଳୟ]]ରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲି । ସେଠାରୁ ୨୦୧୦ରେ ଉତ୍ତୀର୍ଣ ହେବା ପରେ ୨୦୧୨ରେ ବିନାୟକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରୁ ମୋର ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଶେଷ କରିଥିଲି । ପରେ ପରେ ୨୦୧୨ ଅଗଷ୍ଟ ମାସରେ [[ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡି]]ରେ କମ୍ପୁଟର ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲି । ୨୦୧୬ରେ ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲି ।
 
== ଉଇକିପିଡ଼ିଆ ସ‌ହ ସମ୍ପର୍କ ==