"ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪୪ କ ଧାଡ଼ି:
}}
 
'''ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ''' ( ୧୯୪୨ - ୧୦ ଅପ୍ରେଲ ୨୦୨୧ ) ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ସେ ମୁଖ୍ୟତଃ ନିଜର ଲେଖନୀ ଚାଳନା କରିଥିଲେ ।<ref name="Chatterjee1968">{{cite book|author=Ramananda Chatterjee|title=The Modern Review|url=https://books.google.com/books?id=22kjAQAAIAAJ|year=1968|publisher=Prabasi Press Private, Limited}}</ref><ref>{{cite book|title=Triveni: Journal of Indian Renaissance|url=https://books.google.com/books?id=3fZUx5LpfgUC|year=2010|publisher=Triveni Publishers.}}</ref><ref>{{cite book|title=The Calcutta review|url=https://books.google.com/books?id=HRcxAQAAMAAJ|year=1966}}</ref> ସେ ''ଓଡ଼ିଶା ଶିକ୍ଷା ସେବା'' ଏବଂ ଭାରତ ସରକାରଙ୍କ "ସଂସ୍କୃତି ବିଭାଗ"ରେ କାର୍ଯ୍ୟ କରିଥିଲେ । ସେ ''ଓଡ଼ିଶା ରିଭ୍ୟୁ'' ପତ୍ରିକାର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
 
ଜିତେନ୍ଦ୍ର ନାରାୟଣ, ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୬୩ ମସିହାରେ ସେ ''ଓଡ଼ିଶା ଶିକ୍ଷା ସେବା''ରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରି ୨୦୦୦ ମସିହାରେ ଇଂରାଜୀ ପ୍ରାଧ୍ୟାପକ ଓ ରାଜ୍ୟ ଚୟନକର୍ତ୍ତା ବୋର୍ଡ଼ର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କ ଅଧିନରେ ଅନେକ ଛାତ୍ର ଗବେଷଣା କରି ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ । [[ଓଡ଼ିଶା ସରକାର|ଓଡ଼ିଶା ସରକାରଙ୍କଦ୍ୱାରା]] ପ୍ରକାଶିତ "ଓଡ଼ିଶା ରିଭ୍ୟୁ" ପତ୍ରିକାକୁ ସେ ୬ ବର୍ଷ ଧରି ସମ୍ପାଦନା କରିଥିଲେ ।