"ଯାଦବ ପାଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ରାଜନୀତିଜ୍ଞ
Content deleted Content added
ଯାଦବ ପାତ୍ର ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୨୨:୨୦, ୧୨ ଅପ୍ରେଲ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଯାଦବ ପାତ୍ର (୧ ଜୁଲାଇ ୧୯୧୫ - ୮ ଅଗଷ୍ଟ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଯାଦବ ପାତ୍ର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀଲୋକନାଥ ପାତ୍ର
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1915-07-01)୧ ଜୁଲାଇ ୧୯୧୫
ମୃତ୍ୟୁ୮ ଅଗଷ୍ଟ ୧୯୯୮(1998-08-08) (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଯାଦବ ପାତ୍ର ୧୯୧୫ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧]

ରାଜନୈତିକ ଜୀବନ

ଯାଦବ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ

ଯାଦବ ପାତ୍ର ୧୯୯୮ ମସିହାର ଅଗଷ୍ଟ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର

  1. ୧.୦ ୧.୧ ୧.୨ "Shri Jadab Padra". odishaassembly.nic.in. Odisha Assembly. Retrieved 12 April 2021.