"ସାଧାରଣତନ୍ତ୍ର ଦିବସ (ଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ 2409:4062:28B:8683:A67:56BA:5B94:D809 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 2409:4062:2E98:3ED9:179C:3697:7639:DF80ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୨୧ କ ଧାଡ଼ି:
[[File:Rajendra Prasad readies to take part in the first Republic Day parade.jpg|thumb|ସଭାପତି [[ରାଜେନ୍ଦ୍ର ପ୍ରସାଦ]] ''(ଘୋଡ଼ାଗାଡ଼ିରେ)'' ନୂଆଦିଲ୍ଲୀ ରାଜପଥରେ ପ୍ରଥମ ସାଧାରଣତନ୍ତ୍ର ଦିବସରେ (୧୯୫୦) ଭାଗ ନେବାକୁ ଯାଉଛନ୍ତି ।]]
 
ଇଂରେଜ ଶାସନରୁ [[ମହାତ୍ମା ଗାନ୍ଧୀ]]ଙ୍କ ନେତୃତ୍ୱରେ ଅସ‌ହ‌ଯୋଗ ଓ ଅହିଂସାପୂର୍ଣ୍ଣ [[ଭାରତୀୟ ସ୍ୱାଧୀନତା ଆନ୍ଦୋଳନ]] ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । ଇଂଲଣ୍ଡର ପାର୍ଲିଆମେଣ୍ଟରେ [[ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୪୭]] (୧୦ ଓ ୧୧ ଜିଇଓ ୬ ସି ୩୦) ବଳରେ [[ବ୍ରିଟିସ ଭାରତ]] ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ [[ଭାରତ]] ଓ [[ପାକିସ୍ଥାନ]]ରେ ବିଭକ୍ତ ହୋଇ [[କମନ‌ୱେଲ୍ଥ ନେସନ]]ରେ ସଂଯୁକ୍ତ ହେଲା ।<ref name="the act">{{cite web|url=http://www.legislation.gov.uk/ukpga/Geo6/10-11/30|title=Indian Independence Act 1947|publisher=[[The National Archives (United Kingdom)|The National Archives]], [[Her Majesty's Government (term)|Her Majesty's Government]]|accessdate=17 July 2012}}</ref> ୧୫ ଅଗସ୍ଟ ୧୯୪୭ ଦିନଠାରୁ [[ଜର୍ଜ ୬]] ଭାରତର ମୂଖ୍ୟ ହେଲେ, ମାଉଣ୍ଟ ବ୍ୟଟେନ ପ୍ରଥମ ଗଭର୍ନର ଜେନେରାଲ ହେଲେ ଯାହାକୁ [[କନସ୍ଟିଚ୍ୟୁସନାଲ ମୋନାର୍କି]] କୁହା‌ଯାଉଥିଲା । ସେତେବେଳେ [[ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ, ୧୯୩୫]]ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ତାପରେ ଭାରତର ସଂବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ [[ବି ଆର ଆମ୍ବେଦକର]] ଥିଲେ । ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ ।<ref>[http://parliamentofindia.nic.in/ls/debates/debates.htm Constituent Assembly (DEBATES)- Parliament of India]</ref> ଦୀର୍ଘ ୧୬୬ ଦିନ ଧରି ଏହା ନାଗରିକଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ବ୍ଲି ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ । ଶେଷରେ ୨୪ ଜାନୁଆରି ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ଏହି ସମ୍ବିଧାନ ଜା‌ନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ
 
==ଗ୍ୟାଲେରୀ==