"ବାଳକୃଷ୍ଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Image value added through Wikidata
ଟିକେ +ଛବି
୧ କ ଧାଡ଼ି:
{{ଛୋଟ|Balakrushna Patnaik}}
{{Infobox Indian politician
| image = {{#property:P18}}Balakrushna Patnaik.jpg
| name = ବାଳକୃଷ୍ଣ ପ୍ରଧାନପଟ୍ଟନାୟକ
| caption =
| birth_date = {{Birth date |df=y|1919|05|19}}
| birth_place =
| residence =
୩୧ କ ଧାଡ଼ି:
}}
 
'''ବାଳକୃଷ୍ଣ ପ୍ରଧାନପଟ୍ଟନାୟକ''' (୧୯ ମଇ ୧୯୧୯ - ୧୧ ମଇ ୧୯୯୪) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ [[ଜନତା ପାର୍ଟି]]ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବାଳକୃଷ୍ଣ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ଆଠମଲ୍ଲିକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୭ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
== ଜନ୍ମ, ପରିବାର ଓ ଶିକ୍ଷା ==
ବାଳକୃଷ୍ଣ ପ୍ରଧାନପଟ୍ଟନାୟକ ୧୯୧୯ ମସିହାର ମଇ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁଦର୍ଶନ ପଟ୍ଟନାୟକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।<ref name="Balakrushna Patnaik">{{cite web|url=http://odishaassembly.nic.in/memberprofile.aspx?img=737 |title=Shri Balakrushna Patnaik |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=5 July 2020}}</ref>
 
== ରାଜନୈତିକ ଜୀବନ ==
୪୯ କ ଧାଡ଼ି:
[[ଶ୍ରେଣୀ:୧୯୧୯ ଜନ୍ମ]]
[[ଶ୍ରେଣୀ:୧୯୯୪ ମୃତ୍ୟୁ]]
[[ଶ୍ରେଣୀ:୭ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ଅନୁଗୋଳ ଜିଲ୍ଲାର ଲୋକ]]
[[ଶ୍ରେଣୀ:୭ମ ଓଡ଼ିଶା ବିଧାନ ସଭାର ସଭ୍ୟ]]