"ସୁରେନ୍ଦ୍ର ପ୍ରଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Image value added through Wikidata
ଟିକେ + ଆଧାର
୧ କ ଧାଡ଼ି:
{{ଛୋଟ|Surendra Pradhan}}
{{Infobox Indian politician
| image = {{#property:P18}}Surendra Pradhan.jpg
| name = ସୁରେନ୍ଦ୍ର ପ୍ରଧାନ
| caption =
| birth_date = {{Birth date |df=y|1930|08|02}}
| birth_place =
| residence =
୨୪ କ ଧାଡ଼ି:
 
| party = [[ଜନତା ପାର୍ଟି]]
| otherparty = ସମ୍ୟୁକ୍ତସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି
| religion = [[ହିନ୍ଦୁ ଧର୍ମ|ହିନ୍ଦୁ]]
| nationality = [[ଭାରତ|ଭାରତୀୟ]]
୪୦ କ ଧାଡ଼ି:
}}
 
'''ସୁରେନ୍ଦ୍ର ପ୍ରଧାନ''' (୨ ଅଗଷ୍ଟ ୧୯୩୦ - ୧୨ ଅପ୍ରେଲ ୨୦୧୮) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ [[ଜନତା ପାର୍ଟି]] ଓ ସମ୍ୟୁକ୍ତସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସୁରେନ୍ଦ୍ର [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ଆଠମଲ୍ଲିକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଆଠମଲ୍ଲିକ]] ଓ [[ବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୪ର୍ଥ ଓଡ଼ିଶା ବିଧାନ ସଭା|୪ର୍ଥ]] ଓ [[୭ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
== ଜନ୍ମ, ପରିବାର ଓ ଶିକ୍ଷା ==
୪୬ କ ଧାଡ଼ି:
 
== ରାଜନୈତିକ ଜୀବନ ==
ସୁରେନ୍ଦ୍ର ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ସମ୍ୟୁକ୍ତସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।<ref name="Surendra Pradhan"/> ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।<ref name="Surendra Pradhan"/>
<!--
୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁରେନ୍ଦ୍ର ପ୍ରଧାନ ଜନତା ପାର୍ଟି (ଇ)ର ପ୍ରାର୍ଥୀ ଭାବରେ [[ଚୌଦ୍ୱାର-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୧,୧୧୪ ଖଣ୍ଡ ଭୋଟ ପାଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web|url=https://eci.gov.in/files/file/3626-orissa-1990/|title=Orissa 1990|website=Election Commission of India|language=en-IN|access-date=2019-06-27}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ କୁମାର ଦାଶଙ୍କୁ ୫୭୭୯ ଖଣ୍ଡ ଭୋଟରେ ପରାସ୍ତ କରି।<ref name=":0" /> ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।
-->
== ମୃତ୍ୟୁ ==
ସୁରେନ୍ଦ୍ର ପ୍ରଧାନ ୨୦୧୮ ମସିହାର ଅପ୍ରେଲ ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref>{{cite nameweb |title=ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରଧାନଙ୍କ ପରଲୋକ |url=https://www.dharitri.com/e-Paper/Angul/130418/p7.htm |website=dharitri.com/e-Paper/Angul |accessdate=7 April 2021 |page=୭ |date="Surendra୧୩ Pradhan"ଅପ୍ରେଲ ୨୦୧୮}}</ref> ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
 
== ଆଧାର ==
୫୮ କ ଧାଡ଼ି:
[[ଶ୍ରେଣୀ:୧୯୩୦ ଜନ୍ମ]]
[[ଶ୍ରେଣୀ:୨୦୧୮ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ଅନୁଗୋଳ ଜିଲ୍ଲାର ଲୋକ]]
[[ଶ୍ରେଣୀ:୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୭ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ଅନୁଗୋଳ ଜିଲ୍ଲାର ଲୋକ]]