"ଭୂତାଣୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Amarjyoti Sahoo (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Anos Vordigoadଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
ବନାନ ସଂଶୋଧନ କରାଗଲା
ଟ୍ୟାଗ: 2017 source edit
 
୧୧ କ ଧାଡ଼ି:
| subdivision =
}}
'''ଭୁତାଣୁଭୂତାଣୁ''' ଏକ [[ସଂକ୍ରାମଣ କାରକ]] ଯାହା କେବଳ ଜୀବନ୍ତ [[କୋଷ]] ଭିତରେ [[ସ୍ୱପ୍ରତିରୂପଣ]] କରିଥାଏ ।<ref>Wu, Katherine J. (15 April 2020). "There are more viruses than stars in the universe. Why do only some infect us? – More than a quadrillion quadrillion individual viruses exist on Earth, but most are not poised to hop into humans. Can we find the ones that are?". National Geographic Society. Retrieved 18 May 2020.</ref> ଏହା [[ପ୍ରାଣୀ]] [[ବୃକ୍ଷ]]ଠାରୁ ଆରମ୍ଭ କରି [[ବୀଜାଣୁ]] ତଥା [[ଆର୍କିଆ]] ପରି [[ଅଣୁଜୀବ]] ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ ରୂପକୁ [[ସଂକ୍ରମଣ]] କରିପାରେ ।<ref name="pmid26965225">{{vcite journal |vauthors=Koonin EV, Starokadomskyy P |title=Are viruses alive? The replicator paradigm sheds decisive light on an old but misguided question |journal=Studies in History and Philosophy of Biological and Biomedical Sciences |volume=59 |pages=125–134 |year=2016 |pmid=26965225 |doi=10.1016/j.shpsc.2016.02.016 |pmc=5406846}}</ref>
 
ସନ ୧୮୯୨ରେ ଡିମିଟ୍ରି ଇଭାନୋଭସ୍କି ([[:en:Dmitri Ivanovsky|Dmitri Ivanovsky]]) ଲେଖିଥିବା ଆଲେଖ୍ୟରେ ଅଣ-ଜୀବାଣୁ ରୋଗସୃଷ୍ଟିକାରକ ଗୁଡ଼ିକ ଟୋବାକୋ ଗଛକୁ ସଂକ୍ରମଣ କରିବା ଓ ସନ ୧୮୯୮ରେ ମାର୍ଟିନସ ବିଜେରିଙ୍କ (Martinus Beijerinck) ଟୋବାକୋ ମୋଜାଇକ ଭୁତାଣୁ ଆବିଷ୍କାର ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଜାତିର ଭୁତାଣୁମାନଙ୍କର ସବିଶେଷ ବର୍ଣ୍ଣନା <ref name="Dimmock p. 49">Dimmock p. 49</ref> କରାଯାଇଥିଲେ ମଧ୍ୟ ନିୟୁତ ନିୟୁତ ପ୍ରଜାତିର ଭୁତାଣୁ ଅଛନ୍ତି ।<ref name="Breitbart M, Rohwer F 2005 278–84">{{vcite journal|authorlink1=Mya Breitbart|author=Breitbart M|author2=Rohwer F|title=Here a virus, there a virus, everywhere the same virus?|journal=Trends in Microbiology |volume=13|issue=6|pages=278–84|year=2005|pmid=15936660|doi=10.1016/j.tim.2005.04.003}}</ref> ପୃଥିବୀର ପ୍ରତ୍ୟେକ ଇକୋସିସ୍ଟମରେ ସର୍ବାଧିକ ସଂଖ୍ୟାରେ ଏହି ଭୁତାଣୁ ବିଦ୍ୟମାନ ଅଛନ୍ତି ।<ref name="Lawrence">{{vcite journal|author=Lawrence CM, Menon S, Eilers BJ, ''et al.''|title=Structural and functional studies of archaeal viruses|journal=The Journal of Biological Chemistry |volume=284|issue=19|pages=12599–603|year=2009|pmid=19158076|doi=10.1074/jbc.R800078200|pmc=2675988}}</ref> ଭୁତାଣୁ ଅନୁଶୀଳନ‌କୁ ଭାଇରୋଲୋଜି ([[:en:virology|virology]]) କୁହାଯାଏ ଯାହା ମାଇକ୍ରୋବାୟୋଲୋଜିର ([[:en:microbiology|microbiology]]) ଏକ ଶାଖା ।
"https://or.wikipedia.org/wiki/ଭୂତାଣୁ"ରୁ ଅଣାଯାଇଅଛି