"ବିଜୁଳି ଶାଙ୍କୁଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Electric Ray}} {{Speciesbox | name = ବିଜୁଳି ଶାଙ୍କୁଚ | fossil_range = {{Fossil range..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ ତଥ୍ୟପେଡ଼ି ଅଦ୍ୟତନ
୭ କ ଧାଡ଼ି:
| image2 = Fish4345 - Flickr - NOAA Photo Library.jpg
| image2_caption = ସାନ ବିଜୁଳି ଶାଙ୍କୁଚ (ନାର୍ସିନ୍ ବାଂକ୍ରୋଫ୍ଟି)
| taxon = Torpediniformes
| status =
| status_system =
| status_ref =
| parent_authority =
| genus =
| species =
| authority = ଡନ୍ ଫର୍ଣ୍ଣାଣ୍ଡୋ ଡି ବୁଏନ୍ ଇ ଲୋଜାନୋ, ୧୯୨୬
| subdivision_ranks = Families
| subdivision =
*[[Narcinidae]]
*[[Coffin ray|Hypnidae]]
*[[Torpedinidae]]
}}
'''ବିଜୁଳି ଶାଙ୍କୁଚ''' ([[ଇଂରାଜୀ ଭାଷା|ଇଂରାଜୀ ଭାଷାରେ]] '''Electric Rays''') ଟୋର୍ପିଡିନିଫୋର୍ମିସ୍ ବର୍ଗର ଶାଙ୍କୁଚ ଜାତୀୟ ଜଳଜୀବ । ନିଜର ଶିକାରକୁ କିଛି କ୍ଷଣ ଅଚଳ କରିବା ପାଇଁ କିମ୍ଵା ନିଜ ପ୍ରତିରକ୍ଷା ପାଇଁ ଏମାନେ ନିଜ ଶରୀରରୁ ୮ରୁ ୨୨୦ ଭୋଲ୍‍ଟ୍ ବିଭବଯୁକ୍ତ ବିଦ୍ୟୁତ ଶକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ରଖନ୍ତି ।<ref name="martin">Martin, R. Aidan. [http://www.elasmo-research.org/education/shark_profiles/torpediniformes.htm Electric Rays]. ''ReefQuest Centre for Shark Research.'' Retrieved on October 12, 2008.</ref> ୬୯ ଜାତିର ଏହି ଜୀବମାନଙ୍କୁ ବିଭିନ୍ନ ୪ଟି ପରିବାରରେ ବିଭକ୍ତ କରାଯାଇଥାଏ । ଏହି ସମସ୍ତଙ୍କ ମଧ୍ୟରେ ବୋଧହୁଏ ଟୋର୍ପିଡୋ ପ୍ରଜାତି (ଇଂରାଜୀରେ କ୍ରାମ୍ପ୍ ଫିଶ୍ ବା ନମ୍ଵ୍ ଫିଶ୍) ସବୁଠାରୁ ଅଧିକ ଜଣାଶୁଣା । ଏହି ଶାଙ୍କୁଚର ନାମରୁ ‘‘ଟୋର୍ପିଡ଼ୋ’’ (ଜାହାଜ ବୁଡ଼ାଇବା ପାଇଁ ଜଳପୃଷ୍ଠ ତଳେ ପ୍ରୟୋଗ କରାଯାଉଥିବା କ୍ଷେପଣାସ୍ତ୍ର) ଶବ୍ଦର ସୃଷ୍ଟି ହୋଇଛି । ମୂଳ ଲାଟିନ୍ ଶବ୍ଦ ''ଟୋର୍ପିରେ (torpere)''ର ଅର୍ଥ ହେଉଛି ଅଚଳ ବା ଜଡ଼ ପାଲଟିଯିବା । ବିଜୁଳି ଶାଙ୍କୁଚ ସଂସ୍ପର୍ଶରେ ଆସିଲେ ଏପରି ହେଉଥିବାରୁ ଏପରି ନାମକରଣ କରାଯାଇଛି ।