"ଭରତ (ରାମାୟଣ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯ କ ଧାଡ଼ି:
ରାମ ପିତୃ-ସତ୍ୟ ପାଳନ ନିମନ୍ତେ ବନବାସ ପାଇଁ ପ୍ରସ୍ତୁତ ହୁଅନ୍ତେ, ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ-ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟକୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭ୍ରାତୃ-ଭକ୍ତିର ଉଦାହରଣସ୍ୱରୂପ ଭରତ, ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।
 
ରାମ ଅଯୋଧ୍ୟାକୁ ଫେରିବା ପରେ ଭରତ ଏକ ଶୋଭାଯାତ୍ରାରେ ଯାଇ ରାମ,ସୀତା ଏବଂ ଭାଇ ଲକ୍ଷ୍ମଣଙ୍କୁ ଅଭିବାଦନ ଜଣାଇଲେ । ଯଦିଓ ରାମ ଲକ୍ଷ୍ମଣଙ୍କୁ ଯୁବରାଜ ଭାବେ ଘୋଷଣା କରିବାକୁ ଇଚ୍ଛା କରିଥିଲେ, ଲକ୍ଷ୍ମଣ ସୂଚାଇ ଦେଇଛନ୍ତି ଯେ ଅଯୋଧ୍ୟାର ପ୍ରଶାସକ ଭାବରେ ଭରତରଭରତଙ୍କ ମହାନ ଗୁଣ ଏବଂ ବହୁ ବର୍ଷର ଅଭିଜ୍ଞତା ତାଙ୍କୁ ଉନ୍ନତମହାନ କରିପାରିଛି । ଅତଏବ ଲକ୍ଷ୍ମଣଙ୍କ ବଦଲରେ ,ଭରତଙ୍କୁ ତେଣୁଯୁବରାଜ ଘୋଷଣା କରିବାକୁ ସେ ରାମଙ୍କୁ ନିବେଦନ କରିଥିଲେ । ତେଣୁ ଭରତ ହିଁ ତୁରନ୍ତ ରାମଙ୍କ ଦ୍ଦ୍ଵାରା Yuଯୁବରାଜ ାରାଘୋଷିତ ଯୁବରାଜହୋଇଥିଲେ ।<ref name="India Forums">{{cite web |title=Bharat story -ideal character {{!}} Ramayan |url=https://www.indiaforums.com/forum/topic/931492 |website=India Forums |accessdate=4 April 2021 ହୋଇଥିଲେ।|language=en}}</ref>
 
== ଆଧାର ==